ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍ ଦେଲେନି ଟ୍ରମ୍ପ
ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ।…
ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ
କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି। ଉଗାଣ୍ଡା ପୋଲିସ…
ସୁଦାନରେ ଏୟାର ଷ୍ଟ୍ରାଇକ୍, ୫ ପିଲାଙ୍କ ସମେତ ୧୭ ମୃତ
ଖାର୍ତୁମ,୧୭ା୬: ସୁଦାନର ରାଜଧାନୀ ଖାର୍ତୁମର ଦକ୍ଷିଣ ଭାଗରେ ଶନିବାର ଏୟାର ଷ୍ଟ୍ରାଇକ୍ ହୋଇଛି। ଫଳରେ ୫ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୁଦାନ ରାଜଧାନୀର ସ୍ବାସ୍ଥ୍ୟ ବିଭାଗ ଫେସ୍ବୁକ୍ରେ ଏକ ପୋଷ୍ଟ ଶେୟାର…
ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…
ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ କହିଛନ୍ତି ପ୍ରଥମ ବ୍ୟାଚ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଯାଇଛି। ଏଥି ସହିତ,…
ବିଭିନ୍ନ ଦେଶରେ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ, ଠିକଣା ବଦଳାଉଛନ୍ତି କମ୍ପାନୀ
ବେଜିଙ୍ଗ,୧୭।୬: ଚାଇନା କମ୍ପାନୀଗୁଡିକ ସେମାନଙ୍କର ପ୍ରତିଷ୍ଠା ବଞ୍ଚାଇବା ପାଇଁ ନିଜ ନାମରୁ ଚାଇନା ନାମକୁ ହଟାଉଛନ୍ତି। ବର୍ତ୍ତମାନ ବିଶ୍ୱରେ ନିଜର ତାନାଶାହୀ ଏବଂ ସ୍ବାର୍ଥପରତା ନୀତି ଯୋଗୁ ଚାଇନାକୁ ନିନ୍ଦା କରାଯାଉଛି। ବିଶ୍ୱରେ ସବୁଠାରୁ ଧନୀ ଦେଶ କୁହାଯାଉଥିବା ଆମେରିକା ସହ…
ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ୍ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା
ଓ୍ବାଶିଂଟନ୍,୧୭।୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୧ରୁ ୨୪ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦିଙ୍କ ଆଗମନ ପାଇଁ ଆମେରିକାରେ ଜୋରଦାର ପ୍ରସ୍ତୁତିି ଆରମ୍ଭ ହୋଇଛି। ମୋଦିଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ ବାହାରେ ଭାରତ ଓ ଆମେରିକା ପତାକା…
ଆମେରିକାର ବାଲତିମୋରରେ ଭୟଙ୍କର ଗୁଳିକାଣ୍ଡ, ଗୁଳିମାଡରେ ୬ଗୁରୁତର
ଓ୍ବାଶିଂଟନ୍,୧୭।୬: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ଗୁଳିକାଣ୍ଡରେ ବହୁ ଲୋକଙ୍କ ଜୀବନ ଯିବା ସହ ବହୁଜଣ ଗୁରୁତର ଆହତ ହେଉଛନ୍ତି। ଶୁକ୍ରବାର ଆମେରିକାର ବାଲତିମୋର ସହରରରେ ଏକ ବଡ଼ ଧରଣର ଗୁଳକାଣ୍ଡ ହୋଇଛି। ଘଟଣାରେ…
ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ମିଳୁନାହିଁ ପ୍ରେସ କନଫରେନ୍ସରେ ଯିବାକୁ ଅନୁମତି
କାବୁଲ,୧୭।୬: ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଯିବା ପରଠାରୁ ସେଠାରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ବେଳକୁ ବେଳେ ସେଠାରେ ମହିଳାଙ୍କୁ ନେଇ କଠୋର ଆଇନ ଲାଗୁ କରାଯାଉଛି। ଇତିମଧ୍ୟରେ ଏବେ ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ନେଇ ଏକ…
ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଫ୍ୟାନ୍, କାର୍ର ନମ୍ବରପ୍ଲେଟ୍ରେ ଲେଖିଲେ ମୋଦିଙ୍କ ନାମ
ଆପଣ ନିଶ୍ଚିତ ଭାବରେ ବଲିଉଡ ଏବଂ କ୍ରିକେଟର ପ୍ରଶଂସକଙ୍କ ବିଷୟରେ ଶୁଣିଥିବେ। ସେମାନେ ତାଙ୍କ ହିରୋଙ୍କ ପାଇଁ ସେଲିବ୍ରେଶନ ଠାରୁ ଆରମ୍ଭ କରି ଟାଟୁ କରୁଥିବାର ଦେଖିଥିବେ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ମେରିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼…
ପଶ୍ଚିମ ୟୁଗାଣ୍ଡାର ଏକ ସ୍କୁଲ୍ରେ ଆତଙ୍କବାଦୀ ଆକ୍ରମଣ, ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ
ୟୁଗାଣ୍ଡା,୧୭।୬: ଇସଲାମିକ ଷ୍ଟେଟ ସହ ଜଡିତ ମାଓବାଦୀମାନେ କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ ସୀମା ନିକଟରେ ଥିବା ପଶ୍ଚିମ ଉଗାଣ୍ଡାର ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଶନିବାର ଉଗାଣ୍ଡା ପୋଲିସ ସୂଚନା ଦେଇଛି।…
ନେପାଳ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ହସ୍ପିଟାଲରେ ଭର୍ତ୍ତି
କାଠମାଣ୍ଡୁ,୧୭।୬: ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତ୍ରିଭୁବନ ୟୁନିଭର୍ସିିଟି ଟିଚିଂ ହସ୍ପିଟାଲର ମନମୋହନ କାର୍ଡିଓ ଥୋରେସିକ ଭାସ୍କୁଲାର ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ପୌଡେଲ ଆଡମିଟ ହୋଇଛନ୍ତି।…
ଗ୍ରୀନ୍କାର୍ଡ ଯୋଗ୍ୟତା କୋହଳ କଲେ ବାଇଡେନ୍
ଓ୍ବାଶିଂଟନ, ୧୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଯେଉଁମାନେ ଗ୍ରୀନ୍ କାର୍ଡ ପାଇଁ ଦୀର୍ଘଦିନ ହେଲା ଅପେକ୍ଷା କରିଛନ୍ତି, ସେମାନଙ୍କ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ଯୋଗ୍ୟତା ମାନଦଣ୍ଡରେ କୋହଳ…

