ଅନ୍ତର୍ଜାତୀୟ

୨ ହଜାରରୁ ଅଧିକ ମେଣ୍ଢା ମମିର ସନ୍ଧାନ ମିଳିଲା…

କାଏରୋ,୨୭।୩ : ଇଜିପ୍ଟର ପ୍ରତ୍ନତତ୍ତ୍ୱବିତମାନେ ୨,୦୦୦ ରୁ ଅଧିକ ପ୍ରାଚୀନ ମେଣ୍ଢା ମୁଣ୍ଡର ମମି ଆବିଷ୍କାର କରିଛନ୍ତି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫାରୋ ରାମସେସଙ୍କ ମନ୍ଦିରରେ ବଳି ଦିଆଯାଇଥିବା ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ୱବିତମାନେ କୁକୁର, ଛେଳି, ଗାଈ, ନେଉଳ ଆଦିଙ୍କ…

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ କରିଛି। ଏହି ଅଭିଯୋଗରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ ଗୁଗୁଲ, ଟିକଟକ ଏବଂ ସ୍ନାପ…

ଆମେରିକା-ନେପାଳ ପ୍ରତିରକ୍ଷା ସହଯୋଗ ନେଇ ଆଲୋଚନା…

ଓ୍ବାଶିଂଟନ/କାଠମାଣ୍ଡୁ,୨୭।୩ : କାଠମାଣ୍ଡୁରେ ନେପାଳ ଏବଂ ଆମେରିକାର ସ୍ଥଳସେନାବାହିନୀ ମଧ୍ୟରେ ତିନି ଦିନିଆ ଦ୍ୱିପାକ୍ଷିକ ସେନା ଆଲୋଚନା ହେବ। ନେପାଳ ସେନା ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ହେବାକୁ…

ଗୁରୁଦ୍ୱାରାରେ ଗୁଳି ଚାଳନା, ୨ ଗୁରୁତର…

ଓ୍ବାଶିଂଟନ,୨୭।୩ : ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରାରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ, ଏଠାରେ ଦୁଇ ଜଣଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଉଭୟ ଗୁରୁତର ଆହତ ହୋଇଥିଲେ।…

ଏଲନ ମସ୍କଙ୍କ ବଢ଼ିଲା ସମସ୍ୟା: ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ୍‌…

ଓ୍ବାଶିଂଟନ,୨୭।୩ : ଏଲନ ମସ୍କଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ ହୋଇଛି। ସୋର୍ସ କୋଡ ହେଉଛି ମୌଳିକ କମ୍ପ୍ୟୁଟର କୋଡ ଯାହା ଉପରେ ସମଗ୍ର ଟୁଇଟର ସୋସିଆଲ ନେଟୱାର୍କ କାମ କରେ । ଏହାର…

‘ଇମ୍ରାନଙ୍କୁ ଏବେବି ପାକିସ୍ତାନର ଗେହ୍ଲାପୁଅ ବୋଲି କୁହାଯାଉଛି’, ସଜା ନ ମିଳିବାରୁ ଖପ୍ପା ମରିୟମ

ଇସଲାମାବାଦ,୨୭ ।୩: ପାକିସ୍ତାନରେ ଏବେବି ରାଜନୈତିକ ସଙ୍କଟ ଲାଗି ରହିଛି । ପାକିସ୍ତାନର ଶାସକ ସରକାର ଓ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ଗତ କିଛି ମାସ ହେବ ତୁତୁମେମେ ଲାଗି ରହିଛି । ଇତି ମଧ୍ୟରେ ପାକିସ୍ତାନର ପୂର୍ବତନ…

ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିୟୋଲ.୨୭ ।୩: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସୋମବାର ପୂର୍ବ ସାଗରରେ ଏକ ବାଲେଷ୍ଟିକ ମିଶାଇଲ ପରୀକ୍ଷା…

ଟ୍ୟୁନିସିଆ ଉପକୂଳରେ ଓଲଟିଲା ଡଙ୍ଗା, ୨୮ରୁ ଅଧିକ ପ୍ରବାସୀଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ

ଟ୍ୟୁନିସିଆ,୨୭ ।୩: ଟ୍ୟୁନିସିଆ ଉପକୂଳରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଅତି ବିପଜ୍ଜନକ ଭାବେ ଇଟାଲୀ ଯାଉଥିବା ପ୍ରବାସୀଙ୍କର ଏକ ଡଙ୍ଗା ଭୂମଧ୍ୟ ସାଗରେରେ ଓଲଟି ଯାଇଛି । ଏହି ଦୁର୍ଘଟଣାରେ ୨୮ରୁ ଅଧିକ ଲୋକଙ୍କ ମୃତ୍ୟୁ…

କଠୋର ଆଇନ ଲାଗୁ ହେବା ପରେ ପ୍ରଥମ ଥର ହେଲା ବିରୋଧ ପ୍ରଦର୍ଶନ

ହଙ୍ଗକଙ୍ଗ,୨୬ ।୩: ହଙ୍ଗକଙ୍ଗରେ ରବିବାର ତ୍ସୁଂଗ କ୍ୱାନ ଓର ଲୋକେ ସରକାରଙ୍କୁ ବିରୋଧ କରି ମାର୍ଚ୍ଚ ବାହାର କରିଥିଲେ । ଏହି ବିରୋଧ ପ୍ରଦର୍ଶନରେ ପ୍ରାୟ ୧୦୦ ଜଣ ସାମିଲ ହୋଇଥିଲେ । ଏହି ସମୟରେ ପ୍ରାୟ ୩୦ ପୋଲିସ ଅଧିକାରୀ…

ଭାରତୀୟ ବଂଶୋଦ୍ଭବ ବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୧୦୦ ବର୍ଷ ଜେଲ୍‌

ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ, ୨୦୨୧ରେ ପାଞ୍ଚ ବର୍ଷର ବାଳିକା ମିଆ ପଟେଲ ମାଙ୍କହାଉସ ଡ୍ରାଇଭରେ ଥିବା ଏକ…

ଅଟା ପାଇଁ ଦଳାଚକଟା: ୪ ମୃତ

ଲାହୋର,୨୬।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଲାଗିରହିଛି। ଲୋକେ ଅଟା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। ପଞ୍ଜାବ ପ୍ରଦେଶରେ ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣା ଅଟା ଆଣିବାକୁ ଚେଷ୍ଟା କରୁଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଚାରିଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ…

ଇମ୍ରାନଙ୍କ ରାଲି ସଫଳ

ଲାହୋର,୨୬ା୩: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରବାସୀଙ୍କୁ ତାଙ୍କର ମିନାର-ଇ-ପାକିସ୍ତାନ ସମାବେଶକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସମାବେଶର ଗୋଟିଏ ଦିନ ପରେ ଇମ୍ରାନ ନିଜ ଟୁଇଟରରେ ଲେଖିଛନ୍ତି, ଲାହୋରରେ ବଦମାସ ଗ୍ୟାଙ୍ଗ ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri