ଆମେରିକା ସାଂସଦଙ୍କ ବଡ ବୟାନ: ଚାଇନା ବିରୋଧରେ ଆମେରିକାକୁ ଯେଉଁ ସହଯୋଗ ଦରକାର, ସେଥିପାଇଁ ଭାରତ ଏକଦମ ଠିକ୍
ୱାଶିଂଟନ,୨୮ ।୨: ଆମେରିକାର ବରିଷ୍ଠ ସିନେଟର ଚକ ଶୁମର କହିଛନ୍ତି, ଚାଇନା ବିରୋଧରେ ଆମେରିକାକୁ ଯେଉଁଭଳି ସହଯୋଗର ଆବଶ୍ୟକତା ରହିଛି ଭାରତ ସେହି ଭୂମିକା ପାଇଁ ଏକଦମ ଠିକ୍ । ଶୁମର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର…
ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ
ଓ୍ବାଶିଂଟନ୍,୨୮।୨: ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ, କିନ୍ତୁ ଚଳିତ ବର୍ଷ ସମ୍ପତ୍ତି ବୃଦ୍ଧି ହେତୁ…
ଆତଙ୍କବାଦ ବିରୋଧରେ ଭାରତ କରିଛି ଭଲକାମ, ଆମେରିକା ସରକାରଙ୍କ ରିପୋର୍ଟରେ ପ୍ରଶଂସା
ୱାଶିଂଟନ,୨୮ ।୨: ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ସରକାର ଆତଙ୍କବାଦ ବିରୋଧରେ ଭଲ କାମ କରିଛନ୍ତି । ରିପୋର୍ଟରେ କୁହାଯାଇଛି, ଭାରତ ଆତଙ୍କବାଦ ସଙ୍ଗଠନକୁ ଚିହ୍ନିବା, ଏହାକୁ ନଷ୍ଟ କରିବା ଓ ଆତଙ୍କବାଦ ଭଳି ବିପଦକୁ…
କଶ୍ମୀରରେ ଆତଙ୍କବାଦ ସୃଷ୍ଟି କରୁଥିବା ଖାଲିଦ ରଜାଙ୍କୁ ପାକିସ୍ତାନରେ ଗୁଳି
ଇସଲାମାବାଦ,୨୮ ।୨: ଜମ୍ମୁ-କଶ୍ମୀରରେ ଅଲ-ବଦ୍ର ନାମକ ଆତଙ୍କବାଦୀ ସଙ୍ଗଠନର ପୂର୍ବତନ କମାଣ୍ଡର ଖାଲିଦ ରଜାଙ୍କର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଛି । ପାକିସ୍ତାନି ମିଡିଆର ସୂଚନା ଅନୁଯାୟୀ, ଅଜ୍ଞାତ ବ୍ୟକ୍ତି ରବିବାର ଖାଲିଦଙ୍କୁ ତାଙ୍କ ଘର ବାହାରେ ଗୁଳି କରିଦେଇଛନ୍ତି ।…
ଆଫଗାନିସ୍ତାନ-ତାଜିକିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୦ରୁ ଅଧିକ
କାବୁଲ,୨୮ ।୨: ଆଫଗାନିସ୍ତାନ ଓ ତାଜିକିସ୍ତାନରେ ପୁଣିଥରେ ଭୂକମ୍ପର ଝଟ୍କା ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ମଙ୍ଗଳବାର ଭୋର ସମୟରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ ଆସିଛି । ସେହିଭଳି ତାଜିକିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ…
ପାଖ ଲୋକ ପୁଟିନ୍ଙ୍କୁ ହତ୍ୟା କରିବେ: ଜେଲେନ୍ସ୍କି
କିଭ୍,୨୮।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ତାଙ୍କ ପାଖ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଦାବି କରିଛନ୍ତି। ରୁଷିଆ ଆକ୍ରମଣକୁ ବର୍ଷେ ପୂରିବା ନେଇ ୟୁକ୍ରେନ୍ ପକ୍ଷରୁ ଏକ ବୃତ୍ତଚିତ୍ର ନିର୍ମାଣ କରାଯାଇଛି,…
କରୋନା ପାଇଁ ବେଜିଂକୁ ଦାୟୀ କଲେ ନିକ୍କି ହେଲି
ୱାଶିଂଟନ,୨୮ ।୨: ଆମେରିକାନ ରିପ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ମଙ୍ଗଳବାର କହିଛନ୍ତି କୋଭିଡ-୧୯ ସମ୍ଭବତଃ ଚାଇନାର ଲାବୋରୋଟୋରିରୁ ଆସିଛି, ସେଥିପାଇଁ ଚାଇନାକୁ ଦିଆଯାଉଥିବା ଆମେରିକା ସହାୟତାକୁ କମ କରିଦେବା ଦରକାର । ହେଲି ମଙ୍ଗଳବାର ଟୁଇଟ କରିଛନ୍ତି, କୋଭିଡ-୧୯…
ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର
ଓଟାୱା,୨୮ ।୨: କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ଏକ ବୟାନରେ କହିଛନ୍ତି, ମଙ୍ଗଳବାରଠାରୁ ମୋବାଇଲ…
ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଝଟ୍କା: ସମର୍ଥନ ପ୍ରତ୍ୟାହାର କଲା ଓଲିଙ୍କ ଦଳ
କାଠମାଣ୍ଡୁ,୨୭।୨: ନେପାଳର ଦ୍ୱିତୀୟ ବୃହତ୍ ରାଜନୈତିକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସିପିଏନ୍-ୟୁଏମ୍ଏଲ୍ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଫଳରେ ନେପାଳରେ ଦୁଇ ମାସ ହେଲା ଗଢ଼ା ହୋଇଥିବା ମେଣ୍ଟ ସରକାର ଏବେ…
ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତୀବ୍ରତା ୫.୭
ଆଙ୍କାରା,୨୭।୨: ପଶ୍ଚିମ ଏସୀୟ ଦେଶ ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ସାରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି।…
ଇରାନରେ ଶହ ଶହ ମହିଳାଙ୍କୁ ଦିଆଗଲା ଜହର!
ତେହେରାନ,୨୭ ।୨: ଇରାନରେ ଚମକାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସହରରେ ଝିଅମାନଙ୍କୁ ସ୍କୁଲ ଯିବାରୁ ରୋକିବାକୁ ସେମାନଙ୍କୁ ଜହର ବା ବିଷ ଦିଆଯାଇଥିବା ଜଣାପଡିଛି । ଇରାନର ଜଣେ ମନ୍ତ୍ରୀ ଏହି ତଥ୍ୟ ସମ୍ପର୍କରେ…
ଦୁଇ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ପରେ ୱେଷ୍ଟ ବ୍ୟାଙ୍କରେ ବଢିଲା ହିଂସା
ଜେରୁଜେଲମ,୨୭ ।୨: ପାଲେଷ୍ଟାଇନ ବନ୍ଧୁକଧାରୀଙ୍କ ଦ୍ୱାରା ୨ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରାଯିବା ପରେ ଉତ୍ତର ୱେଷ୍ଟ ବ୍ୟାଙ୍କରେ ରବିବାର ହିଂସା ଉପୁଜିଛି । ଶହ ଶହ ଇସ୍ରାଏଲ ନାଗରିକ ସଡ଼କ ଉପରକୁ ଚାଲି ଆସିଛନ୍ତି ଓ ଡଜନେରୁ ଅଧିକ କାର…
Archives


