‘ସୁରକ୍ଷା ପାଇଁ ମୁଁ ଦାୟୀ ରହିବି’
ଟୋକିଓ,୧୬ା୪: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ନିକଟରେ ଆକ୍ରମଣ କରାଯାଇଥିଲା। ସ୍ମୋକ୍ ବମ୍ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ ପ୍ରଧାନମନ୍ତ୍ରୀ। ଯଦିଓ ପୋଲିସ ଏହି ଆକ୍ରମଣର ସନ୍ଦିଗ୍ଧଙ୍କୁ ଧରିଥିଲା, କିନ୍ତୁ ଘଟଣା ପରଠାରୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକର…
ସୁଦାନ ସେନା-ସରକାରୀ ସାମରିକ ବାହିନୀ ସଂଘର୍ଷ: ୫୬ ମୃତ, ୫୯୫ ଆହତ
କାହିରା,୧୬ା୪: ସୁଦାନରେ ହୋଇଥିବା ସଂଘର୍ଷରେ ମୋଟ୍ ୫୬ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୫ ଜଣ ଆହତ ହୋଇଛନ୍ତି। ସୁଦାନର ସେଣ୍ଟ୍ରାଲ ଡାକ୍ତର କମିଟି ରବିବାର ସୁଦାନ ସେନା ଏବଂ ଏକ ସରକାରୀ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ହେବାର…
ଆଇନରେ ପରିଣତ ହେଲା ପେନ୍ସନ ସଂସ୍କାର
ପ୍ୟାରିସ୍, ୧୬।୪: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରଁ ଶନିବାର ତାଙ୍କ ବିବାଦୀୟ ପେନ୍ସନ ସଂସ୍କାରରେ ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଉକ୍ତ ଆଇନକୁ କାର୍ଯ୍ୟକାରୀ ନ କରିବାକୁ ବିଭିନ୍ନ ୟୁନିୟନର ନିବେଦନ ଓ ଦୀର୍ଘ ୩ ମାସ ଧରି…
ପୃଥିବୀରେ ହେବାକୁ ଯାଉଛି ଭୟଙ୍କର ଭୂକମ୍ପ! ପ୍ରଶାନ୍ତ ମହାସାଗରର ତଳ ଭାଗରେ ଲିକ, ବୈଜ୍ଞାନିକଙ୍କ ଚେତାବନୀ…
ଓ୍ବାଶିଂଟନ,୧୫।୪ : ପ୍ରଶାନ୍ତ ମହାସାଗରରେ ଫଲ୍ଟ ଲାଇନ୍ସ ନାମକ ଅଞ୍ଚଳରେ ଏକ ଲିକ ହୋଇଛି। ଏହା ପୃଥିବୀରେ ଏକ ବଡ଼ ଭୂକମ୍ପର ସଙ୍କେତ ଦେଇଛି। ବୈଜ୍ଞାନିକମାନେ କହିଛନ୍ତି ପ୍ରଶାନ୍ତ ମହାସାଗରରେ ଥିବା ଏହି ଲିକ ଦିନେ ବଡ଼ ଭୂକମ୍ପ ସୃଷ୍ଟି କରିପାରେ।…
ଚାଇନା ବ୍ୟକ୍ତି ଜିତିଲେ ଭିନ୍ନ ଲକି ଡ୍ର, ମିଳିଲା ୧ ବର୍ଷର ପେଡ ଲିଭ
ବେଜିଂ,୧୫।୪: ଆଜିକାଲି କାମ ବୋଝ ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଛୁଟି ନେବା ଜରୁରୀ। ନିକଟରେ ଚାଇନାର ଶେନଜେନରେ ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ବିଶେଷ ଧରଣର ଲକି ଡ୍ର ସ୍କିମ ରଖିଥିଲା।…
ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…
ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫ ରେ ସ୍ପେସ ଏକ୍ସର ଏକ କାର୍ଗୋ ମହାକାଶଯାନ ସିଆରଏସ-୨୭ ମାଧ୍ୟମରେ ପୃଥିବୀକୁ ଫେରିବ। ଏହି…
ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଉପରେ ଆକ୍ରମଣ: ମୋଦି କଲେ ନିନ୍ଦା…
ଟୋକିଓ,୧୫।୪ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ଆକ୍ରମଣ କରାଯାଇଛି। ପଶ୍ଚିମ ଜାପାନର ବନ୍ଦର ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପହଞ୍ଚିବା ପରେ ଏହି ଆକ୍ରମଣ ହୋଇଥିଲା। କୁହାଯାଉଛି ଯେ ଯେତେବେଳେ ସେ ୱାକାୟାମାରେ ଯାତ୍ରା କରୁଥିଲେ, ସେଠାରେ…
ପୁଣି ବଢ଼ିବ ପେଟ୍ରୋଲ ଦର
ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦-୧୪ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି। ଏନେଇ…
ସୁଡାନରେ ଗୃହଯୁଦ୍ଧ: ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ…
ଖାର୍ତୁମ,୧୫।୪ : ପାରାମିଲିଟାରୀ ଫୋର୍ସ ଏବଂ ଦେଶର ସେନା ମଧ୍ୟରେ କିଛି ଦିନ ଧରି ତିକ୍ତତା ପରେ ସୁଦାନର ରାଜଧାନୀ ଖାର୍ତୁମରେ ବନ୍ଧୁକ ଫୁଟିବା ଓ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସହରର ମଧ୍ୟଭାଗରେ ଥିବା ସେନା ମୁଖ୍ୟାଳୟ…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଭଣଜା ଗିରଫ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୪: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା। ଯିଏକି ସାଥୀ ଅଙ୍ଗରକ୍ଷୀ ବେଆନ୍ତ ସିଂଙ୍କ ସହ…
ଏଆଇର ଅପବ୍ୟବହାର ରୋକିବା ଜରୁରୀ: ଜାତିସଂଘରେ କହିଲା ଭାରତ…
ଜେନେଭା,୧୫।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ମିଳିତ ଜାତିସଂଘ ମୁଖ୍ୟାଳୟ କମ୍ପ୍ଲେକ୍ସରେ ଏକ ସମ୍ମିଳନୀ ଆୟୋଜନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଟେକ୍ନୋଲୋଜିର ବିଶେଷ କରି କୃତ୍ରିମ ବୁଦ୍ଧିମତା (ଏଆଇ) ର ଭୂମିକା ଉପରେ ବିଚାରବିମର୍ଶ…
ଇଦ୍-ଉଲ୍-ଫିତର ପରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ଇମ୍ରାନ
ଇସଲାମାବାଦ,୧୫ା୪: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଇଦ୍-ଉଲ୍-ଫିତର ପରେ ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ପିଟିଆଇ କର୍ମୀ ଏବଂ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଇଦ୍-ଉଲ-ଫିତର ପରେ…
Archives


