ଅନ୍ତର୍ଜାତୀୟ

ଏପ୍ରିଲ ୨୦ରୁ ହଟିଯିବ ବ୍ଲୁ ଟିକ, ଟୁଇଟ କରି ସୂଚନା ଦେଲେ ମସ୍କ

ଓ୍ବାଶିଂଟନ,୧୨।୪: ଯେବେଠାରୁ ଟୁଇଟରକୁ ଏଲନ ମସ୍କ କିଣି ନେଲେଣି ସେବେଠାରୁ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ…

ଏଚ-୩-ଏନ-୮ ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ ନେଇ ଆତଙ୍କ: ଡବ୍ଲୁଏଚଓ କହିଲା ଭୟର କାରଣ ନାହିଁ…

ବେଜିଂ,୧୨।୪ : ଏଚ-୩-ଏନ-୮ ବାର୍ଡ ଫ୍ଲୁ ଯୋଗୁ ପ୍ରଥମ ମୃତ୍ୟୁ ପୃଥିବୀରେ ରେକର୍ଡ କରାଯାଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, ଚାଇନାର ଜଣେ ମହିଳାଙ୍କର ବାର୍ଡ ଫ୍ଲୁରେ ମୃତ୍ୟୁ ଘଟିଛି। କିନ୍ତୁ ଏହି ଷ୍ଟ୍ରେନ ଲୋକମାନଙ୍କ ମଧ୍ୟରେ…

ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ…

ଓ୍ବାଶିଂଟନ,୧୨।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋର ବନ୍ଧୁମାନେ ଆଜିକାଲି ଚାଇନା ଯାଉଛନ୍ତି। ସେଠାରେ ସେମାନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚାଟୁକାର ପାଲଟି ଯାଇଛନ୍ତି। ନ୍ୟୁୟର୍କରେ ତାଙ୍କ…

କାଲିଫର୍ନିଆ ଆସେମ୍ଳିରେ ଦାବି-୧୯୮୪ ଶିଖ ବିରୋଧି ହିଂସାକୁ ଦିଆଯାଉ ନରସଂହାରର ମାନ୍ୟତା

ଓ୍ବାଶିଂଟନ,୧୨।୪: କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି। ଏହି ପ୍ରସ୍ତାବ ୨୨ ମାର୍ଚ୍ଚରେ…

ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କଲେ ସାମରିକ ଶାସକ: ୧୦୦ରୁ ଅଧିକ ମୃତ, ଚିନ୍ତା ପ୍ରକଟ କଲା ଜାତିସଂଘ…

ନାପିଦ୍ୱ,୧୨।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଏଥିରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।…

ୟୁକ୍ରେନ୍‌ରେ ୪୫ ମାଇଲ ଖାଇ ଖୋଳିଛି ରୁଷିଆ

କିଭ୍‌, ୧୨ା୪ : ୟୁକ୍ରେନ୍‌ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍‌-୨ ସାଟେଲାଇଟ୍‌ ଛବିରୁ ଏହି ଟ୍ରେଞ୍ଚ୍‌ ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ପାଲଟା ଆକ୍ରମଣରୁ ସୁରକ୍ଷା…

ପୁଟିନ୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା

ମସ୍କୋ, ୧୨।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ପୂର୍ବ ଅପେକ୍ଷା ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଛି। ପୁଟିନ୍‌୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା…

ମାନବିକ ସହାୟତା ପଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି…

ମସ୍କୋ,୧୨।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଅତିରିକ୍ତ ମାନବିକ ସହାୟତା ପଠାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅନୁରୋଧ ଏପରି ଏକ ସମୟରେ ଆସିଛି…

ସ୍ପାଏଓ୍ବେର କ୍ୱାଡ୍ରିମ୍‌ ଟାର୍ଗେଟରେ ରାଜନେତା, ଖବରଦାତା

ଓ୍ବାଶିଂଟନ, ୧୨ା୪: ପେଗାସସ୍‌ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍‌ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟର କେତେଜଣ ରାଜନେତା, ଖବରଦାତା କ୍ୱାଡ୍ରିମ୍‌ ନାମକ ନୂଆ ସ୍ପାଏଓ୍ବେର ଟାର୍ଗେଟ୍‌ର ଶିକାର ହୋଇଛନ୍ତି।…

ଅନେକ ଦେଶର ଗୁପ୍ତ ତଥ୍ୟ ପ୍ରଘଟ

ଓ୍ବାଶିଂଟନ , ୧୨ା୪ : ଆମେରିକାର ସାମରିକ ଦସ୍ତାବିଜ୍‌ ଲିକ୍‌ ଯୋଗୁ କେବଳ ଏହି ଦେଶର ଗୁରୁତ୍ୱର୍ପୂ୍‌ଣ୍ଣ ତଥ୍ୟ ଲିକ୍‌ ହୋଇଛି ତାହା ନୁହେଁ, ଅନ୍ୟ ଦେଶଗୁଡ଼ିକ ସମ୍ପର୍କରେ ପେଣ୍ଟାଗନ୍‌ ସଂଗ୍ରହ କରିଥିବା ଗୋଇନ୍ଦା ତଥ୍ୟ ମଧ୍ୟ ସୋସିଆଲ ମିଡିଆକୁ ଚାଲିଯାଇଛି।…

ବ୍ରିଟେନ୍‌ ସାଇବର-ସ୍ପାଇଂ ଏଜେନ୍ସି ମୁଖ୍ୟ ଆନେ କିଷ୍ଟ-ବଟଲର

ଲଣ୍ଡନ, ୧୨।୪: ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍‌କ୍ୱାର୍ଟର୍ସ (ଜିସିଏଚ୍‌କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଆନେ ବ୍ରିଟେନ୍‌ର ଡୋମେଷ୍ଟିକ୍‌ ଇଣ୍ଟେଲିଜେନ୍ସ ସର୍ଭିସ୍‌ ଏମ୍‌୧୫ର ଉପ-ସଧାରଣ ସମ୍ପାଦକ ଭାବେ…

ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ

ଓ୍ବାଶିଂଟନ୍‌, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ ଏଣିକି ଶୀତ ଋତୁରେ ମଧ୍ୟ ମଶା ପୂର୍ବ ପ୍ରକାରେ ସକ୍ରିୟ ରହିବେ। ସ୍ତନ୍ୟପାୟୀ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri