ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ କରୁଥିବା ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ ଆହତ
ଲାହୋର,୭ ।୩: ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୧୫ ଛାତ୍ରଙ୍କ ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସୋମବାର କଟ୍ଟରପନ୍ଥୀ ଇସଲାମିକ ଛାତ୍ର ସଂଗଠନର ସଦସ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ପ୍ରାୟ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ,…
ଜାପାନରେ ହ୍ରାସ ପାଉଛି ଜନ୍ମହାର
ଟୋକିଓ, ୭ା୩ : ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି। ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ ଜାପାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ପରାମର୍ଶଦାତା ମାସାକୋ ମୋରି କହିଛନ୍ତି। ଜନ୍ମହାର…
ଆତ୍ମଘାତୀ ବିସ୍ଫୋରଣକୁ ନିନ୍ଦା କଲେ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ
ଇସ୍ଲାମାବାଦ,୬।୩: ପାକିସ୍ତାନର ବୋଲାନରେ ସୋମବାର ଆତ୍ମଘାତୀ ବିସ୍ଫୋରଣରେ ୯ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏହି ଆତ୍ମଘାତୀ ଆକ୍ରମଣ ଘଟଣାକୁ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ଅବଦୁଲ କୁଡୁସ୍ ବିଜେଞ୍ଜୋ ନିନ୍ଦା କରିଛନ୍ତି। ଏପରି…
ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଇସଲାମାବାଦ୍,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍ ସରକାର ଋଣ ପାଇଁ ଅନ୍ୟ ଦେଶମାନଙ୍କ ନିକଟରେ ନିବେଦନ କରୁଛନ୍ତି। ଦୁର୍ଭାଗ୍ୟବଶତଃ, ଅର୍ଥନୈତିକ ଦୁଃଖ ମଧ୍ୟରେ ମଧ୍ୟ…
‘ୟୁକ୍ରେନ ଯୁଦ୍ଧରୁ ପ୍ରୋତ୍ସାହିତ ହୋଇ ଚାଇନା ଭାରତ ଉପରେ କରିପାରେ ଆକ୍ରମଣ’
ନ୍ୟୁୟର୍କ,୬।୩: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ ଏକ ବଡ଼ ଖୁଲାସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ଦ୍ୱାରା ଉତ୍ସାହିତ ହୋଇ ଚାଇନା ମଧ୍ୟ ଭାରତ ଉପରେ ଆକ୍ରମଣ କରିପାରେ ବୋଲି ମ୍ୟାଟିସ୍ ଭବିଷ୍ୟବାଣୀ କରିଛନ୍ତି। ମ୍ୟାଟିସ କହିଛନ୍ତି, ୟୁକ୍ରେନ ଯୁଦ୍ଧ…
ବାଲୁଚିସ୍ତାନରେ ପୋଲିସ ଟିମ୍ ଉପରେ ଆତ୍ମଘାତୀ ଆକ୍ରମଣ…
ଇସଲାମାବାଦ,୬।୩ : ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ବାଲୁଚିସ୍ତାନରେ ପୋଲିସ ଟିମ୍ ଉପରେ ଏହି ଆକ୍ରମଣ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଥିବାବେଳେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା…
ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…
ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି ଆମେ ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ ମଧ୍ୟ କରିବୁ। ତେଣୁ ଅନ୍ତର୍ଜାତୀୟ ସୀମାରେ ଚାଇନା…
ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…
ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି ସହ ଇମ୍ରାନଙ୍କ ତତ୍କାଳୀନ ସରକାର ସମୟରେ ତାଙ୍କ ସ୍ତ୍ରୀଙ୍କ ବନ୍ଧୁ ଫରହତ ଶେହଜାଦିଙ୍କ ସମ୍ପତ୍ତିରେ…
୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ପଛରେ ଇସଲାମିକ ମୌଳବାଦୀ ନା ବିଦେଶୀ ଶତ୍ରୁ? ମାମଲା ହେଉଛି ଜଟିଳ…
ତେହେରାନ,୬।୩ : ଇରାନରେ ୯୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାସ୍ତବରେ ଏହା ପୂର୍ବରୁ କୁହାଯାଇଥିଲା ଯେ ସ୍କୁଲ ଛାତ୍ରୀମାନଙ୍କ ଜହର ଦେବା ପଛରେ ଇସଲାମିକ ମୌଳବାଦୀମାନେ ଅଛନ୍ତି ଏବଂ…
ଇମ୍ରାନଙ୍କ ମଜା ଉଡ଼ାଇଲେ ମୋରିୟମ
ଇସଲାମାବାଦ,୬ା୩: ପାକିସ୍ତାନର ମୁସ୍ଲିମ ଲିଗ୍ ନଓ୍ବାଜ (PML)ର ଉପାଧ୍ୟକ୍ଷା ମୋରିୟମ ନଓ୍ବାଜ ଇମ୍ରାନଙ୍କୁ ପରିହାସ କରିଛନ୍ତି। ସେ କହିଛନ୍ତି, ଇମ୍ରାନ ଏବଂ ନଓ୍ବାଜ ସରିଫଙ୍କ ମଧ୍ୟରେ କୌଣସି ତୁଳନା ନାହିଁ। କାରଣ ପିଏମ୍ଏଲ୍-ଏନ୍ ସୁପ୍ରିମୋ ଜଣେ ସାହସୀ ବ୍ୟକ୍ତି। ସେ ଇସଲାମାବାଦ…
ଚାଇନାରେ ନିବେଶ ପାଇଁ ଆମେରିକାର ନୂଆ ନିୟମ…
ଓ୍ବାଶିଂଟନ/ବେଜିଂ,୬।୩ : ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଚାଇନାରେ ଆମେରିକାର ପୁଞ୍ଜି ବିନିଯୋଗକୁ ନେଇ ଅନେକ ରିପୋର୍ଟ ଆସିଛି। ଏଥି ସହିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ସରକାର…
ଆମେରିକାରେ ହାଉସ ପାର୍ଟି ସମୟରେ ଗୁଳିକାଣ୍ଡ: ୨ ମୃତ, ୬ ଆହତ
ୱାଶିଂଟନ,୬ ।୩: ଆମେରିକାରେ ପୁଣି ଫୁଟିଛି ଗୁଳି । ସେଠାରେ ଥିବା ଜର୍ଜିୟାର ଡଗଲସ କାଉଂଟିରେ ଏକ ହାଉସ ପାର୍ଟି ସମୟରେ ଦୁଇ ଗ୍ରୁପ ମଧ୍ୟରେ ହିଂସା ହୋଇଛି । ଏହି ପାର୍ଟିରେ ୧୦୦ରୁ ଊର୍ଦ୍ଧ୍ୱ ନାବାଳକ ସାମିଲ ହେବାକୁ ପହଞ୍ଚିଥିଲେ…
Archives


