ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ: ୧୨ ମୃତ
ଇସଲାମାବାଦ,୨୫।୪: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ସୋମବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ୧୨ ଜଣ ପୋଲିସ କର୍ମଚାରୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସ୍ବାତ ଉପତ୍ୟକାର କବାଲ ପୋଲିସ…
ଉଡାଣ ଭରିବା ପରେ ଇଞ୍ଜିନରେ ଲାଗିଲା ନିଆଁ, ବିମାନର ଜରୁରୀ ଅବତରଣ
କାଠମାଣ୍ଡୁ,୨୫।୪: ନେପାଳର କାଠମାଣ୍ଡୁ ବିମାନବନ୍ଦରରୁ ଦୁବାଇକୁ ଉଡାଣ ଭରିବା ପରେ ଫ୍ଲାଏ ଦୁବାଇ ବିମାନର ଇଞ୍ଜିନରେ ନିଆଁ ଲାଗଯାଇଛି। ଫଳରେ ବିମାନଟି ଜରୁରୀ ଅବତରଣ କରିଛି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି, ଫ୍ଲାଇ ଦୁବାଇ ବିମାନ ୫୬୭ (ବୋଇଙ୍ଗ…
ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମି ଚେତାବନୀ
ଜାକର୍ତ୍ତା,୨୫।୪: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ଇଷ୍ଟନ ଅଂଶରେ ମଙ୍ଗଳବାର) ରେ ୭.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଏହା ପରେ ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ମଧ୍ୟ ସୁନାମି ଚେତାବନୀ ଦେଇଛି। ଇଣ୍ଡୋନେସିଆ ଦେଶର ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର…
୨୦୦୦ ଗଣ୍ଡା ନିଲାମ ହେବ
ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି। ଫାର୍ମର ମାଲିକ ପ୍ରାଣୀ ସଂରକ୍ଷକ ଜନ୍ ହୁମେ ପ୍ରାଣୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ନିଜର ସଞ୍ଚିତ…
ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା
ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍ରେ ବାଚସ୍ପତି ଶିରେନ ଶର୍ମିନ ଚୌଧୁରୀ ୭୩ବର୍ଷିୟ ଶାହାବୁଦ୍ଦିନଙ୍କୁ ଶପଥ ପାଠ କରେଇଛନ୍ତିି। ରାଜକୀୟ…
ଭାରତୀୟ ପର୍ବତାରୋହୀଙ୍କ ଅବସ୍ଥାରେ ଆସୁଛି ସୁଧାର, ତଥାପି ବିପଦକୁ ଏଡ଼ାଇ ହେବନି
କାଠମାଣ୍ଡୁ,୨୪ା୪: ନେପାଳର ଅନ୍ନପୂର୍ଣ୍ଣା ପର୍ବତର ଏକ ଗଭୀର ଖାତ ମଧ୍ୟକୁ ଖସିଯିବା ପରେ ଉଦ୍ଧାର ହୋଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ଭାଇ ଆଶିଷ ଏହି ସୂଚନା ଦେଇଛନ୍ତି। ତାଙ୍କ ଭାଇ କହିଛନ୍ତି, କାଠମାଣ୍ଡୁରେ…
କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…
ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର ବାଜୱାଙ୍କ…
ପାକିସ୍ତାନରେ ପୁଣି ସାମରିକ ଶାସନ ହେବା ନେଇ ଚର୍ଚ୍ଚା…
ଇସଲାମାବାଦ,୨୪।୪ : ପାକିସ୍ତାନ ପୁଣିଥରେ ସାମରିକ ଶାସନ ପଥରେ ଅଛି କି? ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ବାସିଙ୍କ ଶେଷ ବିବୃତ୍ତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଖାଦେଇଛି ବୋଲି ଅବ୍ବାସି ଚେତାବନୀ…
ମଝି ଆକାଶରେ ପକ୍ଷୀ ସହ ଧକ୍କା ହେଲା ବିମାନ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଓ୍ବାଶିଂଟନ,୨୪।୪ : ଏକ ଆମେରିକୀୟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ବିମାନରେ ନିଆଁ ଲାଗିଯିବାରୁ ରବିବାର ଏହା ଜରୁରୀକାଳୀନ ଅବତରଣ କରିଛି। ମଝି ଅକାଶରେ ଏକ ପକ୍ଷୀ ବିମାନକୁ ଧକ୍କା ଦେବାରୁ ଇଞ୍ଜିନରେ ନିଆଁ ଲାଗିଯିବା ପରେ ଏହି ଘଟଣା ଘଟିଥିଲା।…
ଅନ୍ଧବିଶ୍ୱାସ ନେଲା ୪୭ ଜୀବନ
ନରଓ୍ବେ,୨୪ା୪: କେନିଆରେ ଜଣେ ପାଦ୍ରୀଙ୍କ ନିର୍ଦ୍ଦେଶରେ ଭୋକରେ ରହି ସାମୁହିକ ଭାବେ ୪୭ ଜଣ ଆତ୍ମହତ୍ୟା କରିଛନ୍ତି। ଏକ ଜମିରୁ ପୋଲିସ ଏହି ସମସ୍ତ ମୃତଦେହ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସ ଅଧିକ ମୃତଦେହ ଖୋଜୁଛି। ଖବର ଅନୁଯାୟୀ,…
ନ୍ୟୁଜିଲାଣ୍ଡରେ ୭.୨ ତୀବ୍ରତାଯୁକ୍ତ ଭୂକମ୍ପ…
ଓ୍ବେଲିଂଟନ,୨୪।୪ : ସାରା ବିଶ୍ୱରେ ଭୂକମ୍ପର ଘଟଣା ବଢ଼ିବାରେ ଲାଗିଛି। ସୋମବାର ସକାଳେ ନ୍ୟୁଜିଲ୍ୟଣ୍ଡରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨…
ଚାଇନା ଛାଡୁଛନ୍ତି ତାଇଓ୍ବାନ କମ୍ପାନୀ…
ବେଜିଂ/ତାଇପେଇ ସିଟି,୨୪।୪ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନା ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସମ୍ପର୍କରେ କ୍ରମାଗତ ହ୍ରାସ ଘଟୁଛି। ଚାଇନାରେ ବ୍ୟବସାୟ କରୁଥିବା ଅନେକ ତାଇୱାନ ସଂସ୍ଥା ଚାଇନା ଛାଡି ପଳାଇବା…
Archives


