ଜୋର୍ଡାନ ରାଜକୁମାରୀ ଇମାନ କଲେ ବିବାହ…
ଓମାନ,୧୪।୩ : ଜୋର୍ଡାନର ରାଜକୁମାରୀ ଇମାନ ଜାମେଲ ଆଲେକ୍ସଜାଣ୍ଡାର୍ ଥର୍ମୋଟିସ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଓମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଜକୁମାରୀ ଇମାନ ନିଜର ସୌନ୍ଦର୍ଯ୍ୟ…
ବ୍ୟାଙ୍କିଙ୍ଗ୍ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ପରେ ବ୍ୟାଙ୍କିଙ୍ଗ ସଙ୍କଟ ସହ ଜଡିତ କିଛି…
ରୁଷିଆ-ୟୁକ୍ରେନକୁ ନେଇ ବଡ଼ ଯୋଜନା କରୁଛନ୍ତି ଚାଇନା ରାଷ୍ଟ୍ରପତି
ବେଜିଂ,୧୪।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମସ୍କୋରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସି ଜିନପିଙ୍ଗଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହେଉଛି, ତେଣୁ ବିଶ୍ୱର ନଜର ଦୁଇ…
ମଠ ଉପରେ ମ୍ୟାନମାର୍ ସେନାର ଆକ୍ରମଣ: ୨୮ ମୃତ
ବର୍ମା,୧୪।୩: ମ୍ୟାନମାର୍ ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରିଛି। ଏଥିଲେର ୨୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ମିଆଁମାରର ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କରେନ୍ନି ନ୍ୟାଶନାଲିଟିଜ୍ ଡିଫେନ୍ସ ଫୋର୍ସ…
ପପୁଆ ନ୍ୟୁ ଗିନିରେ ୬.୧ ତୀବ୍ରତାର ଭୂକମ୍ପ
ପୋର୍ଟ ମୋରେସୱି,୧୪।୩: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ଏବେ ପପୁଆ ନ୍ୟୁ ଗିନିରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା…
ଚାଇନାରେ ପୁଣି ଲକଡାଉନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲେ କରୋନା ନୁହେଁ କାରଣ
ବେଜିଂ,୧୪ ।୩: ଚାଇନାର ଏକ ସହରରେ ଇନଫ୍ଲୁଏଞ୍ଜା ଗତ ଏକ ସପ୍ତାହ ହେବ ବୃଦ୍ଧି ପାଇବାରେ ଲାଗିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଉତ୍ତର-ପଶ୍ଚିମ ସହର ଶିଆନରେ ଦେଖିବାକୁ ମିଳିଛି । ଶିଆନର ଜନସଂଖ୍ୟା ପ୍ରାୟ ୧.୩ କୋଟି ।…
ଇମ୍ରାନ୍ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା
ଇସ୍ଲାମାବାଦ, ୧୪ା୩: ମହିଳା ବିଚାରପତି ଜେବା ଚୌଧରୀଙ୍କୁ ଧମକ ଦେବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ସୋମବାର ଏକ ସିଭିଲ ଜଜ୍ ଡିଷ୍ଟ୍ରିକ୍ଟ ସେସନ୍ସ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ(ପିଟିଆଇ) ଅଧ୍ୟକ୍ଷ…
ଆମେରିକାର ଆଉ ଏକ ବ୍ୟାଙ୍କ ଡୁବିଲା
ନ୍ୟୁୟର୍କ, ୧୪ା୩: ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ଯେପରି ଫେରିପାଇବେ, ସେ ଦିଗରେ ଆମେରକା କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ସୋମବାରଠାରୁ ଏସ୍ଭିବି…
ସୈନ୍ୟବାହିନୀକୁ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଷ୍ଟିଲ୍’ରେ ପରିଣତ କରିବି: ଜିନ୍ପିଙ୍ଗ
ବେଜିଂ,୧୪ା୩ : ଚାଇନାର ସାର୍ବଭୌମତ୍ୱ ରକ୍ଷା ଲାଗି ସୈନ୍ୟବାହିନୀକୁ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଷ୍ଟିଲ୍’ରେ ପରିଣତ କରିବେ ବୋଲି ଏହାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ସଂକଳ୍ପ କରିଛନ୍ତି। ଆମେରିକା ଏବଂ କେତେକ ପଡୋଶୀ ଦେଶ ସହ ଚାଇନାର ଉତ୍ତେଜନା ବଢ଼ୁଥିବାବେଳେ…
ପ୍ରଥମଥର ୟୁଏନ୍ଏସ୍ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ୍
ଲଣ୍ଡନ,୧୪।୩: ପ୍ରଥମଥର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି ବ୍ରିଟେନ୍। ବ୍ରିଟେନ ସରକାର ସଂସଦରେ ଉପସ୍ଥାପିତ କରିଥିବା ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ସମୀକ୍ଷା ରିପୋର୍ଟ ‘ଇଣ୍ଟିଗ୍ରେଟେଡ ରିଭ୍ୟୁ ରିଫ୍ରେସ ୨୦୨୩’ ରେ ମିଳିତ…
ସଂଖ୍ୟାଲଘୁଙ୍କ କ୍ରୋଧ, ସଚେତନତା ପାଇଁ ରାଲି ଆରମ୍ଭ, ୩୦ ମାର୍ଚ୍ଚରେ ବିରୋଧ ପ୍ରଦର୍ଶନ
କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ ଲାଗିଛି । ଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏହିଭଳି ଭାବେ ବୃଦ୍ଧି ପାଉଥିବା…
ହନିଟ୍ରାପ ଉପରେ କଲମ ଲେଖିଲେ ପାକିସ୍ତାନର ସିନିୟର ରିପୋର୍ଟର
ଇସଲାମାବାଦ,୧୪ ।୩: ବରିଷ୍ଠ ଖବରଦାତା ତଥା ପାକିସ୍ତାନ ଇଲେକ୍ଟ୍ରନିକ ମିଡିଆର ଅଥରିଟି(ପିଇଏମଆରଏ)ର ପୂର୍ବତନ ଅଧ୍ୟକ୍ଷ ଅବସାର ଆଲମ ଆଇଏସଆଇର ହନିଟ୍ରାପ ଉପରେ ଏକ ଲମ୍ବା କଲମ ଲେଖିଛନ୍ତି । ଅବସାର ଆଲମ ରାଜନୀତି ଓ ଏକଛତ୍ରବାଦୀ ନୀତି ବିରୋଧି ସେନା ବିରୋଧୀ…
Archives


