ଅନ୍ତର୍ଜାତୀୟ

ଗୁଆନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୪: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁଆନା ଗସ୍ତରେ ଅଛନ୍ତି। ଶନିବାର ସେ ଗୁଆନାର ପ୍ରଧାନମନ୍ତ୍ରୀ ମାର୍ଗ ଫିଲିପଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ଦେଶର ନେତାଙ୍କ ସାକ୍ଷାତକାର ସମୟରେ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା ସହଯୋଗ ଭଳି ପ୍ରସଙ୍ଗ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରାର୍ଥୀ ନାମାଙ୍କନ ତାଲିକା ଦୌଡରେ ଡିସାଣ୍ଟିସଙ୍କୁ ପଛରେ ପକାଇଲେ ଟ୍ରମ୍ଫ

ଓ୍ବାଶିଂଟନ,୨୩।୪: ଓ୍ବାର୍ଲ ଷ୍ଟ୍ରିଟ ଜର୍ନାଲର ସର୍ବେକ୍ଷଣ ହିସାବରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଗାମୀ ରାଷ୍ଟ୍ରପତି ନାମାଙ୍କନ ଦୌଡରେ ଫ୍ଲୋରିଡାର ଗଭର୍ନର ରନ ଡିସାଂଟିସଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେରୁ ଜଣାପଡିଛି କି ଟ୍ରମ୍ଫ ଅଧିକାଂଶ ପ୍ରାଇମେରି ଇଲେକ୍ଟୋରେଟର ସମର୍ଥନରେ…

ମୋବାଇଲରେ ଯାଞ୍ଚ୍‌ କରାଯିବ ଜରୁରୀକାଳୀନ ଆଲର୍ଟ ସିଷ୍ଟମ: ବ୍ରିଟେନ ଲୋକେ କଲେ ବିରୋଧ…

ଲଣ୍ଡନ,୨୩।୪ : କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ବ୍ରିଟେନରେ ରବିବାର ଅପରାହ୍ନ ୩ଟାରେ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନରେ ଏକାସାଙ୍ଗରେ ଏକ ଆଲାର୍ମ ବାଜିବ। ସମାନ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଜାପାନ, କାନାଡା, ନେଦରଲାଣ୍ଡ ଏବଂ…

ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ…

କିଛି ଘଣ୍ଟାରେ ୨ ଥର ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା। ୟୁଏମ୍‌ଏସ୍‌ସି…

ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ, ଭାରତ ସମେତ ଅନ୍ୟ ଦେଶର ୯୧ ନାଗରିକ ସାମିଲ…

ଖାର୍ତୁମ,୨୩।୪ : ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସୁଦାନର ରାପିଡ ସପୋର୍ଟ ଫୋର୍ସ…

ଅଳିଆରୁ ରୋଜଗାର

ୱାଶିଂଟନ୍‌ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…

ଇଦ୍‌ରେ ମହିଳାଙ୍କୁ ସାମିଲ ହେବା ମନା

କାବୁଲ,୨୨ା୪: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ମହିଳାମାନଙ୍କ ଅଧିକାର ଉପରେ କ୍ରମାଗତ ଭାବେ ଅଙ୍କୁଶ ଲଗାଯାଉଛି। ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଇଦ୍‌ ପାଳନରେ ମହିଳା ସାମିଲ ହୋଇପାରିବେ ନାହିଁ ବୋଲି ତାଲିବାନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଇଦ୍‌…

ଗର୍ଭପାତ ଲାଗି ବ୍ୟବହୃତ ବିବାଦୀୟ ଔଷଧକୁ ବୈଧ କହିଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୨ା୪: ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। କିଛିଦିନ ଧରି ଗର୍ଭପାତ ପାଇଁ ବ୍ୟବହୃତ…

‘ଆମକୁ ବିଶ୍ୱସ୍ତରୀୟ ସମାଧାନ କରିବାକୁ ହେବ’

ଜର୍ଜଟାଉନ୍‌,୨୨ା୪: ୪ର୍ଥ ଭାରତ-କ୍ୟାରିକମ୍‌ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଥିଲେ। ସେ ମଧ୍ୟ ଏହି ସଭାର ସହ-ସଭାପତିତ୍ୱ କରିଥିଲେ। ଏହି ବୈଠକରେ ସେ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ସାମୁହିକ ଆଗ୍ରହର ଆବଶ୍ୟକତା…

ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଆହତ

ଓ୍ବାଶିଂଟନ,୨୨ା୪: ଓ୍ବାଶିଂଟନ ଡିସିରେ ପୁଣି ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ଝିଅ ସମେତ ୮ ଜଣ ଆହତ ହୋଇଛନ୍ତି। ତେବେ ଦୁଇଥର ଘଟିଥିବା ଗୁଳି ବିନିମୟରେ କେହି ପ୍ରାଣ ହରାଇଥିବା ଖବର ଆସିନାହିଁ। ପାଟ୍ରୋଲିଂ ସର୍ଭିସର ସହକାରୀ ମୁଖ୍ୟ ସାଉଥ…

ଆମେରିକାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୨୨।୪: ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ। ଏମିତି କୁହାଯାଉଛି କି ଓ୍ବାର୍କ ଭିଜାକୁ ବି ପ୍ରାଥମିକତା ଦିଆଯିବ। ଦକ୍ଷିଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri