ଅନ୍ତର୍ଜାତୀୟ

ୟୁଏନ୍‌ଜିଏରେ ପାକିସ୍ତାନକୁ ଭାରତର ନିନ୍ଦା

ଜାତିସଂଘ,୨୫ା୨(ପି.ଟି.): ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ୍‌ ଉପରେ ସ୍ବତନ୍ତ୍ର ଅଧବେଶନ ବସିଥିବାବେଳେ ସେଠାରେ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ଏହାର ନିନ୍ଦା କରିଛି। ଇସ୍‌ଲାମାବାଦ ଏଭଳି ପ୍ରସଙ୍ଗ ଉଠାଇବା ଦୁଃଖଦାୟକ ଓ ଭୁଲ୍‌ ଉପସ୍ଥାପନା ବୋଲି ନୂଆଦିଲ୍ଲୀ କହିଛି।...

ଭାରତୀୟ କନ୍‌ସୁଲେଟ୍‌କୁ ଖଲିସ୍ତାନୀଙ୍କ ଟାର୍ଗେଟ

ମେଲ୍‌ବୋର୍ନ,୨୫ା୨(ପି.ଟି.): ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ରେ ଥିବା ଭାରତର ଅନରାରି କନ୍‌ସୁଲେଟ୍‌କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ସେମାନେ କନ୍‌ସୁଲେଟ୍‌ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଏହା ସଦ୍ୟତମ ଉଗ୍ରବାଦୀ କାର୍ଯ୍ୟ ବୋଲି ଏକ ଗଣମାଧ୍ୟମ...

ଚାଇନା ଦେଲା ଶାନ୍ତି ପ୍ରସ୍ତାବ

ବେଜିଂ,୨୫ା୨: ୟୁକ୍ରେନ୍‌ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ ସଙ୍ଗେ ମସ୍କୋ ସହ ଘନିଷ୍ଠତା ନ ବଢ଼ାଇବାକୁ ବେଜିଂକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌...

ଅଜେୟ ୟୁକ୍ରେନ୍‌

କିଭ୍‌,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍‌ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଆମ ଦେଶ ସାରା ବିଶ୍ୱକୁ...

ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା

ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ ଆମେରିକି ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି । ସେ ଦାବି କରି କହିଛନ୍ତି, ଆମେରିକାକୁ...

୩୬୫ ଦିନରେ ଯୁଦ୍ଧ

ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ ରୁଷିଆର ଆର୍ଥତ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ତୈଳ ଓ ଗ୍ୟାସ୍‌ ରପ୍ତାନି ଭଳି...

ଆଫଗାନିସ୍ତାନ-ପାକିସ୍ତାନ ସୀମା ପୁଣି ବନ୍ଦ

କାବୁଲ,୨୪ା୨: ଆଫଗାନିସ୍ତାନ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସୀମାକୁ ଖୋଲା ଯିବାର କିଛି ଘଣ୍ଟା ପରେ ଏହାକୁ ପୁଣି ବନ୍ଦ କରି ଦିଆଯାଇଛି। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ତାଲିବାନ ଶାସକ ରବିବାର ଏହି କ୍ରସିଂ ବନ୍ଦ କରିଥିଲେ।...

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ

କିଭ୍‌,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ,...

ୟୁକ୍ରେନକୁ ଆଉ ୨ ବିଲିୟନ ଡଲାର ସହାୟତା ଦେଲା ଆମେରିକା

କିଭ୍‌,୨୪।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଗୋଟିଏ ବର୍ଷ ବିତିଗଲାଣି। ଗୋଟିଏ ପଟେ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଏଥି ସହିତ ରୁଷିଆ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଏହି ସମୟରେ...

ପାକିସ୍ତାନରେ ଭୂକମ୍ପ ଝଟକା 

ଇସଲାମାବାଦ,୨୪।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଯଦି ଆମେ ସାରା...

‘ଆମକୁ କେବଳ ମୋଦି ଦରକାର’

ଇସ୍‌ଲାମାବାଦ,୨୪।୨:ପାକିସ୍ତାନୀ ୟୁଟ୍ୟୁବର ସାନା ଅମଜାଦ୍‌ ପୋଷ୍ଟ କରିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଶରେ ଦରଦାମ୍‌ ବୃଦ୍ଧିକୁ ନେଇ ଅତିଷ୍ଠ ସାନା ଶେହବାଜ୍‌ ଶରିଫ୍‌ ସରକାରଙ୍କୁ ଉକ୍ତ ଭିଡିଓରେ ସମାଲୋଚନା କରିବା ସହ ଆଲ୍ଲା ଆମକୁ ମୋଦି ଦିଅ...

ପ୍ରତି ୨ ମିନିଟ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ: ଜାତିସଂଘ

ଜେନେଭା,୨୪।୨:ବିଗତ ୨୦ ବର୍ଷ ମଧ୍ୟରେ ମାତୃମୃତ୍ୟୁ ହାର ଏକତୃତୀୟାଂଶ ହ୍ରାସ ପାଇଛି। ଏହା ସତ୍ତ୍ୱେ ଏବେ ପ୍ରତି ଦୁଇ ମିନିଟ୍‌ରେ ଜଣେ ମହିଳା ଗର୍ଭାବସ୍ଥାରେ କିମ୍ବା ସନ୍ତାନ ପ୍ରସବରେ ଜଟିଳତା କାରଣରୁ ପ୍ରାଣ ହରାଉଥିବା ଗୁରୁବାର ଜାତିସଂଘ ରିପୋର୍ଟରେ କୁହାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri