ଅନ୍ତର୍ଜାତୀୟ

ମହାକାଶରେ ଗୁପ୍ତଚରୀ ନେଇ ଚାଇନା-ଆମେରିକା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୯।୫ : ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ଆମେରିକାର ଆକାଶରେ ଚାଇନାର ବେଲୁନ ଉଡ଼ାଣକୁ ନେଇ ବିବାଦ ପରେ ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ମହାକାଶରେ ଗୁପ୍ତଚରୀ ଅଭିଯୋଗ ଆଣିଛି। ବିଶେଷଜ୍ଞମାନେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ହେବାର…

ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…

ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶ ପୁନଃବ୍ୟବହାର ଯୋଗ୍ୟ…

ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି ୟୁକ୍ରେନ: ପୁଟିନ…

ମସ୍କୋ,୯।୫ : ମଙ୍ଗଳବାର ରୁଷିଆର ରାଜଧାନୀ ମସ୍କୋରେ ବିଜୟ ଦିବସ ପରେଡ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପୁଟିନ କହିଥିଲେ, ସଭ୍ୟତା ପରିବର୍ତ୍ତନ ପଥରେ ଅଛି। ରୁଷିଆ ବିରୋଧରେ ଏକ…

ବାଇଡେନଙ୍କ ଘୋଷଣା: ବିମାନ ବାତିଲ ଅବା ବିଳମ୍ବ ହେଲେ ମିଳିବ କ୍ଷତିପୂରଣ

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ତାଙ୍କ ପ୍ରଶାସନ ଏକ ନିୟମ କରିବ, ଯେଉଁଥିରେ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ, ସେମାନଙ୍କ ଭୋଜନ ଓ ହୋଟେଲ ଖର୍ଚ୍ଚ ବହନ କରିବ, ଯଦି ଏୟାରଲାଇନ୍ସ ପକ୍ଷରୁ ଫ୍ଲାଇଟ…

ଟେକ୍ସାସ ଗୁଳିକାଣ୍ଡରେ ନିହତ ଐଶ୍ୱର୍ଯ୍ୟାଙ୍କ ମୃତ ଦେହ ସ୍ବଦେଶ ପଠାଇବାକୁ ତତ୍ପର ଭାରତୀୟ ଦୂତାବାସ, ପରିବାର ସହ ହେଲା ସିଧା ସମ୍ପର୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଟେକ୍ସାସ ରାଜ୍ୟର ଡେଲାସରେ ଶନିବାର ଏକ ମଲରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳା ଇଞ୍ଜିନିୟରଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ୨୬ ବର୍ଷିୟା ଐଶ୍ୱର୍ଯ୍ୟା ଥାଟିକୋଣ୍ଡାଙ୍କ ମୃତ ଶରୀରକୁ…

ଥରିଲା ଆଫଗାନିସ୍ତାନ

କାବୁଲ, ୯।୫: ଆଫଗାନିସ୍ତାନର ଫୌଜାବାଦରେ କିଛିଦିନ ହେବ ଲଗାତାର ଭାବେ ଭୂକମ୍ପର ଝଟକା ଅନୁଭୂତ ହେଉଛି। ମଙ୍ଗଳବାର ଭୋର ସମୟରେ ଏଠାରେ ପୁଣିଥରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ନାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ)ଏକ ଟୁଇଟ କରି ଏହି ସୂଚନା ଦେଇଛି।…

‘ଭୁଲ ରାସ୍ତାରେ ଯାଅ ନାହିଁ ନଚେତ…’, କାନାଡାକୁ ଚେତାବନୀ ଦେଲା ଚାଇନା

ଓଟଓ୍ବୋ/ବେଜିଂ,୯।୫: କାନାଡ ଓ ଚାଇନା ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ବେଜିଂକୁ ସମାଲୋଚନା କରୁଥିବା କାନାଡାର ଜଣେ ଆଇନଜୀବୀଙ୍କୁ ଧମକ ଦେଇଥିବା ଚୀନ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏହି ବିବାଦ ଉପୁଜିଛି। ଏଥିରେ କ୍ରୋଧାନ୍ବିତ ହୋଇ…

ସୁନା ଖଣିରେ ନିଆଁ ଲାଗି ୨୭ ମୃତ

ୟାନାକୁଇହୁଆ, ୯।୫: ସଦ୍ଦର୍ନ ପେରୁ ଆରେକିପାରେ ଥିବା ଏକ ସୁନା ଖଣିରେ ରବିବାର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଖଣିରେ ଶର୍ଟସର୍କିଟ୍‌ ଯୋଗୁ ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଖଣିରେ ୧୦୦ ମିଟର…

୧୧ ବର୍ଷରେ ଦୁଇ ଇଞ୍ଜିନିୟରିଂ ଡିଗ୍ରୀ

ମେକ୍ସିକୋ ସିଟି, ୯ା୫: ଅଦମ୍ୟ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମେକ୍ସିକୋର ୧୧ ବର୍ଷୀୟା ଆଧାରା ପେରେଜ୍‌ ସାନ୍‌ଚେଜ୍‌। ଅଟିଷ୍ଟିକ୍‌ ହେବା ସତ୍ତ୍ୱେ ଆଧାରା ଖୁବ୍‌ ଜ୍ଞାନୀ। ତାଙ୍କ ଆଇକ୍ୟୁ (ଇଣ୍ଟେଲିଜେନ୍ସ କୋସେଣ୍ଟ) ୧୬୨ ରହିଛି।…

ରୁଷିଆର ବିଧ୍ୱଂସକାରୀ ଯୋଜନା: ପୁଣି ପକାଇବ ଫସଫରସ ବୋମା…

ମସ୍କୋ,୮।୫ : ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି। ଭିଡିଓରେ ଦେଖାଯାଉଛି, ବାଖମୁଟ ଉପରେ ଧଳା ଫସଫରସ…

ଇରାନରେ ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଫାଶୀ, ୨୦୨୩ରେ ଇତିମଧ୍ୟରେ ୧୯୪ ଜଣଙ୍କୁ ମୃତ୍ୟୁଦଣ୍ଡ…

ତେହେରାନ,୮।୫ : ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଇରାନ ମାନବିକ ଅଧିକାରର ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବର୍ତ୍ତମାନ…

ଗୋଟିଏ ରାତିରେ ଗୁଳିକରି ଖସାଇଛୁ ୩୫ ରୁଷିଆ ଡ୍ରୋନ: ୟୁକ୍ରେନ ସୈନ୍ୟ…

କିଭ୍‌,୮।୫ : ରୁଷିଆ ଯୂଦ୍ଧଖୋର ମନୋବୃତ୍ତି ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ରୁଷଆ ଅପେକ୍ଷା ସାମରିକ ଶକ୍ତି ଦୃଷ୍ଟିରୁ ବହୁତ ଦୁର୍ବଳ ଦେଶ ହୋଇଥିଲେ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ହାର ମାନି ନାହାନ୍ତି। ସେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri