ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ

କାଠମାଣ୍ଡୁ,୧୬ ।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ହ୍ୟାକ କରାଯାଇଛି । ତାଙ୍କ ଟୁଇଟର ଆକାଉଣ୍ଟରେ ଦହଲଙ୍କ ପ୍ରୋଫାଇଲ ସ୍ଥାନରେ BLUR ଆକାଉଣ୍ଟ ଦେଖାଯାଉଛି, ଯାହା ପ୍ରୋ ଟ୍ରେଡର୍ସଙ୍କ ପାଇଁ ନନ-ପଜିଟିଭ ଟୋକନ ମାର୍କେଟପ୍ଲେସ ଅଟେ ।
ଦହଲଙ୍କ ଟୁଇଟର ଆକାଉଣ୍ଟ @PM_Nepal  ଉପରେ ଏନଏଫଟି ସମ୍ପର୍କରେ ଏକ ଟୁଇଟକୁ ପିନ କରାଯାଇଛି । ଯେଉଁଥିରେ ଲେଖାଯାଇଛି, ଖୋଜିବା ଆରମ୍ଭ ହୋଇଯାଇଛି । ଆପଣଙ୍କ BAKC ଅବା SewerPass ପ୍ରସ୍ତୁତ କରି ରଖନ୍ତୁ ଓ ଖାଲକୁ ଖସନ୍ତୁ! https://thesummoning.party।”
ସୂଚନଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ୬ ଲକ୍ଷ ୯୦ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ତେଲରେ ହେବ କିଙ୍ଗ ଚାଲର୍‌ସଙ୍କ ରାଜ୍ୟାଭିଷେକ, ୬ରୁ ୮ ମେ‘ ପର୍ଯ୍ୟନ୍ତ ହେବ ଉତ୍ସବ…

ଲଣ୍ଡନ,୪।୩ : ବ୍ରିଟେନ କିଙ୍ଗ ଚାଲର୍‌ସଙ୍କ ରାଜ୍ୟାଭିଷେକ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମାରୋହରେ ବ୍ୟବହୃତ ତେଲକୁ ଜେରୁଜେଲମର ଏକ ଚର୍ଚ୍ଚରେ ସ୍ବତନ୍ତ୍ର...

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର...

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ...

ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ...

୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର...

ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ...

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ...

ପାକିସ୍ତାନରେ ଖାଇବାକୁ ମିଳିବନି ରୁଟି: ଗହମ କିଲୋ ଟପିଲା ୬୦

ଇସଲାମାବାଦ, ୭।୧୦: ଆଗକୁ ପାକିସ୍ତାନରେ ଲୋକଙ୍କୁ ଖାଇବାକୁ ରୁଟି ମିଳିବନି। ଏନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଇତିମଧ୍ୟରେ ଗହମ କିଲୋ ପିଛା ଦାମ...

Advertisement
Archives

Model This Week