ଅନ୍ତର୍ଜାତୀୟ

ବାଇଡେନ୍‌ଙ୍କ ନୀତି ଉପଦେଷ୍ଟା ନୀରା ଟଣ୍ଡେନ

ଓ୍ବାଶିଂଟନ, ୭।୫: ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡେନ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନର ଘରୋଇ ନୀତି ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ-ଆମେରିକୀୟ ପବ୍ଲିକ୍‌ ପଲିସି ବିଶେଷଜ୍ଞ ୫୨ ବର୍ଷୀୟା ଟଣ୍ଡେନ୍‌ ସୁସାନ ରାଇସ୍‌ଙ୍କ ସ୍ଥାନ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ର…

ଖବର ସଂଗ୍ରହ ବେଳେ ସାକ୍ଷୀ ଜୋଷୀଙ୍କୁ ପୋଲିସ ଆକ୍ରମଣ

ନୂଆଦିଲ୍ଲୀ/ନ୍ୟୁୟର୍କ, ୭।୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଲାଗି ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ ଚଳାଇଛନ୍ତି। ଖବର ସଂଗ୍ରହ କରିବାକୁ ବୁଧବାର ସାମ୍ବାଦିକା…

୩୬୦ ବର୍ଷ ପୁରୁଣା ରାଜମୁକୁଟ

ଲଣ୍ଡନ, ୭।୫: ରାଜ୍ୟାଭିଷେକ ଅବସରରେ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ରାଜମୁକୁଟ ଚାଲର୍‌ସଙ୍କୁ ପିନ୍ଧାଯାଇଛି। ତାଙ୍କ ପୂର୍ବରୁ ମୁକୁଟକୁ ତାଙ୍କ ମା’ ତଥା ବ୍ରିଟେନ୍‌ର ଦିବଂଗତ ମହାରାଣୀ ଏଲିଜାବେଥ ୨ୟ ୧୯୫୩ ନିଜ ରାଜ୍ୟାଭିଷେକରେ ପରିଧାନ କରିଥିଲେ। ଏଲିଜାବେଥ୍‌ଙ୍କ ପୂର୍ବରୁ ୧୯୩୭ରେ କିଙ୍ଗ୍‌ ଜର୍ଜ…

‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ ’

ଲଣ୍ଡନ, ୭।୫: ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ପରଲୋକ ଘଟିଥିଲା। ଏଲିଜାବେଥଙ୍କ ପରେ କିଙ୍ଗ୍‌ ଚାଲର୍‌ସ ୩ୟ ହିଁ ଥିଲେ ବ୍ରିଟେନ୍‌ ରାଜା ହେବା ପାଇଁ ଦାବିଦାର। ପ୍ରିନ୍ସ ଅଫ୍‌ ଓ୍ବେଲ୍ସର ଭାବେ ବହୁ ବର୍ଷ ଦାୟିତ୍ୱରେ…

ସୁନକଙ୍କୁ ଝଟକା, ୧୦୦୦ରୁ ଅଧିକ କାଉନସିଲର ପରାଜିତ…

ଲଣ୍ଡନ,୬।୫ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସ୍ଥାନୀୟ ପୌରପରିଷଦ ନିର୍ବାଚନରେ ଏକ ବଡ଼ ଝଟ୍‌କା ଲାଗିଛି। ସାରା ଦେଶରେ ଅନୁଷ୍ଠିତ ପୌରପରିଷଦ ନିର୍ବାଚନରେ ସୁନକଙ୍କ କଞ୍ଜରଭେଟିବ ପାର୍ଟି ୪୮ ଟି ପରିଷଦରେ ପରାସ୍ତ ହୋଇଛି। ଏଥିସହ ଦଳର ୧୦୦୦ ରୁ…

ପ୍ରତିଶ୍ରୁତି ଦୋହରାଇଲା ପାକିସ୍ତାନ

ଇସଲାମାବାଦ,୬ା୫: ଶନିବାର ପାକିସ୍ତାନ ଏବଂ ଚାଇନା ବୈଦେଶିକ ମନ୍ତ୍ରୀ କୋଟି କୋଟି ଡଲାର ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ଶୁକ୍ରବାର ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ସମାଲୋଚନା କରିଥିଲା।…

କିଙ୍ଗ୍‌ ଚାଲର୍‌ସ ଶପଥରେ କହିଲେ ଏମିତି…

ଲଣ୍ଡନ,୬ା୫: କିଙ୍ଗ ଚାଲର୍‌ସ ତୃତୀୟ ଶନିବାର ବ୍ରିଟେନର ରାଜା ଭାବରେ ମୁକୁଟ ପିନ୍ଧିଛନ୍ତି। ଗତ ସେପ୍ଟେମ୍ବରରେ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାଲର୍‌ସ ତୃତୀୟ ବ୍ରିଟେନର କିଙ୍ଗ୍‌ ଆଖ୍ୟା ଗ୍ରହଣ କରିଥିଲେ। ଏହା ପରେ ଶନିବାର ସନ୍ଧ୍ୟା…

ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି

ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ କାମିଲାଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲାଙ୍କର ରାଜ୍ୟାଭିଷେକ…

ଶପଥ ନେଲେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ମହା ଆଡ଼ମ୍ବର ସହକାରେ ପାଳନ ହୋଇଛି। ଚାଲର୍‌ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର ଐତିହାସିକ ରାଜ…

ଜାପାନର ୫୦ ପ୍ରତିଶତ ଯୁବବର୍ଗଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବୃତ୍ତି: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୬।୫ : ଧନୀ ଦେଶମାନଙ୍କରେ, ଜୀବନରେ ନିରାଶ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି , ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତିରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଜାପାନରେ…

ଓ୍ବେଷ୍ଟମିନଷ୍ଟରରେ ପହଞ୍ଚିଲେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ପାଳନ ହେଉଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଚାଲର୍‌ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର…

ଆର୍ଥିକ ସହାୟତାର ଲୋଭ ଦେଖାଇଲେ ପାକିସ୍ତାନ ଗସ୍ତରେ ଥିବା ଚାଇନା ବିଦେଶ ମନ୍ତ୍ରୀ…

ବେଜିଂ/ଇସଲାମାବାଦ,୬।୫ : ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଙ୍ଗଙ୍କ ଇସଲାମାବାଦ ଗସ୍ତ ପାକିସ୍ତାନରେ ବହୁତ ଆଶା ସୃଷ୍ଟି କରିଛି। ଏଠାରେ ପହଞ୍ଚିବା ପରେ ଚିନ କହିଛନ୍ତି ସେ ପାକିସ୍ତାନର ଆର୍ଥିକ ଅସୁବିଧା ବିଷୟରେ ଜାଣିଛନ୍ତି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri