ସରସ୍ବତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘ ମୁଖ୍ୟଙ୍କ ଚେତାବନୀ…
ଜେନେଭା,୨୩।୩ : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି । ଏହାର ସୁଦୂରପ୍ରସାରୀ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କ୍ରମାଗତ ଚେତାବନୀ ମଧ୍ୟ ପ୍ରକାଶ କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘର ସେକ୍ରେଟେରୀ…
ସୁନ୍ଦର ପିଚାଇଙ୍କୁ ଗୁଗଲ କର୍ମଚାରୀଙ୍କ ଖୋଲା ଚିଠି…
ଓ୍ବାଶିଂଟନ,୨୩।୩ : ଗୁଗଲର ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କର ପ୍ରାୟ ୧୪୦୦ କର୍ମଚାରୀ ଏକ ଖୋଲା ଚିଠିରେ ଦସ୍ତଖତ କରିଛନ୍ତି। ଛଟେଇ ପ୍ରକ୍ରିୟା ନେଇ ପୁଣି ଚିନ୍ତା କରିବାକୁ ଆହ୍ବାନ ଦେଇଛି। ବ୍ଲୁମବର୍ଗ…
ଭାରତୀୟ ଉଚ୍ଚାୟୁକ୍ତ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ବ୍ରିଟେନ ବିଦେଶ ସଚିବ…
ଲଣ୍ଡନ,୨୩।୩ : ଭାରତରେ ୱାରିସ ପଞ୍ଜାବ ଡେ ସଂଗଠନର ଜାଠେଦର ଖାଲିସ୍ତାନୀ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଏହି କାର୍ଯ୍ୟ ଦ୍ୱାରା ଖାଲିସ୍ତାନର ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାଲିସ୍ତାନୀ ସମର୍ଥକମାନେ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, କାନାଡା ସମେତ ଅନେକ…
କୌଣସି ପକ୍ଷ ଚାହାନ୍ତି ନି ଯୁଦ୍ଧ: ଚାଇନା…
ବେଜିଂ,୨୩।୩ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପାଇଁ ଭାରତ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଏକ ସରକାରୀ ନିମନ୍ତ୍ରଣ ପଠାଇଛି। ବୁଧବାର ଚାଇନା ଏହା ନିଶ୍ଚିତ କରିଛି। ଚାଇନା ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିବା ମା ଜିଆ…
କିମ୍ ଶୀଘ୍ର ଆଣବିକ ପରୀକ୍ଷା ଲାଗି ନୁହନ୍ତିି ପ୍ରସ୍ତୁତ: ଆମେରିକା…
ଓ୍ବାଶିଂଟନ,୨୩।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ସୈନ୍ୟବାହିନୀଙ୍କ ଦ୍ୱାରା କରାଯାଉଥିବା ମିଳିତ ସମରାଭ୍ୟାସ ଉପରେ ଉତ୍ତର କୋରିଆ ଦୀର୍ଘ ଦିନରୁ କ୍ରୋଧିତ ହୋଇଆସୁଛି। ଏହି ସାମରିକ ଅଭ୍ୟାସ ସମ୍ପର୍କରେ ଉତ୍ତର କୋରିଆ କହିଛି ଯେ ଉଭୟ ଦେଶ ମିଳିତ ଭାବେ…
ପାକିସ୍ତାନ ସହ ଟିଟିପି ଆତଙ୍କବାଦୀ ଲିଙ୍କ୍ର ପର୍ଦ୍ଦାଫାଶ…
ଜେନେଭା,୨୩।୩ : ଜେନେଭାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୨ ତମ ଅଧିବେଶନରେ ପାକିସ୍ତାନର ଆତଙ୍କବାଦୀ ଲିଙ୍କ୍ର ପୁଣି ଥରେ ପର୍ଦ୍ଦାଫାଶ ହୋଇଛି। ପାସ୍ତୁନ ରାଜନୈତିକ କାର୍ଯ୍ୟକର୍ତ୍ତା ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ପାକିସ୍ତାନର ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରିଛନ୍ତି।…
ସୁପ୍ରିମକୋର୍ଟ ଯିବ ଜନସନ ଆଣ୍ଡ ଜନସନ
ୱାଶିଂଟନ,୨୩ ।୩: ବେବି ପାଉଡରରୁ କ୍ୟାନସର ହେବା ଘଟଣାକୁ ନେଇ ୩୮ ହଜାର ମାମଲା ଓ ହଜାର କୋଟି ଡଲାରର ଜରିମାନା ରାଶିକୁ ନେଇ ଅଡୁଆରେ ପଡିଯାଇଥିବା ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଏଥିରୁ ଆଶ୍ୱସ୍ତି ପାଇବାକୁ ଏବେ…
ବ୍ରେକ୍ଅପ୍ ଅବସାଦ ଦୂର କରିବ ‘ଲଭ୍ ବେଟର’
ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍ଅପ୍ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍ଅପ୍। ବ୍ରେକ୍ଅପ…
କାଲିଫର୍ନିଆରେ ବନ୍ୟା: ଲକ୍ଷାଧିକ ପ୍ରଭାବିତ
ଲସ୍ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ୪୭,୦୦୦ ଲୋକଙ୍କୁ ସ୍ଥାନ ଛାଡ଼ିବା ପାଇଁ…
ଏଡିନବର୍ଗ ଡକୟାର୍ଡରେ ଜାହାଜ ଓଲଟିବାରୁ ୨୫ ଆହତ
ଏଡିନବର୍ଗ(ସ୍କଟଲାଣ୍ଡ),୨୩ ।୩: ଯାତ୍ରୀରେ ପୂର୍ଣ୍ଣ ଥିବା ଏକ ଜାହାଜ ବୁଧବାର ସ୍କଟଲାଣ୍ଡର ଏକ ଡକୟାର୍ଡରେ ଆଂଶିକ ଭାବେ ଓଲଟି ଯାଇଛି । ଏହି ଘଟଣାରେ ୨ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନାଦୋଲୁ ଏଜେନ୍ସି ଏହି ସୂଚନା ଦେଇଛି…
ଆଉ ଜଣେ ପୁଟିନ୍ ସମାଲୋଚକଙ୍କ ମୃତ୍ୟୁ
ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ଘଟିଛି। ୩୫ ବର୍ଷୀୟ କଣ୍ଠଶିଳ୍ପୀ ଡିମା ନୋଭା (ପ୍ରକୃତ ନାମ ଡିମିଟ୍ରି ସିର୍ଗୁନୋଭ୍) ଲୋକପ୍ରିୟ ଇଲେକ୍ଟ୍ରୋନିକ୍ ଗ୍ରୁପ୍ କ୍ରିମ୍ ସୋଡାର ପ୍ରତିଷ୍ଠାତା ଥିଲେ। ମାର୍ଚ୍ଚ ୧୯ରେ ସେ ନିଜ…
ଟ୍ରମ୍ପ୍ଙ୍କ ଜୀବନରେ ଷ୍ଟର୍ମି ଝଡ଼
ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍ ହାଉସ୍କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍ ନେତା ଟ୍ରମ୍ପ୍ଙ୍କ ଯୌନ ସମ୍ପର୍କ ରହିଥିଲା।…
Archives


