ଅନ୍ତର୍ଜାତୀୟ

ଘରେ ଆତଙ୍କବାଦୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ,୧୮।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି। ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ବାହାର ପୋଲିସ ବୁଧବାରଠାରୁ ଡେରା ପକାଇଛି। ପୋଲିସ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ। ପୋଲିସ…

ନ୍ୟୁୟର୍କ ପୋଲିସରେ କ୍ୟାପଟେନ ହେଲେ ଭାରତୀୟ ମୂଳ ବାସିନ୍ଦା ପ୍ରତିମା

ନ୍ୟୁୟର୍କ,୧୮।୫: ଭାରତୀୟ ମୂଳ ବାସିନ୍ଦା ଜଣେ ପୋଲିସ ଅଧିକାରୀ ପ୍ରତିମା ଭୁଲ୍ଲର ମାଲଡୋନାଡୋଙ୍କୁ ନ୍ୟୁୟର୍କ ପୋଲିସରେ କ୍ୟାପଟେନ ପଦରେ ନିଯୁକ୍ତ କରାଯାଇଛି। ମାଲଡୋନାଡୋ ଦକ୍ଷିଣ ଏସୀୟ ମୂଳର ପ୍ରଥମ ମହିଳା ଭାବରେ ଏହି ପଦରେ ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରତିମା ଭୁଲ୍ଲରଙ୍କୁ…

‘ଧ୍ୱଂସ ଆଡ଼କୁ ଗତି କରୁଛି ପାକିସ୍ତାନ’

ଇସଲାମାବାଦ,୧୮ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଦେଶ ଧ୍ୱଂସ ଆଡ଼କୁ ଗତି କରୁଛି। ଏପରିକି ବାଂଲାଦେଶ ପରି ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ। ଶାସକ ଦଳ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଏପରି କହିଛନ୍ତି ।…

ଡିଲିଟ୍‌ ହେବ ଗୁଗ୍‌ଲର ଇନଆକ୍ଟିଭ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୫: ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ ଡିଲିଟ୍‌ ହୋଇଯିବ। ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍‌ଲ ଡିଲିଟ କରିବା ନେଇ ସୂଚନା…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏୟାର ଷ୍ଟ୍ରାଇକର ଧ୍ୱଂସାବଶେଷ ପଡ଼ି କିଭ୍‌ର ପୂର୍ବ ଦୁଇଟି ଜିଲାରେ…

ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ଜୀବନ୍ତ ଉଦ୍ଧାର ହେଲେ ୧୧ ମାସର ଶିଶୁ ସମେତ ୪ ଶିଶୁ

ବୋଗୋଟା,୧୮।୫: କଲମ୍ବିଆର ଆମେଜନରେ ମେ’୧ରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଦୁର୍ଘଟଣାଗ୍ରସ୍ତ ବିମାନ ନିକଟରେ ପହଞ୍ଚିବାକୁ ସର୍ଚ୍ଚ ଅପରେଶନ ଜାରି ରହିିଥିଲା। ଏବେ ଦୁର୍ଘଟଣାର ପ୍ରାୟ ୨ ସପ୍ତାହ ପରେ ୪ ଜୀବନ୍ତ…

ବ୍ରିଟେନରେ ରିଲିଜ୍‌ ହେବ ‘ଦି କେରଲା ଷ୍ଟୋରି’

ଲଣ୍ଡନ,୧୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ଅନେକ ବିବାଦ ସତ୍ତ୍ୱେ ଫିଲ୍ମର ରୋଜଗାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ତେବେ ଅନେକ ରାଜ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଏହା ସାରା ଦେଶରେ…

ବନ୍ୟାରେ ଚାଲିଗଲା ୯ ଜଣଙ୍କ ଜୀବନ

ରୋମ,୧୮।୫: ୟୁରୋପୀୟ ଦେଶ ଇଟାଲୀର ଉତ୍ତର ଏମିଲିଆ ରୋମାଗନା ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିପର୍ଯ୍ୟୟ ହେତୁ ଏ ପର୍ଯ୍ୟନ୍ତ ୯ ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି।…

୩ ଜଣ ହାଇପରସୋନିକ କ୍ଷେପଣାସ୍ତ୍ର ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୮।୫ : ରୁଷିଆର ହାଇପରସୋନିକ କ୍ଷେପଣାସ୍ତ୍ରରେ କାର୍ଯ୍ୟ କରୁଥିବା ତିନିଜଣ ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଭଳି ଗୁରୁତର ଅଭିଯୋଗ ଅଣାଯାଇଛି। ରୁଷିଆ ସରକାର ଏହି ସୂଚନା ଦେଇଛନ୍ତି। ଦେଶଦ୍ରୋହ ଅଭିଯୋଗକୁ ନେଇ ଅନ୍ୟ ବୈଜ୍ଞାନିକ ଚିନ୍ତିତ ଅଛନ୍ତି। ସେମାନେ ଭୟର ବାତାବରଣରେ…

ମୋଣ୍ଟାନା ଚାଇନାର ଆପ ଟିକ ଟକ ଉପରେ ଲଗାଇଲା ପ୍ରତିବନ୍ଧକ…

ଓ୍ବାଶିଂଟନ,୧୮।୫ : ଆମେରିକାର ମୋଣ୍ଟାନା ରାଜ୍ୟ ଚାଇନାର ଆପ ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଛି। ଟିକ ଟକକୁ ନିଷେଧ କରିଥିବା ମୋଣ୍ଟାନା ଆମେରିକାର ପ୍ରଥମ ରାଜ୍ୟ ହୋଇଛି। ସୁରକ୍ଷା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ହେସ ମୋଣ୍ଟାନା ଏହି ପଦକ୍ଷେପ ନେଇଛନ୍ତି।…

ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାସ୍ତା ସଫା : ଆମେରିକା କୋର୍ଟ ଦେଲେ ନିର୍ଦ୍ଦେଶ, ୧୦ ବର୍ଷରେ ୬୦ ପଳାତକ ଭାରତରୁ ବିତାଡିତ…

ନ୍ୟୁୟର୍କ,୧୮।୫ : ବିଗତ ଏକ ଦଶନ୍ଧିରେ ଆମେରିକାର ଫେଡେରାଲ କୋର୍ଟ ପାକିସ୍ତାନୀ-କାନାଡିଆନ ବ୍ୟବସାୟୀ ତାହୱାୱର ରାଣାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ରାଜି ହେବା ପରେ ୬୦ରୁ ଅଧିକ ପଳାତକଙ୍କୁ ଭାରତକୁ ପ୍ରତ୍ୟର୍ପିତ ଅବା ନିର୍ବାସିତ କରାଯାଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀଙ୍କୁ…

ବିଜୟ ଆଶାରେ ଏର୍ଡୋଗାନ୍‌

ଆଙ୍କାରା,୧୮ା୫: ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ମେ’ ୨୮ ନିର୍ବାଚନ ଫଳ ତାଙ୍କ ସପକ୍ଷରେ ଯିବା ନେଇ ଦାବି କରିଛନ୍ତି। ଗତ ୧୪ରେ ଅନୁଷ୍ଠିତ ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ଆମେ ହାସଲ କରିଥିବା ସଫଳତା ପାଇଁ ଏବେ ଉତ୍ସବ ମନାଇବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri