ନିର୍ବାଚନ ରାଲିକୁ ସମ୍ବୋଧନ କଲେ ଟ୍ରମ୍ଫ, କହିଲେ ଆମେରିକା ପୁଣି ଥରେ ହେବ ସ୍ୱତନ୍ତ୍ର ରାଷ୍ଟ!
ଟେକ୍ସାସ,୨୬ ।୩: କ୍ୟାପିଟଲ ହିଂସା ମାମଲାର ଯାଞ୍ଚ ସହିତ ପର୍ନ ଷ୍ଟାର ମାମଲା ପର୍ଯ୍ୟନ୍ତ ଯାଞ୍ଚ ମଧ୍ୟ ଦେଇ ଗତି କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶନିବାର ରାଷ୍ଟ୍ରପତି ନିର୍ବାଚନ ଅଭିଯାନ କ୍ରମରେ ଟେକ୍ସାସର ୱାକୋରେ ରାଲି କରିଛନ୍ତି…
ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ ପାଇଁ ଟଙ୍କା ନାହିଁ: ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ,୨୬ ।୩: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଦେଶରେ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ କରିବାକୁ ଟଙ୍କା ନାହିଁ । ସେ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ସହ ଏକ ପ୍ରେସବାର୍ତ୍ତାରେ ଅନ୍ତରାଷ୍ଟ୍ରୀୟ ମିଡିଆକୁ ସମ୍ବୋଧନ କରିବା ସମୟରେ ଏହା…
ପ୍ରବଳ ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ୩ ମୃତ, ୭ ଆହତ, ୭୦୦ରୁ ଅଧିକ ଘର ନଷ୍ଟ
କାବୁଲ,୨୬ ।୩: ଗତ ଦୁଇ ଦିନ ହେବ ଆଫଗାନିସ୍ତାନରେ ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଏବେ ପର୍ଯ୍ୟନ୍ତ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଓ ୭ ଜଣ ଆହତ ହେଲେଣି । ଦେଶର ୯ଟି ଅଞ୍ଚଳରେ ୭୫୬ରୁ ଅଧିକ…
ୟୁକ୍ରେନକୁ ଲାଗି ରହିଥିବା ବେଲାରୁସରେ ରୁଷିଆ ରଖିବ ପରମାଣୁ ଅସ୍ତ୍ର
ମସ୍କୋ,୨୬ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡୋଶୀ ଦେଶ ବେଲାରୁସ ସହ ଏକ ଡିଲ କରିଛନ୍ତି । ଏହି ଡିଲ ଆଧାରରେ ରୁଷିଆ ଜୁଲାଇ ପର୍ଯ୍ୟନ୍ତ ବେଳାରୁସ ସୀମାରେ ଟାକ୍ଟିକାଲ ପରମାଣୁ ଅସ୍ତ୍ର ରଖିବ । ରାଷ୍ଟ୍ରପତି ପୁଟିନ ଶନିବାର…
୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦେଶରୁ ଘଉଡ଼ାଇଲା ଇରାନ, ଘରକୁ ଫେରିବାରେ ସାହାଯ୍ୟ କଲା ଜାତିସଂଘ
କାବୁଲ,୨୫ା୩: ପୂର୍ବ ହେରାଟ ପ୍ରଦେଶର ଇସ୍ଲାମକାଲା ସୀମା ପାର କରି ଅତି କମ୍ରେ ୧୪୭ ଆଫଗାନିସ୍ତାନ ଶରଣାର୍ଥୀ ଇରାନରୁ ଫେରି ଆସିଛନ୍ତି। ତାଲିବାନର ଜଣେ ସୀମା ଅଧିକାରୀଙ୍କ କହିବାନୁସାରେ, ସେହି ୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କ ମଧ୍ୟରୁ ୬୭ ଜଣ ଖାଦ୍ୟ ଏବଂ…
ସାବଧାନ! ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବିଶାଳକାୟ ଉଲକାପିଣ୍ଡ: ନାସା ଜାରି କଲା ସତର୍କ ସୂଚନା…
ଓ୍ବାଶିଂଟନ,୨୫।୩ : ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼…
ଝଡ଼ ମୃତ୍ୟୁସଂଖ୍ୟା ବଢୁଛି, ୨୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା
ଓ୍ବାଶିଂଟନ,୨୫ା୩: ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବଜ୍ରପାତ ଘଟି ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିସିସିପିର ଜରୁରିକାଳୀନ ପରିଚାଳନା ଏଜେନ୍ସି ରିପୋର୍ଟରେ କୁହାଯାଇଛି, ଶାର୍କି ଏବଂ…
ଆର୍ଥିକ ସଙ୍କଟ ସାଙ୍ଗକୁ ବଢୁଛି କରୋନା ମାମଲା
ଇସଲାମାବାଦ,୨୫ା୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ କରୋନା ପ୍ରକୋପ କମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାକିସ୍ତାନରେ ୩.୫୮ ପ୍ରତିଶତ କରୋନା ମାମଲା ବୃଦ୍ଧି ଘଟିଛି। ଏହା ସହିତ ସଂକ୍ରମଣରୁ ରକ୍ଷା…
ନୂଆ ପାଠ୍ୟକ୍ରମ ଲାଗୁ ହେବା ପରେ ବିଶ୍ୱବିଦ୍ୟାଳୟକୁ ଫେରିବେ ଛାତ୍ରୀ: ତାଲିବାନ…
କାବୁଲ,୨୫।୩ : ଆଫଗାନିସ୍ତାରେ ସୁରକ୍ଷା ବିଭାଗର ମୁଖ୍ୟ ଅଜିଜୁଲ୍ଲା ଓମାର ଗଣମାଧ୍ୟମକୁ କହିଛନ୍ତି ଯେ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ପରେ ଛାତ୍ରୀମାନଙ୍କୁ ଆଫଗାନିସ୍ତାନର ବିଶ୍ୱବିଦ୍ୟାଳୟକୁ ଫେରିବାକୁ ଅନୁମତି ଦିଆଯିବ। ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାରେ…
ଆମେରିକା-ଇରାନ ମୁହାଁମୁହିଁ: ଯୁଦ୍ଧକ୍ଷେତ୍ର ପାଲଟିଛି ସିରିଆ..
ଓ୍ବାଶିଂଟନ,୨୫।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇରାନକୁ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ଆମେରିକୀୟ ନାଗରିକଙ୍କୁ ବଞ୍ଚାଇବା ପାଇଁ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସିରିଆରେ ଇରାନ ସମର୍ଥିତ ସୁରକ୍ଷା ବାହିନୀ ବିରୋଧରେ ଆମେରିକାର ଏୟାର ଷ୍ଟ୍ରାଇକ…
ସୁଖମୟ ଭବିଷ୍ୟତ ଆଶା ମଉଳି ଯାଉଛି : ଆମେରିକା ନୂଆ ପିଢ଼ି ନିରାଶ…
ଓ୍ବାଶିଂଟନ,୨୫।୩ : ଆମେରିକୀୟମାନଙ୍କ ମଧ୍ୟରେ ଆଗାମୀ ପିଢ଼ିଙ୍କି ପାଇଁ ଏକ ସୁଖମୟ ଉନ୍ନତ ଜୀବନର ଆଶା ଦ୍ରୁତ ଗତିରେ କମିବାରେ ଲାଗିଛି । ବହୁ ସଂଖ୍ୟକ ଲୋକ ମତ ଦେଇଛନ୍ତି ଯେ ସେମାନଙ୍କ ପିଲାମାନଙ୍କର ଜୀବନ ବର୍ତ୍ତମାନର ଅପେକ୍ଷା ଭଲ ହେବ…
ଭୟଙ୍କର ଝଡ଼: ୧୯ ଜଣଙ୍କ ଜୀବନ ଗଲା
ଓ୍ବାଶିଂଟନ,୨୫ା୩: ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବଜ୍ରପାତ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିସିସିପିର ଜରୁରିକାଳୀନ ପରିଚାଳନା ଏଜେନ୍ସି ରିପୋର୍ଟରେ କୁହାଯାଇଛି, ଶାର୍କି ଏବଂ ହାମ୍ଫ୍ରିସ୍ କାଉଣ୍ଟିରେ…
Archives


