ଅନ୍ତର୍ଜାତୀୟ

କାର୍‌ ଦୁର୍ଘଟଣାର ଶିକାର ହେଲେ ରୋନ ଡେସାଣ୍ଟିସ

ଓ୍ବାଶିଂଟନ୍‌,୨୬।୭: ଫ୍ଲୋରିଡା ଗଭର୍ନର ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରୋନ ଡେସାଣ୍ଟିସ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସେ ଏହି ଦୁର୍ଘଟଣାରେ କୌଣସି ଆଘାତ ପାଇନାହାଁନ୍ତି। ମଙ୍ଗଳବାର ଟେନେସିର ଚାଟାନୋଗାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣା ସମ୍ମୁଖୀନ…

ଆଲଜେରିଆ ଜଙ୍ଗଲରେ ନିଆଁ: ଗଲାଣି ୩୪ ଜଣଙ୍କର ଜୀବନ

ଅଲଜିୟର୍ସ,୨୬।୭: ଉତ୍ତର ଆଲଜେରିଆର ଜଙ୍ଗଲ, ଗ୍ରାମ ଏବଂ ସହରଗୁଡ଼ିକରେ ଲାଗିଥିବା ଅଗ୍ନିକାଣ୍ଡରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଗଣମାଧ୍ୟମ ଅନୁଯାୟୀ, ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ରାତିରେ ସୂଚନା ଦେଇଛି ଯେ, ମୃତକଙ୍କ ମଧ୍ୟରେ ୧୦ ଜଣ…

ଭାରତୀୟ ମୂଳ ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟାଇଲା ଗୁଗୁଲ

କାଲିଫର୍ନିଆ,୨୬।୭: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ଗୁଗୁଲ ଏହାର ନ୍ୟୁଜ ଇକୋସିଷ୍ଟମ ଡେଭଲପମେଣ୍ଟର ନିର୍ଦ୍ଦେଶକ ମାଧବ ଚିନ୍ନାପ୍ପାଙ୍କୁ ହଟାଇ ଦେଇଛି। ଭାରତୀୟ ମୂଳ ମାଧବ ଚିନ୍ନାପ୍ପା ୧୩ ବର୍ଷ ଧରି ଗୁଗୁଲ ସହିତ ଜଡିତ ଥିଲେ। ସୋସିଆଲ ମିଡିଆରେ ସେ କହିଛନ୍ତି…

ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ ବହିଷ୍କୃତ

ବେଜିଂ,୨୬ା୭: ମାସେ ହେଲା ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଓ୍ବାଙ୍ଗ୍‌ ୟିଙ୍କୁ ନୂଆ ବହିର୍ବ୍ୟାପାର ମନ୍ତ୍ରୀ ନିଯୁକ୍ତ କରିବା ଲାଗି ଚାଇନାର ଶୀର୍ଷ ବ୍ୟବସ୍ଥାପିକା ଭୋଟ୍‌ ଦେଇଥିଲା।…

ରୁଷିଆରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ

ମସ୍କୋ,୨୬।୭: ରୁଷିଆରେ ଏଣିକି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ। ରାଷ୍ଟ୍ରପତି ଭ୍ଲାଡିମର ପୁଟିନ୍‌ ଏ ସଂକ୍ରାନ୍ତୀୟ ବିଲ୍‌ରେ ସୋମବାର ସ୍ବାକ୍ଷର କରିଛନ୍ତି। ଲିଙ୍ଗ ପରିବର୍ତ୍ତନ ନେଇ କରାଯାଉଥିବା ଡାକ୍ତରୀ ପ୍ରକ୍ରିୟାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ଆଇନ ଅଣାଯାଇଛି। ପୂର୍ବରୁ ରୁଷିଆ…

କିଡନୀ ବିକ୍ରି କରିବାକୁ ୧୨୨ ଇଣ୍ଡୋନେସିଆ ନାଗରିକ ଯାତ୍ରା କରୁଥିଲେ କାମ୍ବୋଡ଼ିଆ…

ଜାକର୍ତ୍ତା,୨୫।୭ : ମଙ୍ଗଳବାର ପୋଲିସ କହିଛି ୧୨୨ ଜଣ ଇଣ୍ଡୋନେସିଆବାସୀଙ୍କୁ ସେମାନଙ୍କ କିଡନୀ ବିକ୍ରୟ ପାଇଁ କାମ୍ବୋଡିଆର ଏକ ଡାକ୍ତରଖାନାକୁ ପଠାଇବାରେ ବେଆଇନ ମାନବ ଅଙ୍ଗ ଚୋରା ଚାଲାଣକାରୀ ସାହାଯ୍ୟ କରୁଥିବା ସମୟରେ ଧରା ପଡ଼ିଛନ୍ତି। ଏନେଇ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଜୁଲାଇ…

ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବହିଷ୍କାର

ବେଜିଂ,୨୫।୭: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ସେ ଚାଇନା ରାଷ୍ଟ୍ରପତି ଶିି ଜିନପିଙ୍ଗଙ୍କ ବିଶ୍ୱାସଯୋଗ୍ୟ ସହଯୋଗୀ ଥିଲେ।ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର ଶୀର୍ଷ ବିଧାୟକମାନେ ମଙ୍ଗଳବାର ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ ନିଯୁକ୍ତି…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…

ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ…

ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ

ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି। ମହାନଗର ନିଗମ ପୋଲିସ ତାଙ୍କୁ ଏକ ନିଷିଦ୍ଧ…

ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…

ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦ ତମ…

୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…

କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ ବେଆଇନ ମାଛ ଧରିବା ଅଭିଯୋଗରେ ଜବତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସରକାରୀ…

ପାଞ୍ଚ ଦିବସୀୟ ଗସ୍ତରେ ଭାରତ ଆସିବେ ବାଇଡେନଙ୍କ ବିଶେଷ ଦୂତ ଜନ କେରି

ଓ୍ବାଶିଂଟନ୍‌,୨୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଶେଷ ଦୂତ ଜନ କେରି ଭାରତ ଗସ୍ତରେ ଆସୁଛନ୍ତି॥ ଜୁଲାଇ ୨୫ ରୁ ୨୯ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସମୟରେ ସେ ଦିଲ୍ଲୀ ଏବଂ ଚେନ୍ନାଇ ଗସ୍ତ କରିବେ। ଚେନ୍ନାଇ ଗସ୍ତ ସମୟରେ କେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?