ଅନ୍ତର୍ଜାତୀୟ

ଦ୍ୱିତୀୟ ଥର କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମିଗୁଏଲ ଡିଆଜ କାନେଲ

ହଭାନା,୨୦।୪: ମିଗୁଏଲ ଡିଆଜ କାନେଲ ଦ୍ୱିତୀୟ ଥର ଲାଗି କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚତ ହୋଇଛନ୍ତି। କାନେଲ ସଂସଦୀୟ ଭୋଟରେ ଦ୍ୱିତୀୟ ଥର ଲାଗି ୫ ବର୍ଷର କାର୍ଯ୍ୟକାଳ ପ୍ରାପ୍ତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ କରିବାକୁ ନେଇ ସଦନରେ ଡକାଯାଇଥିବା ବୈଠକ…

ପ୍ରଧାନ ବିଚାରପତିଙ୍କ କ୍ଷମତା ହ୍ରାସ ବିଲ୍‌: ଦ୍ୱିତୀୟ ଥର ଫେରାଇଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୨୦।୪ : ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ଦ୍ୱିତୀୟ ଥର ପାଇଁ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ତାଙ୍କ ପାଖକୁ ଆସିଥିବା ବିଲକୁ ସଂସଦକୁ ଫେରାଇ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଏହି ମାମଲା ଉପରେ ବିଚାର ଚାଲିଛି।…

ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅଧିକ ଆଫ୍ରିକୀୟ ଦେଶ ହୋଇଛନ୍ତି ସାମିଲ…

ଜେନେଭା,୨୦।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ହେବା ପରେ ବୈଠକରେ ଏପର୍ଯ୍ୟନ୍ତ ଆଫ୍ରିକୀୟ ଦେଶମାନେ ସର୍ବାଧିକ ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା, ମରିସସ, ଇଜିପ୍ଟ, ନାଇଜେରିଆ, ଆଫ୍ରିକୀୟ ୟୁନିଅନର ସଦସ୍ୟ…

ପାକିସ୍ତାନରେ ହେପାରିନ ଇଞ୍ଜେକ୍ସନର ଅଭାବ: ସଙ୍କଟରେ ହାର୍ଟ ଚିକିତ୍ସା…

ଇସଲାମାବାଦ,୨୦।୪ : ପାକିସ୍ତାନର ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ସେମାନଙ୍କ ଚିକିତ୍ସାରେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଦେଶରେ ହେପାରିନ ଇଞ୍ଜେକ୍ସନ ଯାହା ହାର୍ଟ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ତାହା ଆଉ ମିଳୁନି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଡେଲି…

ୟେମେନରେ ଦଳା ଚକଟା, ୮୫ରୁ ଅଧିକ ମୃତ…

ସାନା,୨୦।୪ : ବୁଧବାର ବିଳମ୍ବିତ ରାତିରେ ୟେମେନର ରାଜଧାନୀରେ ଏକ ବିଦ୍ୟାଳୟରେ ହେଉଥିବା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳା ଚକଟା ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ ୮୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…

ମୁସଲମାନ ମୌଳବାଦୀଙ୍କ ଟାର୍ଗେଟରେ ହିନ୍ଦୁ ଶିକ୍ଷାର୍ଥୀ…

ଲଣ୍ଡନ,୨୦।୪ : ବ୍ରିଟେନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ହିନ୍ଦୁ ଶିକ୍ଷାର୍ଥୀମାନେ ବର୍ତ୍ତମାନ ଜାତିଗତ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ମୁସଲମାନ ମୌଳବାଦୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି, ଜାତିଗତ ମନ୍ତବ୍ୟ ଦେଇଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି। ଏହି ସମୟ ମଧ୍ୟରେ,…

ସ୍ପାଏ ଡ୍ରୋନ୍‌ ମୁତୟନ କରିବ ଚାଇନା

ଓ୍ବାଶିଂଟନ୍‌, ୨୦।୪: ଚାଇନା ମିଲିଟାରି ଖୁବ୍‌ଶୀଘ୍ର ଉଚ୍ଚ-ତୀବ୍ରତା ବିଶିଷ୍ଟ ଗୋଇନ୍ଦା ଡ୍ରୋନ୍‌ ମୁତୟନ କରିବାକୁ ଯୋଜନା କରୁଛି। ଲିକ୍‌ ହୋଇଥିବା ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍‌ର ବେଗ ଶବ୍ଦର ବେଗଠାରୁ…

ପେନ୍‌ସନ ଆଇନ: ମାକ୍‌ରଁ ହଟହଟା

ପ୍ୟାରିସ୍‌,୨୦ା୪: ନୂଆ ପେନ୍‌ସନ୍‌ ଆଇନକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ ଦେଶରେ ହଟହଟା ହେବାକୁ ପଡ଼ିଛି। ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ପେନ୍‌ସନ ବିଲ୍‌ ଅନୁସାରେ ସରକାରୀ କର୍ମଚାରୀଙ୍କ ବୟସ ସୀମା ୬୨ରୁ ୬୪କୁ ବୃଦ୍ଧି କରାଯାଇଛି। ମାକରଁ ଶନିବାର ଏହି…

ହ୍ବାଇଟ୍‌ ହାଉସକୁ ପଶିଆସିଲା ଶିଶୁ

ଓ୍ବାଶିଂଟନ,୧୯ା୪: ଆମେରିକାର ହ୍ବାଇଟ୍‌ ହାଉସକୁ ହଠାତ୍‌ ଏକ ଶିଶୁ ପଶିଯାଇଥିଲା। ଯାହାକୁ ଆମେରିକାର ଗୁପ୍ତ ସେବା ବାହାର କରିଦେଇଛି। ସିକ୍ରେଟ ସର୍ଭିସ ଯୋଗାଯୋଗ ମୁଖ୍ୟ ଆନ୍ଥୋନି ଗୁଗ୍‌ଲିମି କହିଛନ୍ତି, ଶିଶୁଟି ହ୍ବାଇଟ୍‌ ହାଉସର ଉତ୍ତର ପାର୍ଶ୍ୱରେ ଥିବା ବାଡ଼ ଦେଇ ପଶିଆସିଥିଲା।…

ପୃଥିବୀର ୧୦ ଧନୀ ସହର: ତାଲିକାରେ ଆମେରିକାର ୪-ଚାଇନାର ୨, ଭାରତର ଶୂନ…

ଓ୍ବାଶିଂଟନ,୧୯।୪ : ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨…

ଶୌଚାଳୟ କାମ କରୁ ନ ଥିବାରୁ ଅଧାବାଟରୁ ଫେରିଲା ବିମାନ…

ଭିଏନା,୧୯।୪ : ଅଷ୍ଟ୍ରିଆର ଏୟାରଲାଇନ୍ସର ଏକ ବିମାନ ଭିଏନାରୁ ନ୍ୟୁୟର୍କକୁ ଉଡ଼ାଣ କରିବାର ଦୁଇ ଘଣ୍ଟା ମଧ୍ୟରେ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଥିଲା। ଭିଏନା ଠାରୁ ନ୍ୟୁୟର୍କ ଅଭିମୁଖେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଏକ ବୋଇଙ୍ଗ ୭୭୭ ବିମାନ…

ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri