ଅନ୍ତର୍ଜାତୀୟ

ବ୍ଲିଙ୍କେନ୍‌ଙ୍କ ବେଜିଂ ଗସ୍ତ ଉପରେ ନଜର

ବେଜିଂ,୧୯ା୬: ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ଦୂର କରିବା ମିଶନରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନା ଗସ୍ତ କରିଛନ୍ତି। ସେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କ୍ୱିନ୍‌ ଗାଙ୍ଗ୍‌ଙ୍କ ସହ ତାଇଓ୍ବାନ୍‌ ପ୍ରସଙ୍ଗ ଓ ୟୁକ୍ରେନ୍‌…

୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ସମୁଦ୍ର ମଝିରେ ଲାଗିଲା ନିଆଁ

ମାନିଲା,୧୮ା୬: ଫିଲିପାଇନ୍ସରେ ୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗିଯାଇଥିଲା। ବୋଟ୍‌ଟି ସମୁଦ୍ର ମଝିରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ତଟରକ୍ଷୀ ବାହିନୀ କହିଛି, ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ତଟରକ୍ଷୀ ବାହିନୀ କହିଛି ଯେ,…

ରୁଷିଆ କବ୍‌ଜାରେ ଥିବା ଗାଁକୁ ମୁକ୍ତ କରୁଛି ୟୁକ୍ରେନ

କିଭ୍‌,୧୮ା୬): ରୁଷିଆ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଏହି ସମୟରେ ରୁଷିଆର ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ବର୍ତ୍ତମାନ ୟୁକ୍ରେନ ଦକ୍ଷିଣ ଜାପୋରିଜିଆ ଅଞ୍ଚଳର ଏକ ଗ୍ରାମ ଦଖଲ କରିଛି ୟୁକ୍ରେନ। ରବିବାର ରୁଷିଆର ଜଣେ ଅଧିକାରୀ ଏହା…

ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଲେ ଆମର କିଛି ସମସ୍ୟା ନାହିଁ, ଆମେ ଚାହୁଁଛୁ ଶାନ୍ତି: ପାକିସ୍ତାନ…

ଇସଲାମାବାଦ,୧୮।୬ : ଭାରତ ଏବଂ ଆମେରିକାର ସମ୍ପର୍କକୁ ନେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ୍‌ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ…

ଯୁଦ୍ଧର ସମାପ୍ତି ଏବେ ଜରୁରୀ: ପୁଟିନଙ୍କୁ କହିଲେ ରାମାଫୋସା…

ମସ୍କୋ,୧୮।୬ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରାମାଫୋସା ଶନିବାର ସେଣ୍ଟ ପିଟର୍ସବର୍ଗର ଅଷ୍ଟାଦଶ ଶତାବ୍ଦୀର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ…

ଶତ୍ରୁ ହେବେ ମିତ୍ର: ଚାଇନାରେ ବ୍ଲିଙ୍କେନ…

ବେଜିଂ,୧୮।୬ : ପୃଥିବୀର ଦୁଇ ବୃହତ ଅର୍ଥନୀତି ତଥା ଶତ୍ରୁ ଆମେରିକା ଚାଇନା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦୁଇ ଦିନିଆ ଗସ୍ତରେ ରବିବାର ଚାଇନାରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ…

ନଓ୍ବାଜ ଶରିଫଙ୍କ ଘରବାହୁଡ଼ା ପ୍ରସ୍ତୁତି ଆରମ୍ଭ : ସିନେଟରେ ବିଲ ପାରିତ…

ଇସଲାମାବାଦ,୧୮।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କୌଣସି ବ୍ୟକ୍ତି ଆଜୀବନ ଅଯୋଗ୍ୟ ହୋଇପାରିବ ନାହିଁ। ବିରୋଧୀଦଳ ଅଭିଯୋଗ କରିଛନ୍ତି ଏହି…

ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର କାର୍ଯ୍ୟ…

ଏସଟିଏ ଚୁକ୍ତିନାମା ଉପରେ ଆମେରିକା ଚାଇନା ନଜର…

ଓ୍ବାଶିଂଟନ,୧୮।୬ : ଆମେରିକା ଚାଇନା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଐତିହାସିକ ବିଜ୍ଞାନ ଚୁକ୍ତି ଏସଟିଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୦ ବର୍ଷରୁ ଅଧିକ ସମୟ ପାଇଁ, ଆମେରିକା ଏବଂ ଚାଇନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ…

୧୧ କୋଟି ଟଙ୍କାର ସିଗାରେଟ୍‌ ଜବତ

ଇସଲାମାବାଦ,୧୮ା୬: ବେଲୁଚିସ୍ତାନର କିଛି ସ୍ଥାନରେ ପୃଥକ୍‌ ଭାବେ ଚଢ଼ାଉ କରାଯାଇଥିବା ବେଳେ ପାକିସ୍ତାନ କଷ୍ଟମ୍ସ ୧୧ କୋଟି ଟଙ୍କାର ବିଦେଶୀ ସିଗାରେଟ୍‌ ଜବତ କରିଛି। ୪ଟି ପ୍ରଦେଶରେ ଆରମ୍ଭ ହୋଇଥିବା ସିଗାରେଟ୍‌ ଚୋରା ଚାଲାଣ ବିରୋଧୀ ଅପରେଶନ ସମୟରେ ଗତ ସପ୍ତାହରେ…

ମୋଦିଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ମିଲବେନ

ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହରେ ଆମେରିକାର ପ୍ରଥମ ସରକାରୀ ରାଜକୀୟ ଗସ୍ତ ସମୟରେ ଜଣାଶୁଣା ହଲିଉଡ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିରେ ତାଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବେ। ଶନିବାର ଜାରି କରାଯାଇଥିବା…

ନେପାଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ଜଣେ ମୃତ ୨୫ ନିଖୋଜ

କାଠମାଣ୍ଡୁ,୧୮।୬: ନେପାଳର ପୂର୍ବ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅତି କମରେ ୨୫ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଶନିବାର ସା ଠାରୁ ୨୪ଘଣ୍ଟା ମଧ୍ୟରେ ପୂର୍ବ ନେପାଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri