ଅନ୍ତର୍ଜାତୀୟ

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ଲାଗିରହିଛି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ପାର୍ଟିର…

ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଛାଡ଼ପତ୍ର: ୧୯ ବର୍ଷର ଦାମ୍ପତ୍ୟ ଜୀବନର ଅନ୍ତ …

ହେଲସେଙ୍କି,୧୧।୫ : ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କ ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, “ଆମେ ୧୯…

ଥରିଲା ଟୋକିଓ

ଟୋକିଓ,୧୧ା୫: ଗୁରୁବାର ଜାପାନର ରାଜଧାନୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହି…

ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…

ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ ଦିଆଗଲାଣି। ମିଳିତ ଜାତିସଂଘ ମାନବିକ ଅଧିକାର ମୁଖ୍ୟ ଇରାନରେ ବହୁ ସଂଖ୍ୟକ ମୃତ୍ୟୁଦଣ୍ଡ ସମ୍ପର୍କରେ…

ବାଇଡେନ ସରକାର ଆଗତ କଲେ ନାଗରିକତ୍ୱ ଅଧିନିୟମ…

ଓ୍ବାଶିଂଟନ,୧୧।୫ : ଆମେରିକାର ଶାସକ ଡେମୋକ୍ରାଟିକ ପାର୍ଟି ଆମେରିକାର ନାଗରିକତ୍ୱ ଆଇନ ପ୍ରଣୟନ କରିଛି। ଏହା ଏକ ସଂସଦ ବିଲ। ଗ୍ରୀନ କାର୍ଡ ପାଇଁ ଦେଶର କୋଟା ଶେଷ କରିବା ଏବଂ ଏଚ-୧-ବି ଭିଜା ସିଷ୍ଟମକୁ ସଂଶୋଧନି କରିବା ପାଇଁ ଏହି…

୪୩ ବର୍ଷ ମଧ୍ୟରେ ମିଳିଥିବା ୨୨ଜଣ ମହିଳାଙ୍କ ମୃତଦେହ ହୋଇନି ଚିହ୍ନଟ: ଇଣ୍ଟରପୋଲ ଆରମ୍ଭ କଲା ‘ଅପରେଶନ ଆଇଡେଣ୍ଟିଫାଏ ମି’…

ପ୍ୟାରିସ,୧୧।୫ : ଗତ ୪୩ ବର୍ଷ ମଧ୍ୟରେ ଜର୍ମାନୀ, ବେଲଜିୟମ ଏବଂ ନେଦରଲାଣ୍ଡରେ ୨୨ ଜଣ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଥିବା ଜଣାପଡିଛି ଏବଂ କେତେକ…

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଫୋରମମରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଦେଇଥିବା ପ୍ରତିଶ୍ରୁତି ଚାଇନା ଭୁଲିଯାଇଛି। ରୌଫ…

ସୁଦାନ ଗୃହଯୁଦ୍ଧ : ୨୫ ମୃତ…

ଖାର୍ତୁମ,୧୧।୫ : ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି। ଏଥି ସହିତ, ହାଉସା ଏବଂ ନୁବା ନାମକ ଦୁଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଘଟଣାରେ…

ଭାରତରେ ମାତୃ, ନବଜାତ ମୃତ୍ୟୁ ସର୍ବାଧିକ

କେପ୍‌ଟାଉନ, ୧୧ା୫ : ସାରା ବିଶ୍ୱରେ ମୋଟ ମାତୃ, ନବଜାତ ମୃତ୍ୟୁ ଏବଂ ମୃତ ଶିଶୁ ଜନ୍ମର ୬୦ ପ୍ରତିଶତ ଭାରତ ସମେତ ୧୦ଟି ଦେଶରେ ଘଟୁଛି। ଏଥିରେ ଭାରତ ସର୍ବାଗ୍ରେ ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ବିଶ୍ୱରେ ଜୀବନ୍ତ ଶିଶୁ…

ରିମାଣ୍ଡ୍‌ରେ ଇମ୍ରାନ୍‌, ପାକିସ୍ତାନ ଅଶାନ୍ତ

ଇସ୍‌ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ମଙ୍ଗଳବାର ଇସ୍‌ଲାମାବାଦ ହାଇକୋର୍ଟକୁ…

୩ ଜଣଙ୍କ ଡିଏନ୍‌ଏରେ ଶିଶୁ ଜନ୍ମ

ଲଣ୍ଡନ,୧୧ା୫ : ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର ଦେଶର…

ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁରେଶୀ ଇମ୍ରାନଙ୍କ କ୍ୟାବିନେଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri