ଅନ୍ତର୍ଜାତୀୟ

ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…

ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯ ମ୍ୟାଗ୍ନିଚ୍ୟୁଡର…

ବ୍ରିଟେନରେ ବୃଦ୍ଧି ପାଉଛି ଜାତିଭେଦ: ସୁନକ…

ଲଣ୍ଡନ,୨।୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି ତାଙ୍କ ଦେଶରେ ଜାତିଭେଦ ବୃଦ୍ଧି ପାଉଛି ଏବଂ ସେ ମଧ୍ୟ ପିଲାଦିନରୁ ଏହାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ଏଶେଜ ସିରିଜ ଅଧୀନରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…

ମଝି ଆକାଶରେ ଦୁଇ ବାୟୁସେନା ଯୁଦ୍ଧ ବିମାନ ମୁହାଁମୁହିଁ…

ବୋଗୋଟା,୨।୭ : କଲମ୍ବିଆର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଆପିଆ ଏୟାର ବେସରେ କଲମ୍ବିଆ ବାୟୁସେନାର ଦୁଇ ଯୁଦ୍ଧବିମାନ ମଝିଆକାଶରେ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ରେଡିଓ…

ପାକିସ୍ତାନରେ ବଢୁଛି ଆତଙ୍କବାଦୀ ଆକ୍ରମଣ: ଚେକପୋଷ୍ଟରେ ଆକ୍ରମଣ, ୪ ସୁରକ୍ଷାକର୍ମୀ ନିହତ…

ଇସଲାମାବାଦ,୨।୭ : ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ଯାଞ୍ଚ ପଏଣ୍ଟରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀ କହିଛନ୍ତି ବାଲୁଚିସ୍ତାନର ଶେରାନି ଜିଲାର ଏକ ଚେକପୋଷ୍ଟରେ ଏହି…

କୁମ୍ଭୀରକୁ ବିବାହ କଲେ ମେୟର

ମେକ୍ସିକୋ,୨ା୭: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।…

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: ଦଳଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଇସଲାମାବାଦ,୨ା୭: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ପରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଚିହ୍ନ ବଣ୍ଟନ ପାଇଁ ଆବେଦନ କରିବାକୁ କହିଛନ୍ତି। ଇସିପି କହିଛି, ଜୁଲାଇ ୧୯ ପର୍ଯ୍ୟନ୍ତ ଦଳର ନେତାଙ୍କ ଦସ୍ତଖତ ସହିତ…

ଓ୍ବାଗନର ଗ୍ରୁପ୍‌ର ୨୧୦୦୦ ସୈନ୍ୟଙ୍କୁ ହତ୍ୟା କରିଛି ୟୁକ୍ରେନ: ଜେଲନ୍‌ସ୍କି

କିଭ୍‌,୨ା୭: ଓ୍ବାଗନର ଗ୍ରୁପ୍‌ର ମୁଖ୍ୟ ଶୀର୍ଷ ନେତୃତ୍ୱ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶ ବର୍ତ୍ତମାନ…

ସମୁଦ୍ରରେ ବିଷାକ୍ତ ଶୈବାଳ, ମରି ଭାସୁଛନ୍ତି ଶହ ଶହ ଡଲଫିନ୍‌

କାଲିଫର୍ନିଆ,୨ା୭: ଦକ୍ଷିଣ କାଲିଫର୍ନିଆର ସମୁଦ୍ରକୂଳରେ ଶହ ଶହ ଡଲ୍‌ଫିନ୍‌ଙ୍କ ମୃତଦେହ ମିଳିଛି। ସିଏନ୍‌ଏନ୍‌ ଅନୁଯାୟୀ, ସାଣ୍ଟା ବାରବରାଠାରୁ ସାନ ଡିଏଗୋ କାଉଣ୍ଟି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଅସୁସ୍ଥ ତଥା ମୃତ ସାମୁଦ୍ରିକ ଜୀବଜନ୍ତୁ ସାମ୍ନାକୁ ଆସିଥିବା ଅଧିକାରୀମାନେ ଗତ ସପ୍ତାହରେ ୧୦୦୦ରୁ…

ମେୟରଙ୍କ ଘରେ କାର୍‌ ପୂରାଇଦେଲେ ବିକ୍ଷୋଭକାରୀ

ପ୍ୟାରିସ୍‌,୨ା୭: ଫ୍ରାନ୍ସରେ ୫ ଦିନ ପରେ ବି ହିଂସା ଥମିବାର ନାଁ ନେଉନି। ଜଣେ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ହିଂସା ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଶହ ଶହ ଲୋକଙ୍କୁ ହତ୍ୟା କରାଯାଇ ସାରିଲାଣି। ଏହା…

ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ

କାବୁଲ,୨ା୭: କ୍ରମାଗତ ପଞ୍ଚମ ବର୍ଷ ପାଇଁ ଆଫଗାନିସ୍ତାନ ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ ଭାବରେ ପରିଗଣିତ ହୋଇଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇପି)’ଗ୍ଲୋବାଲ ପିସ୍‌ ଇଣ୍ଡେକ୍ସ ୨୦୨୨’ ରେ ଏହି ସୂଚନା ଦେଇଛି। ଆଫଗାନିସ୍ତାନ ପରେ ୟେମେନ, ସିରିଆ,…

ସିଙ୍ଗାପୁରରେ ବଢ଼ୁଛି ଆତ୍ମହତ୍ୟା

ସିଙ୍ଗାପୁର, ୨।୭: ଗତ ୨୨ ବର୍ଷ ତୁଳନାରେ ବର୍ତ୍ତମାନ ସମୟରେ ସିଙ୍ଗାପୁରରେ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ ଅପେକ୍ଷା ୨୦୨୨ରେ ଆତ୍ମହତ୍ୟା ଘଟଣାରେ ୨୬% ବୃଦ୍ଧି ଘଟିଛି। ତେବେ ମାନସିକ ଦୁଶ୍ଚିନ୍ତା ଅତ୍ମହତ୍ୟାର ମୁଖ୍ୟ କାରଣ ପାଲଟିଥିବା ସ୍ଥାନୀୟ ଅଣସରକାରୀ…

ବିନା ଚକରେ ଚାଲୁଛି କାର୍‌

ରୋମ୍‌,୨।୭: ଗାଡ଼ି ତିଆରିଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ନିର୍ମାଣ କ୍ଷେତ୍ରରେ ଟେକ୍‌ନୋଲୋଜିର ବଡ଼ ଅବଦାନ ରହିଛି। ସେହିପରି ବିଭିନ୍ନ ଅଟୋମୋବାଇଲ କମ୍ପାନୀ ଏବେ ଉନ୍ନତ ଜ୍ଞାନକୌଶଳକୁ ବ୍ୟବହାର କରି ଆଡ୍‌ଭାନ୍ସଡ ଓ ନୂଆ ପ୍ରଣାଳୀର କାର୍‌, ବାଇକ୍‌ ତିଆରି କରିବାରେ ଲାଗିଛନ୍ତିି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri