ତାପମାତ୍ରା ବୃଦ୍ଧି ବଢ଼ାଉଛି ଘରୋଇ ହିଂସା
ଓ୍ବାଶିଂଟନ୍,୧।୭: ଜଳବାୟୁ ପରିବର୍ତ୍ତନ ଦ୍ୱାରା କେବଳ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ତା’ ନୁହେଁ, ଏହାର ପ୍ରଭାବ ଏବେ ଦାମ୍ପତ୍ୟ ଜୀବନ ଉପରେ ପଡ଼ିବା ଆରମ୍ଭ କଲାଣି। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ଦ୍ୱାରା…
ଖୁବ୍ଶୀଘ୍ର ଆମେରିକା ଆକାଶରେ ଉଡିବ କାର, ୩ ଲକ୍ଷ ଡଲାର ଏହାର ମୂଲ୍ୟ, ଏକାସାଙ୍ଗରେ ୨ ଜଣ କରିପାରିବେ ଯାତ୍ରା
ଓ୍ବାଶିଂଟନ,୧।୭: ଆମେରିକାରେ ଖୁବ୍ଶୀଘ୍ର କାରଗୁଡିକ ଆକାଶରେ ନଜର ଆସିବ। ଫେଡେରାଲ ଏୟାର ଆଡମିନିଷ୍ଟ୍ରେଶନ ଆଲେଫ ଏରୋନେଟିକ୍ସର ମଡେଲ-ଏ କାରକୁ ସ୍ବତନ୍ତ୍ର ଏୟାରୱର୍ଥେଶନ ସାର୍ଟିଫିକେଟ ପ୍ରଦାନ କରିଛ। ଏହି ସଂପୂର୍ଣ୍ଣ ଇଲେକ୍ଟ୍ରିକ କାରର ମୂଲ୍ୟ ପ୍ରାୟ ୩୦୦,୦୦୦ଡଲାର ହେବ। କମ୍ପାନୀ ବର୍ତ୍ତମାନ ୫୦୦…
ସଡ଼କ ଦୁର୍ଘଟଣାରେ ୪୮ ମୃତ
ନାଇରୋବି,୧।୭: ପଶ୍ଚିମ କେନିଆର ଲୋଣ୍ଡିଆନିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସାରେ ଘଟିଥିବା ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଏକ ସିପିଂ କଣ୍ଟେନର…
ଇଣ୍ଡୋନେସିଆରେ ୬.୪ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୧।୭: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଶୁକ୍ରବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ମ୍ୟାଗ୍ନିଚ୍ୟୁଡରେ ମାପ କରାଯାଇଛି। ତେବେ ଏ୍ତରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ, ଜଳବାୟୁ ଏବଂ…
ଅଷ୍ଟ୍ରେଲିଆରେ ଇଚ୍ଛାମୃତ୍ୟୁର ବୟସ ୧୮ରୁ ୧୪କୁ ହ୍ରାସ!
କାନବେରା,୩୦।୬:୧୪ବର୍ଷିୟ ନାବାଳିକ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ। ଏପରି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ମସ୍କିଷ୍କ ବିକୃତ ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ କରିବାର ବୟସ ୧୮ରୁ ୧୪ବର୍ଷକୁ ହ୍ରାସ କରିଛନ୍ତି। ଯଦି ଏହି ଆଇନ ପାରିତ ହୁଏ,…
ଫୋନ ଯୋଗେ ମୋଦିଙ୍କ ସହ କଥା ହେଲେ ପୁଟିନ
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଓ୍ବାଗନର ବିଦ୍ରୋହ ଓ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚା ହୋଇଛି। ରୁଷିଆ ରାଷ୍ଟ୍ରପତି ଭବନ…
ଫ୍ରାନ୍ସରେ ହିଂସା: ୮୭୫ଜଣ ଗିରଫ, ଉପଦ୍ରବକାରୀଙ୍କ ମଧ୍ୟରେ ୧୪ବର୍ଷିୟ ନାବାଳକ ସାମିଲ୍
ପ୍ୟାରିସ୍,୩୦।୬:ତିନ ଦିନ ଧରି ଫ୍ରାନ୍ସରେ ହିଂସା ଲାଗି ରହିଛି। ୧୭ବର୍ଷିୟ ନାବାଳକକୁ ପୋଲିସ ଗୁଳିକରି ହତ୍ୟାକୁ ନେଇ ଫ୍ରାନ୍ସର ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରୀମାନେ ଗାଡି, ଦୋକାନ, ବିଦ୍ୟାଳୟ ଏବଂ ସର୍ବସାଧାରଣ ଲାଇବ୍ରେରୀରେ ନିଆଁ ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ,…
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଗୋଲ୍ଡସ୍ମିିଥ୍
ଲଣ୍ଡନ,୩୦।୬:ଋଷି ସୁନକଙ୍କ ସରକାରରେ ଜେଣ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରିଟିଶ ପରିବେଶ ମନ୍ତ୍ରୀ ଜ୍ୟାକ ଗୋଲ୍ଡସ୍ମିଥ୍ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଟେନ୍ ସରକାରଙ୍କ ଜଳବାୟୁ ପ୍ରସଙ୍ଗରେ ଉଦାସୀନତା ନେଇ ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ନିଜ…
ଟଙ୍କା ଦେଇ କେସ୍ ବନ୍ଦ କରିବାକୁ ଚାହୁଁଥିଲା ଜନସନ ଆଣ୍ଡ ଜନସନ କମ୍ପାନୀ, ଭର୍ତ୍ସନା କଲେ କୋର୍ଟ
ଓ୍ବାଶିଂଟନ୍,୩୦।୬:ଜନସନ ଆଣ୍ଡ ଜନସନ କମ୍ପାନୀର ଟାଲକମ୍ ପାଉଡର ଏବଂ ଉତ୍ପାଦରେ କ୍ଷତିକାରକ କାରକ ରହିଛି। ଯାହା କ୍ୟାନସର ସୃଷ୍ଟିକାରୀ ବୋଲି ଏହି କମ୍ପାନୀକୁ ବ୍ୟାନ୍ ଲଗାଇବା ନେଇ ଦାବି କରାଯାଉଛି। ତେବେ କମ୍ପାନୀ ନାଁରେ ହଜାର ହଜାର ମକଦ୍ଦମା କୋର୍ଟରେ ଦାୟର…
ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ
ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ। ବର୍ତ୍ତମାନ…
ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ସଂସଦରେ ବିରୋଧ କରିବେ ବିରୋଧୀ
କଲମ୍ବୋ,୩୦।୬:ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଆର୍ଥିକ ସଙ୍କଟରେ ଥିବା ଶ୍ରୀଲଙ୍କାକୁ ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ଯୋଜନା ପ୍ରଭାବ ପକାଇବା ବୋଲି ବିରୋଧି ଚିିନ୍ତା ଜାହିର କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ…
ପାକିସ୍ତାନରେ ଇଦ୍ ପାଳନ ସମୟରେ ଜେଲ୍ରୁ ପଳାୟନ କଲେ ୧୭କଏଦୀ
ଇସଲାମବାଦ,୩୦।୬:ପାକିସ୍ତାନରେ ଇଦ୍ ପାଳନ ସମୟରେ ୧୭ଜଣ ବନ୍ଦୀ ଜେଲ୍ରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିକାଣ୍ଡରେ ଜଣେ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବାଲୁଚିସ୍ତାନର ଚାମନ ଜେଲରେ ଇଦ୍ ଅବସରରେ ନମାଜ…
Archives


