୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…
ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି। ୨୦୦୫ରେ ଜନ୍ମ ହୋଇଥିବା ଏକ…
ଟ୍ରମ୍ପ ଓକିଲଙ୍କ କୋର୍ଟରେ ଅପିଲ, ୨୦୨୦ ନିର୍ବାଚନ ମାମଲାରେ ବିଳମ୍ବରେ ହେଉ ଶୁଣାଣି
ଓ୍ବାଶିଂଟନ୍,୯।୮: ୨୦୨୦ ନିର୍ବାଚନକୁ ରଦ୍ଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଜିଲା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ଏହି ଅଭିଯୋଗର ଶୁଣାଣି ସମୟକୁ ବିଳମ୍ବ କରିବାକୁ କୋର୍ଟଙ୍କ ପାଖରେ ନିବେଦନ…
ଆଜି ଇସ୍ତଫା ଦେବେ ଶହବାଜ ଶରିଫ!
ଇସଲାମାବାଦ,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଆଜି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ନେତୃତ୍ୱରେ ମିଳିତ ସରକାର ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳିତ ବର୍ଷ ଶେଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ…
ଅଧିକାରୀଙ୍କ ନିଖୋଜ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ! ଚାଇନାର ରଣନୀତିରେ ପରିବର୍ତ୍ତନ…
ବେଜିଂ,୯।୮ : ଉଚ୍ଚ ପଦବୀର ଅଧିକାରୀମାନେ ଚାଇନାରେ କ୍ରମାଗତ ଭାବରେ ଅଦୃଶ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ହୋଇଯାଇଛି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏହାର ରଣନୀତି ବଦଳାଉଛି। ତେବେ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ ର…
ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍କା
ମନେଲା,୯।୮: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୫.୪ ତୀବ୍ରତାରେ ମିଣ୍ଡାନାଓ ଥରି ଉଠିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ସୂଚନାନୁସାରେ ଭୂକମ୍ପ ଭୂମି ଠାରୁ ୧୦କି.ମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା।
ଚାଇନାର ପ୍ରବଳ ବନ୍ୟାରେ ବେହାଲ ରାଜଧାନୀ: ୩୩ମୃତ୍ୟୁ, ୧୮ ନିଖୋଜ
ବେଜିଂ,୯।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ଜୀବନ ର୍ଦୁଃବିସହ ହୋଇପଡିଛି। ତେବେ ବେଜିଂର ଦକ୍ଷିଣ-ପଶ୍ଚିମ ଜୁଜୋଉରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି। ବନ୍ୟା ଜଳ କମିଲେ ମଧ୍ୟ ବନ୍ୟା ପରର ପରିସ୍ଥିତି ବୃଦ୍ଧି ପାଉଛି।…
ତାଇଓ୍ବାନ ନିକଟରେ ଚାଇନାର ୧୧ର ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…
ତାଇପେ,୯।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଚାଇନା କ୍ରମାଗତ ଭାବରେ ତାଇୱାନ ଉପରେ ଚାପ ପକାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାରରୁ ମଙ୍ଗଳବାର ମଧ୍ୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧…
ପାକିସ୍ତାନରେ ରାଜନୈତିକ ଷଡ଼ଯନ୍ତ୍ର: ଇମ୍ରାନଙ୍କ ବିନା ନିର୍ବାଚନ ପାଇଁ ଶୀଘ୍ର ଭଙ୍ଗ ହେବ ସଂସଦ…
ଇସଲାମାବାଦ,୯।୮ : ବୁଧବାର ପାକିସ୍ତାନର ସଂସଦ ଭଙ୍ଗ ହେବାକୁ ଯାଉଛି। ଏହା ପରେ ନିର୍ବାଚନକୁ ତଦାରଖ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଆରମ୍ଭ ହେବ। ଯେଉଁଥିରେ ଦେଶର ଲୋକପ୍ରିୟ ରାଜନେତା ଇମ୍ରାନ ଖାନ ସାମିଲ ହେବେ ନାହିଁ। ଗତ ବର୍ଷ…
ଭିଏତନାମା ଗସ୍ତ କରିବେ ବାଇଡେନ
ଓ୍ବାଶିଂଟନ୍,୯।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେଡ଼ ଭିଏତନାମା ଗସ୍ତ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଭିଏତନାମ ଆମେରିକା ସହ ସମ୍ପର୍କ ବଢାଇବାକୁ ଚାହୁଁଛି ଏବଂ ଏକ ପ୍ରମୁଖ ଅଂଶୀଦାର ହେବାକୁ ଚେଷ୍ଟା କରୁଛି। ତେଣୁ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା…
ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକ ବଦଳାଇଲା, ହାତୁଡ଼ି ଏବଂ ଦା ମାତୃଭୂମି ସ୍ମାରକ ହଟିଲା…
କିଭ୍,୯।୮ : ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକଗୁଡ଼ିକୁ ନଷ୍ଟ କରିଦେଇଛି। ସୋଭିଏତ୍ ଯୁଗର ପ୍ରତୀକକୁ କିଭର ଏକ ପାହାଡ ସ୍ମାରକୀରୁ ହଟାଇଛି। ଏଠାରେ ଥିବା ହାତୁଡ଼ି ଏବଂ ଦା ପ୍ରତୀକ ବଦଳରେ ଏକ ତ୍ରିଶୁଳ ପ୍ରତୀକ ସ୍ଥାପନ କରାଯାଇଛି। ୟୁକ୍ରେନ ମାତୃଭୂମି…
ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ…
ମସ୍କୋ,୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ଦୁଇଟି ଯୁଦ୍ଧ…
ଜି -୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ହେବ ଶୀର୍ଷ ପ୍ରସଙ୍ଗ: ଆମେରିକା
ଓ୍ବାଶିଂଟନ୍,୯।୮: ୟୁକ୍ରେନ-ରୁଷିଆ ଯୁଦ୍ଧ ବର୍ତ୍ତମାନ ବିଶ୍ୱ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ଯୁଦ୍ଧ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହେବ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି…
Archives


