ଅନ୍ତର୍ଜାତୀୟ

ମୋଦିଙ୍କ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଆମେରିକାରେ ନିର୍ବାଚନୀ ପ୍ରଚାର କରିଥିବା ବିରୋଧୀ କହିିଲେ

ଓ୍ବାଶିଂଟନ,୨୩।୯: ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଦି କଥା ଛଳରେ ସେଠାରେ କହିଥିଲେ ଯେ, ‘ଅବ୍‌…

‘ହାଓଡି ମୋଦି’ ଫ୍ଲପ୍‌ ଶୋ’: ପାକିସ୍ତାନ

ଇସ୍‌ଲାମାବାଦ,୨୩।୯: ଆମେରିକାର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରାୟ ୫୦ ହଜାର ଭାରତୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ୱ ଏକ ଐତିହାସିକ କାର୍ଯ୍ୟକ୍ରମ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ହଜମ କରିପାରିନାହିଁ। ଭାରତ ବିରୋଧରେ ସବୁବେଳେ…

ଆସନ୍ତା ମାସରେ ଭାରତ ଆସି ପାରନ୍ତି ଟ୍ରମ୍ପ୍‌: ମୋଦିଙ୍କୁ ଦେଲେ ସଙ୍କେତ

ଓ୍ବାଶିଂଟନ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିପାରନ୍ତି। ଏନେଇ ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥିତ ଭାରତୀୟଙ୍କ ସମ୍ମୁଖରେ ସଙ୍କେତ ଦେଇଛନ୍ତି। ମୋଦି ଏହି କାର୍ଯ୍ୟକ୍ରମରେ ଏଥର ପୁଣି ଟ୍ରମ୍ପ୍‌ ସରକାର ବୋଲି କହିଛନ୍ତି। ଆସନ୍ତା…

ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ ଉପସ୍ଥିତ ହ୍ୟୁଷ୍ଟନ ମେୟର ସିଲଭେଷ୍ଟର ଟର୍ନରଙ୍କୁ ଉପହାର ସ୍ବରୂପ ଏକ ଚାବି ପ୍ରଦାନ କରିଥିଲେ।…

ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ ନାଁ ବାଦ୍‌ ଦିଆଯାଇଥିବାରୁ ଏଥିପାଇଁ ସେମାନେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେମାନେ…

ପାକ୍‌ଠାରୁ ସ୍ବାଧୀନ ହେବାକୁ ସହାୟତା ଲୋଡ଼ିଲେ ବାଲୋଚ, ସିନ୍ଧି ସଙ୍ଗଠନ

ହ୍ୟୁଷ୍ଟନ,୨୩ା୯(ପି.ଟି.): ପାକିସ୍ତାନଠାରୁ ସ୍ବାଧୀନତା ପାଇବା ଲାଗି ବାଲୋଚ, ସିନ୍ଧି ଓ ପାସ୍ତୋ ସମ୍ପ୍ରଦାୟର ପ୍ରତିନିଧିମାନେ ହ୍ୟୁଷ୍ଟନର ଏନ୍‌ଆରଜି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିକ୍ଷୋଭ…

ହ୍ୟୁଷ୍ଟନ ମଞ୍ଚରୁ ଭାରତ-ଆମେରିକାର ଘୋଷଣା: ଆତଙ୍କବାଦ ବିରୋଧରେ ଏକାଠି

ହ୍ୟୁଷ୍ଟନ,୨୨ା୯(ପି.ଟି./ଆଇଏଏନ୍‌ଏସ୍‌)- ଆତଙ୍କବାଦ କେବଳ ଭାରତ କି ଆମେରିକା ପାଇଁ ନୁହେଁ, ବରଂ ସାରା ବିଶ୍ୱ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆତଙ୍କବାଦର ମୁକାବିଲା ପାଇଁ ଭାରତ ଓ ଆମେରିକା ଏକାଠି ହୋଇଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ବିଶ୍ୱ…

ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ: କିଛି ସମୟ ପରେ ଯୋଗଦେବେ ମୋଦି-ଟ୍ରମ୍ପ୍‌

ହ୍ୟୁଷ୍ଟନ୍‌,୨୨।୯: ଆମେରିକାର ହ୍ୟୁଷ୍ଟନରେ ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମ କମ୍ପୁଛି। ଶିଖ୍‌ଙ୍କ ପବିତ୍ର ଗୁରୁବାଣୀ ପ୍ରର୍ଥନା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଛି ସମୟ ଭିତରେ ଯୋଗଦେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ।…

କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଖୁସିରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ କୋଷିକାର କ୍ରିୟାଶୀଳତାକୁ ବୃଦ୍ଧି କରି ନୂତନ ଚିନ୍ତାଧାରା ଉଦ୍ରେକ କରିଥାଏ। ଏନେଇ ମିସିଗାନ ବିଶ୍ୱବିଦ୍ୟାଳୟର…

୧୬ ବର୍ଷୀୟ ସ୍ପର୍ଶଙ୍କ ଶରୀରରେ ୧୩୦ଟି ଫ୍ରାକ୍ଚର: ମୋଦିଙ୍କ ସାମ୍ନାରେ ଗାଇବେ ଜାତୀୟ ସଙ୍ଗୀତ

ହ୍ୟୁଷ୍ଟନ୍‌,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଓଡି ମୋଦିି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ଏହି ମେଗା ଇଭେଣ୍ଟରେ ୫୦ ହଜାରରୁ ଅଧିକ ମୂଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?