ଅନ୍ତର୍ଜାତୀୟ

ଗାଜା ଯୁଦ୍ଧ: ପ୍ରତି ୧୦ ମିନିଟରେ ୩ ପିଲାଙ୍କୁ କରାଯାଉଛି ଆକ୍ରମଣ, ଜଣେ ପିଲାଙ୍କର ଘଟୁଛି ମୃତ୍ୟୁ…

ଜେରୁଜେଲମ,୮।୧୧ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ସବୁଠାରୁ ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଛି। ଏକ ମାସରୁ ଅଧିକ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧରେ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରତ ୧୦ମିନିଟରେ…

ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍‌ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା

ଓ୍ବାଶିଂଟନ୍‌,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ…

ଇଣ୍ଡୋନେସିଆରେ ଭୂକମ୍ପ ଝଟକା

ଜାକର୍ତ୍ତା,୬।୧୧: ଇଣ୍ଡୋନେସିଆର ବାନ୍ଦା ସାଗରରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୯ ରହିଥିବା ଯୁକ୍ତରାଷ୍ଟ୍ରର ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ ପୂର୍ବାହ୍ନ ୧୦.୨୩ ସମୟରେ ଦେଶର…

ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି

ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ…

ସାଂଘାତିକ ସ୍ଥିତିରେ ଯୁଦ୍ଧର ମୋଡ: ଇସ୍ତଫା ଦେଲେ ଏମପି

ଇଂଲଣ୍ଡ, ୮।୧୧: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ବ୍ରିଟେନର ବିରୋଧି ଦଳ ଲେବର ପାର୍ଟିର ଏମପି ଇମ୍ରାନ ହୁସେନ ଇସ୍ତଫା ଦେଇଛନ୍ତି। ଇମ୍ରାନ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଲଗାତାର ଦାବି କରି ଆସୁଥିଲେ। ଏହି କ୍ରମରେ…

ଘରୋଇ ହିଂସା ଅଭିଯୁକ୍ତ ପାଖରେ ରଖି ପାରିବେନି ବନ୍ଧୁକ: ସୁପ୍ରିମକୋର୍ଟଙ୍କ ରାୟ…

ଓ୍ବାଶିଂଟନ,୮।୧୧: ଆମେରିକାର ବନ୍ଧୁକ ନିୟମ ଅନୁଯାୟୀ, ଘରୋଇ ହିଂସା ଅପରାଧୀ ଅବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଅଧିକ ହିଂସା ରୋକିବା ପାଇଁ ପାଖରେ ବନ୍ଧୁକ ରଖିବାକୁ ଦିଆଯାଇ ନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା ଏବଂ ସେମାନଙ୍କୁ…

ଇସ୍ରାଏଲକୁ ପଠାଯାଉଥିଲା ଗୋଳା ବାରୁଦ, ସେନା ଜାହାଜକୁ ଅଧା ବାଟରେ ରୋକିଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ୍‌,୮।୧୧: ଦିନକୁ ଦିନ ଗାଜା ଷ୍ଟ୍ରିପରେ ଯୁଦ୍ଧର ଧ୍ୱଂସଲୀଳା ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଅନେକ ସହରରେ ଗାଜା ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀମାନେ ତୁରନ୍ତ ଯୁଦ୍ଧ ବିରାମ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ହେଲା ଚାଲିଛି। ଯେଉଁଠାରେ ଅଧିକାଂଶ ଦେଶ ଗାଜା ଷ୍ଟ୍ରିପରେ ଚାଲିଥିବା ଇସ୍ରାଏଲ ଆକ୍ରମଣକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏଥି ସହିତ କେତେକ ଇସଲାମ ସଂଗଠନ ଏବଂ…

ଗାଜା ପାଲଟିଛି ପିଲାଙ୍କ କବରସ୍ତାନ: ଜାତିସଂଘ…

ଜେନେଭା,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ମାସ ବିତିଗଲାଣି। ଏହି ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ଯୋଗୁ ଗାଜା ଷ୍ଟ୍ରିପର ଅବସ୍ଥା ଖରାପ…

ସମୁଦ୍ରରୁ ବାହାରିବ ୩୧୫ବର୍ଷର ଜାହାଜ, ଭରି ରହିଛି ମୂଲ୍ୟବାଦ ଧାତୁ

ବୋଗଟା, ୮।୧୧: ସମୁଦ୍ରରେ ବୁଡିଯାଇଥିବା ୩୧୫ବର୍ଷର ଜାହାଜ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କଲମ୍ବିଆ ସରକାର କ୍ୟାରିବିୟାନ ସମୁଦ୍ରରେ ବଡିଯାଇଥିବା ‘ସ୍ୟାନ ଜୋସେ’ ଜାହାଜକୁ ବାହାର କରିବେ । ଜାହାଜରେ ସୁନା, ରୁପା ସମେତ ବିଭିନ୍ନ ମୂଲ୍ୟବାନ ଧାତୁ ଭରି…

ଯୁଦ୍ଧରେ ଯୋଗଦେବାକୁ ଚେତାବନୀ ଦେଲା ଇରାନ, ଘେରାଉ କରିବାକୁ ଆମେରିକା ପଠାଇଲା ପରମାଣୁ…

ଓ୍ବାଶିଂଟନ୍‌,୭।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ସାମିଲ ହେବା ନେଇ ଚେତାବନୀ ଦେଇଛି। ତେବେ ଇରାନକୁ ସତର୍କ କରାଇ ଆମେରିକା ପର୍ସିଆନ ଗଲ୍ଫକୁ ପରମାଣୁ ବୁଡାଜାହାଜ ପଠାଇଛି। ଇସ୍ରାଏଲକୁ ଗାଜା ସୀମାରେ ଯୁଦ୍ଧ ରୋକିବା ପାଇଁ…

୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା, ତାପରେ ଏପରି ହେଲା…

ଲଣ୍ଡନ,୭।୧୧ : ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଦୁଇଟି ଝରକା ବିନା ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ଏହାକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନଟି ନଅ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?