ଅନ୍ତର୍ଜାତୀୟ

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏଭଳି ମାଛ, ଯାହାର ଦାମ୍‌ ଜାଣିଲେ…

ଇସଲାମାବାଦ,୧୦।୧୧: ରାତାରାତି କୋଟିପତି ହେବାର କାହାଣୀ ଆମେ ପ୍ରାୟତଃ ଶୁଣିଛୁ। ହେଲେ ବାସ୍ତବ ଜୀବନରେ ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ରାତାରାତି କୋଟିପତି ହେବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପାକିସ୍ତାନର…

ବିଶ୍ୱ ବଜାରରେ ୧୨ ବର୍ଷ ସର୍ବୋଚ୍ଚ ସ୍ତରରେ ଚିନି ଦାମ୍, ଜାଣନ୍ତୁ ଭାରତରେ ବଢିବ କି ଦାମ୍?

ନୂଆଦିଲ୍ଲୀ,୧୦।୧୧: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ…

ଭାରତ ସହ ସମ୍ପର୍କକୁ ସୁଧାରିବାକୁ ଚାହୁଁଛି କାନାଡା

ଓଟାଓ୍ବା,୧୦।୧୧: ଏବେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ କାନାଡାର ବୈଦେଶିକ ମନ୍ତ୍ରୀ ମେଲିନ ଜଲି କହିଛନ୍ତି ଯେ ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ସହ ଯୋଗାଯୋଗରେ…

ଇସ୍ରାଏଲରେ ମାତାପିତା ପୁଅର ଶୁକ୍ରାଣୁକୁ ରଖିପାରିବେ, ଯୁଦ୍ଧ ସମୟରେ ସନ୍ତକକୁ ଜୀବନ୍ତ ରଖିବାର ଏକ ପ୍ରୟାସ

ଜେରୁଜେଲମ,୧୦।୧୧: କେବଳ ସ୍ମୃତି ନୁହେଁ ଜୀବନ୍ତ ସ୍ମୃତି ମଧ୍ୟ ଆମ ଆଖି ଆଗରେ ରହିଥାଏ, ଇସ୍ରାଏଲ ସରକାର ଶୁକ୍ରାଣୁ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ହମାସ ସହିତ ଚାଲିଥିବା ଯୁଦ୍ଧରେ ନିହତ ହୋଇଥିବା ସୈନିକମାନଙ୍କର ମାତାପିତା ବର୍ତ୍ତମାନ ସେମାନଙ୍କର ବଳିଦାନ ପୁତ୍ରର…

ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରତିଦିନ ଜଣେ ଖବରଦାତାଙ୍କର ହେଉଛି ମୃତ୍ୟୁ

ଜେରୁଜେଲମ,୧୦।୧୧: ଗାଜା-ଇସ୍ରାଏଲ ଯୁଦ୍ଧରେ ପ୍ରତିଦିନ ୧ରୁ ଅଧିକ ଖବରଦାତାଙ୍କୁ ହତ୍ୟା କରାଯାଉଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି ଅନୁଯାୟୀ, ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଗାଜା-ଇସ୍ରାଏଲ ଯୁଦ୍ଧ ସବୁଠାରୁ ଘାତକ ବିବାଦ ହୋଇଛି। ଏହି କମିଟି କହିଛି ଯେ ଯୁଦ୍ଧ ଆରମ୍ଭ ହେବାର…

ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ମଞ୍ଜୁରୀ ଦେଲା ଆମେରିକା

ନୂଆଦିଲ୍ଲୀ,୧୦/୧୧: ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ(ଏଫଡିଏ) ଆଡମିନଷ୍ଟ୍ରେସନ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏକ ସମ୍ଭାବ୍ୟ…

ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ସାମିଲ କରିବ ବ୍ରିଟେନ

ଲଣ୍ଡନ,୧୦।୧୧: ବ୍ରିଟେନ ସରକାର ଘୋଷଣା କରିଛନ୍ତି ଯେ ସେ ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ଯୋଗ କରିବେ। ଏହା ପରେ ଭାରତରୁ ବେଆଇନ ଭାବେ ଯାତ୍ରା କରୁଥିବା ଲୋକଙ୍କୁ ଫେରିବା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଆହୁରି ମଧ୍ୟ, ଅନ୍ୟ ନାଗରିକଙ୍କ ଦ୍ୱାରା…

ସବୁ ଜୀବନର ମୂଲ୍ୟ ସମାନ

ପ୍ୟାରିସ୍‌,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍‌ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ…

କାଲି ମାନିଲା, ଆଜି ଆକ୍ରମଣ

ଜେରୁଜେଲମ୍‌,୧୦ା୧୧: ଗୁରୁବାର ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି ହୋଇଥିବା ବେଳେ ଶୁକ୍ରବାର ଅତି କମ୍‌ରେ ୩ଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ଗାଜାର ଜଣେ ଅଧିକାରୀ କହିଛନ୍ତି ଆଜି ଇସ୍ରାଏଲ ତିନୋଟି ଡାକ୍ତରଖାନା ଉପରେ ଏୟାର୍‌ଷ୍ଟ୍ରାଇକ୍‌ କରିଛି ଏବଂ…

୮ ଭାରତୀୟଙ୍କୁ ‘ଇକୋ ଓସ୍କାର’

ସିଙ୍ଗାପୁର,୧୦ା୧୧:‘ଇକୋ ଓସ୍କାର’ ଭାବେ ପରିଚିତ ୨୦୨୩ର ଆର୍ଥଶଟ୍‌ ପୁରସ୍କାର ଭାରତରୁ ୮ ଜଣଙ୍କୁ ମିଳିଛି। ପ୍ରିନ୍ସ ଓ୍ବିଲିୟମ୍‌ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ। ପୁରସ୍କାର ବାବଦରେ ବିଜେତାଙ୍କୁ ୧ ନିୟୁତ ପାଉଣ୍ଡ ମିଳିବ। ୨୦୧୩ରେ ଏସ୍‌୪ଏସ୍‌ର ଟେକ୍‌ନୋଲୋଜିର ପ୍ରତିଷ୍ଠା କରିଥିବା ନିଧି…

ଓ୍ବାଶିଂଟନ୍‌ ପୋଷ୍ଟ୍‌ରେ ବିବାଦୀୟ କାର୍ଟୁନ ‘ହମାସ୍‌’

ଓ୍ବାଶିଂଟନ୍‌,୧୦ା୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବ୍ୟଙ୍ଗଚିତ୍ର କରି ‘ଗାର୍ଡିଆନ୍‌’ର ସବୁଠୁ ପୁରୁଣା କାର୍ଟୁନିଷ୍ଟ ଚାକିରିରୁ ବିଦାହେବାର କିଛି ସପ୍ତାହ ପରେ ପାଶ୍ଚାତ୍ୟର ଆଉ ଏକ ଖବରକାଗଜରେ ପ୍ରକାଶିତ ଏକ କାର୍ଟୁନ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକୀୟ ଦୈନିକ ‘ଓ୍ବାଶିଂଟନ୍‌ ପୋଷ୍ଟ୍‌’ର…

ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ରାଜି

ଜେରୁଜେଲମ୍‌/ଓ୍ବାଶିଂଟନ,୧୦ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଗାଜାଠାରୁ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?