ଅନ୍ତର୍ଜାତୀୟ

କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷମ: ଚାରିଆଡୁ ଗୁଳିମାଡ, ହାତବାନ୍ଧି ବସିଛି ପୋଲିସ

ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଚରମରେ ପହଞ୍ଚିଛି। ଚାପା ଅସନ୍ତୋଷ ମଧ୍ୟରେ ଦୁଇଦେଶର ବିବାଦ ଘନେଇବାରେ ଲାଗିଛି। ତେବେ ଏହାରି ଭିତରେ ସୂଚନା ମିଳିଛି କି କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ବିଗିଡବାରେ ଲାଗିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି…

ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୫ ମୃତ, ଶହେରୁ ଅଧିକ ଆହତ

ବେଜିଂ,୨୩।୯: ଦକ୍ଷିଣ ତାଇଓ୍ବାନରେ ଏକ ବଡ ଦୁର୍ଘଟରା ହୋଇଛି। ଏଥିରେ କେତେଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗଲ୍ଫ ବଲ ଫ୍ୟାକ୍ଟ୍ରିରେ ହଠାତ ନିଆଁ ଲାଗି ଯାଇଛି, ଆଉ ଏହାପରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହାରିସଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓ୍ବାଶିଂଟନ୍‌,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ୫୮ ବର୍ଷିୟ ହାରିସ ବନ୍ଧୁକ ହିଂସା ନିବାରଣର ନୂତନ ହ୍ବାଇଟ ହାଉସ କାର୍ଯ୍ୟାଳୟର ନେତୃତ୍ୱ ନେବେ, ଯାହା ଏହି ପ୍ରସଙ୍ଗରେ ସମନ୍ବୟ ପ୍ରଦାନ କରିବ।…

ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଋଷି ସୁନକ

ଲଣ୍ଡନ,୨୩।୯: ବ୍ରିଟେନରେ ଏବେ ସିଗାରେଟ ଉପରେ ପ୍ରତିବନ୍ଧକ ଲାଗିପାରେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଦ ଗାର୍ଡିଆନ କହିଛି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛନ୍ତି, ଯାହା ଫଳରେ ଅଗାମୀ ପିଢି…

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା: ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲିଙ୍କ ଦାବି

ଓ୍ବାଶିଂଟନ୍‌,୨୩।୯: ଚାଇନାକୁ ଆମେରିକା ଏବଂ ବିଶ୍ୱ ପାଇଁ ଏକ ବିପଦ ବୋଲି ବର୍ଣ୍ଣନା କରି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଦାବି କରିଛନ୍ତି ଯେ, ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକ୍କି ହେଲିି…

ଆମେରିକାର ଚେତାବନୀ, ବାଂଲାଦେଶ ନିର୍ବାଚନକୁ ‘ଦୁର୍ବଳ’ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଭିଜା ଉପରେ ଲାଗିବ ପ୍ରତିବନ୍ଧକ

ଢାକା,୨୩।୯: ଦକ୍ଷିଣ ଏସିଆ ଦେଶରେ ହେବାକୁ ଥିବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ବା ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପଦକ୍ଷେପ ନେଉଛି ବୋଲି ଚେତାବନୀ ଦେଇଛି।…

ଭାରତ, ଇସ୍ରାଏଲ, ୟୁଏଇ, ଆମେରିକା ମିଳିତ ମହାକାଶ ଉଦ୍ୟୋଗର କଲେ ଘୋଷଣା, ୱେବସାଇଟ ମଧ୍ୟ ଲଞ୍ଚ ହୋଇଛି

ନ୍ୟୁୟର୍କ,୨୩।୯: ଆଇ୨ୟୁ୨ ଗ୍ରୁପ ଅଫ ଇଣ୍ଡିଆ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ଏକ ନୂତନ ମିଳିତ ମହାକାଶ ଉଦ୍ୟୋଗ ଘୋଷଣା କରିଛନ୍ତି। ନୀତି ନିର୍ମାତା, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ ଭିତ୍ତିକ ଉପକରଣ…

ପୋଲିସ ଗୁଳିରେ ୬ ମୃତ, ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଛି ଅପରେଶନ

ବ୍ରାସିଲିଆ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଅପରେଶନ ଆରମ୍ଭ କରି ଅତି କମରେ ୬ ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରିଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ଗ୍ରହଣ କରାଯାଇଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଯେଉଁଠାରେ ୨.୯ ନିୟୁତରୁ ଅଧିକ…

ଜମ୍ମୁ-କଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ,୨୩।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ ଭାରତ ଟାର୍ଗେଟ୍‌ କରି ପଡୋଶୀ ଦେଶକୁ ଏହି ତିନୋଟି ପ୍ରସଙ୍ଗରେ ଉନ୍ନତି ଆଣିବାକୁ…

ବ୍ରାଜିଲ ପୋଲିସ ଅପରେଶନରେ ୬ ମୃତ୍ୟୁ, ଅପରାଧୀଙ୍କ ବିରୋଧରେ ଚାଲିଛି ମେଗା ଅପରେଶନ

ରିଓ ଡି ଜେନେରିଓ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଏକ ଅପରେଶନ ଆରମ୍ଭ କରି ଅତି କମରେ ୬ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲା। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଏଥିରେ ୨.୯ ନିୟୁତରୁ…

‘ହିନ୍ଦୁଙ୍କୁ ସର୍ବଦା ସ୍ବାଗତ’, ଖଲିସ୍ତାନୀଙ୍କ ଧମକ ପରେ ହିନ୍ଦୁଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଲିଭରେ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ…

ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ଚିନ୍ତିତ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୨୩।୯: ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ଦେଶ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟେନି ବ୍ଲିଙ୍କେନ୍‌ ମଧ୍ୟ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି , ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ବହୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri