ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ
ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ...
ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…
ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର...
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ ହୋଇଛି। ପାକିସ୍ତାନ ସରକାର ହଠାତ୍ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଆହୁରି ୧୮...
ମାଉଇ ଜଙ୍ଗଲରେ ନିଆଁ: ୧୦୧ ମୃତ
ଓ୍ବାଶିଂଟନ୍,୧୬।୮: ଆମେରିକାରେ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହାୱାଇର ମାଉଇ ଦ୍ୱୀପରେ ଜଙ୍ଗଲରେ ନିଆଁ ଲାଗି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ନିଆଁରେ ଏପର୍ଯ୍ୟନ୍ତ ୧୦୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ...
ବହୁପକ୍ଷୀୟ ବ୍ୟବସ୍ଥା ବଜାୟ ପାଇଁ ଭାରତ ଗ୍ରହଣ କରିଛି ପ୍ରମୁଖ ଭୂମିକା: କାମ୍ବୋଜ …
ଜେନେଭା,୧୬।୮ : ଭାରତର ୭୭ ତମ ସ୍ବାଧୀନତା ଦିବସ ଅବସରରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତର ସ୍ଥାୟୀ ଉତ୍ତରାଧିକାରୀଙ୍କୁ ଆଗେଇ ନେବାରେ ବିଶ୍ୱ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। କାମ୍ବୋଜ...
ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କଲା ରୁଷିଆ: ୩ ମୃତ, ବହୁ ଆହତ…
କିଭ,୧୬।୮ : ରୁଷିଆ ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳ ଏବଂ ପୋଲାଣ୍ଡ ସୀମା ନିକଟରେ ଭୋଲିନ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଲୁଟସ୍କର ସ୍ବଡେନ ଏସକେଏଫ କାରଖାନାର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ...
ଲିବିୟାରେ ରକ୍ତାକ୍ତ ସଂଘର୍ଷ: ୨୭ ମୃତ, ୧୦୦ରୁ ଅଧିକ ଆହତ…
ତ୍ରିପୋଲି,୧୬।୮ : ଲିବିୟାରେ ପ୍ରତିଦ୍ୱନ୍ଦ୍ୱୀ ମିଲିସିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ଲିବିୟାର ରାଜଧାନୀ ତ୍ରିପୋଲରେ ଏହି ସଂଘର୍ଷ ଘଟିଛି। ଏଠାରେ ବାସ କରୁଥିବା ଲୋକେ...
ଉଡାଣ ପୁର୍ବରୁ କାଠମାଣ୍ଡୁ-ଦିଲ୍ଲୀ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି
କାଠମାଣ୍ଡୁ,୧୬।୮: ଏୟାର ଇଣ୍ଡିଆର କାଠମାଣ୍ଡୁ-ଦିଲ୍ଲୀ ବିମାନ ମଙ୍ଗଳବାର କାଠମାଣ୍ଡୁ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁବାସ ଝା କହିଛନ୍ତି ଯେ, ଉଡାଣ ଭରିବାକୁ ଥିବା ବିମାନର ଲ୍ୟାଡିଙ୍ଗ୍...
ଜାତିସଂଘରେ ଆଫଗାନିସ୍ତାନ ମହିଳାଙ୍କ ପକ୍ଷରୁ ଶିକ୍ଷା ଅଧିକାର ଦାବି…
କାବୁଲ,୧୬।୮ : ଦୁଇ ବର୍ଷ ପୂର୍ବେ ତାଲିବାନ ସରକାର କ୍ଷମତାକୁ ଫେରିବା ପରେ ୧.୧ ମିଲିୟନରୁ ଅଧିକ ବାଳିକା ଓ ମହିଳାଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ବାରଣ କରାଯାଇଛି। ଏନେଇ ଇଞ୍ଜିନିୟରିଂ ଛାତ୍ରୀ ସୋମାୟା ଫାରୁକି ଦୁଇ...
ଆମେରିକୀୟ ସେନା ମଧ୍ୟରେ ଜାତିଗତ ଭେଦଭାବ: ଉତ୍ତର କୋରିଆର ଦାବି…
ପ୍ୟୋଙ୍ଗୟାଙ୍ଗ,୧୬।୮: ଜଣେ ଆମେରିକୀୟ ସୈନିକ ଉତ୍ତର କୋରିଆରେ ପ୍ରବେଶ କରିବା ମାମଲାରେ ଉତ୍ତର କୋରିଆ ଅନେକ ଦାବି କରିଛି। ପ୍ୟୋଙ୍ଗୟାଙ୍ଗ ବୁଧବାର ଦାବି କରିଛି ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ଅସଦାଚରଣ ଏବଂ ଜାତିଗତ ଭେଦଭାବ ଯୋଗୁ ଏହି ସୈନିକ...
ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍ ପଠାଇଲେ ବିଚାରପତି
ଓ୍ବାଶିଂଟନ୍,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ ହଠାତ୍ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଘରକୁ ଆସିବା...
ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ
ଓ୍ବାଶିଂଟନ୍,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଆମେରିକାର ହୱାଇର ମାଉଇସ୍ଥିତ ଜଙ୍ଗଲରେ ନିଆଁ...
Archives


