ପାକିସ୍ତାନରେ ପହଞ୍ଚିବେ ନଓ୍ବାଜ, ସ୍ବାଗତ ପାଇଁ ମୁସଲିମ ଲିଗ୍ କରିଛି ସ୍ବତନ୍ତ୍ର ପ୍ରସ୍ତୁତି
ଇସଲାମବାଦ,୨୧।୧୦: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍ରେ ପ୍ରବେଶ କରି ସାରିଛି।…
ପାକିସ୍ତାନକୁ ଲୁଚାଛପା ଭାବେ ବାଲେଷ୍ଟିକ ମିଶାଇଲ ଉପକରଣ ଦେଉଛି ଚାଇନା, ଧରିଲା ଆମେରିକା
ଓ୍ବାଶିଂଟନ,୨୧।୧୦: ଚାଇନା କମ୍ପାନୀଗୁଡିକ ବିରୋଧରେ ଆମେରିକା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ବାଲିଷ୍ଟିକ ମିଶାଇଲ ବା କ୍ଷେପଣାସ୍ତ୍ର ଉପକରଣ ଯୋଗାଇବା ପାଇଁ ଏହା ତିନୋଟି ଡ୍ରାଗନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆନ୍ତର୍ଜାତୀୟ ଆଣବିକ ବିସ୍ତାର ଏବଂ ନିରସ୍ତ୍ରୀକରଣ ଶାସନ…
ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା
କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ପରେ…
‘ଗାଁରେ ପଶି ୟୁକ୍ରେନ ମହିଳାଙ୍କୁ କରାଯାଉଛି ବଳାତ୍କାର’,ରୁଷିଆ ସେନା ଉପରେ ଯୁଦ୍ଧ ଅପରାଧର ଅଭିଯୋଗ
କ୍ୱିଭ,୨୧।୧୦: ମିଳିତ ଜାତିସଂଘର ସ୍ବତନ୍ତ୍ର ଆୟୋଗ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି ଯେଉଁଥିରେ ରୁଷିଆ ବିରୋଧରେ ଅନେକ ଅଭିଯୋଗ କରାଯାଇଥିଲା ଏବଂ ଏହାର ପ୍ରମାଣ ଥିବା ଦାବି କରାଯାଇଥିଲା। ଶୁକ୍ରବାର ଅର୍ଥାତ୍ ୨୦ ଅକ୍ଟୋବର ୨୦୨୩ରେ ଆୟୋଗ ଏକ ରିପୋର୍ଟ ଉପସ୍ଥାପନ…
ହମାସ ଶିବିର ଉପରେ ସାରା ରାତି ଆକ୍ରମଣ କଲେ ଇସ୍ରାଏଲ ସେନା
ଜେରୁଜେଲମ,୨୧।୧୦: ଗାଜାରେ ରାତାରାତି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜବାଲିଆର ଅଲ-ମୋତୱକ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ…
ଇସ୍ରାଏଲ ବିରୋଧୀ ପୋଷ୍ଟ କରି ଚାକରି ହରାଇଲେ ମହିଳା ବ୍ୟାଙ୍କ କର୍ମଚାରୀ
ଜେରୁଜେଲମ,୨୧।୧୦: ଅକ୍ଟୋବର ୭ ସକାଳେ ଆତଙ୍କବାଦୀ ସଂଗଠନ ହମାସର ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ସାଢେ ୫ହଜାରରୁ ଅଧିକ ଲୋକ ଜୀବନ ଗଲାଣି। ଇସ୍ରାଏଲ ଏବଂ ହମାସ…
ଟ୍ରମ୍ପ ଦେବେ ଜରିମାନା
ଓ୍ବାଶିଂଟନ୍,୨୧।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କ୍ରମାଗତ ଭାବେ ବଢିବାରେ ଲାଗିଛି। ଟ୍ରମ୍ପଙ୍କ ମାମଲାର ଶୁଣାଣି ସମୟରେ ଫେଡେରାଲ କୋର୍ଟର ବିଚାରପତି ଜାଣିବାକୁ ପାଇଥିଲେ ଯେ, ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ସେ ପାଳନ କରୁନାହାନ୍ତି। ସେଥିଲାଗି କୋର୍ଟ…
ଯୁଦ୍ଧ ଲାଗି ବୈଷୟିକ କ୍ଷେତ୍ରରେ ପ୍ରଭାବ: ଓ୍ବେବ ଶିଖର ସମ୍ମିଳନୀରେ ଯୋଗଦେବେନି ଗୁଗଲ-ମେଟା
ଓ୍ବାଶିଂଟନ୍,୨୧।୧୦: ଓ୍ବେବ ଶିଖର ସମ୍ମିଳନୀ ଟେକ୍ନୋଲଜି ସେକ୍ଟରରେ ଏକ ବାର୍ଷିକ ଇଭେଣ୍ଟ ଅଟେ। ଯେଉଁଥିରେ ସାରା ବିଶ୍ୱର ବୈଷୟିକ ଉଦ୍ୟୋଗର ନିଗ୍ଗଜ କମ୍ପାନୀଗୁଡିକ ଭାଗନେଇଥାନ୍ତି। ସବୁ କମ୍ପାନୀକୁ ଗୋଟିଏ ସ୍ଥାନରେ ଏକାଠି ଆଣିବା ପାଇଁ ଏହି ସମ୍ମିଳନୀ ସାହାର୍ଯ୍ୟ କରିଥାଏ। ତେବେ…
୧୫ ଦିନ ଯୁଦ୍ଧ ମଧ୍ୟରେ ୫,୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ
ଜେରୁଜେଲମ,୨୧।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୫ ଦିନ ହୋଇଗଲାଣି। ଏହାରି ଭିତରେ ଏବେ ପର୍ଯ୍ୟନ୍ତ ୫,୫୩୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ ରୁ ଅଧିକ। ଅନ୍ୟପକ୍ଷରେ ଗାଜା…
ଏଚ୍୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବାଇଡେନ ସରକାର, ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ
ଓ୍ବାଶିଂଟନ,୨୧।୧୦: ଆମେରିକାର ବାଇଡେନ ସରକାର ଆମେରିକାରେ କାମ କରିବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଏଚ୍୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଦେଶୀ ଶ୍ରମିକମାନଙ୍କ ଦକ୍ଷତାକୁ ସୁଦୃଢ ଼ କରିବା, ବିଦେଶୀ ଛାତ୍ରମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ…
କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ ଆମେରାକା ଚିନ୍ତିତ
ଓ୍ବାଶିଂଟନ,୨୧।୧୦: କାନାଡା କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଆମେରିକା ଆଶା କରୁଛି ଭାରତ କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅନୁଯାୟୀ ନିଜର ଦାୟିତ୍ୱର…
ପୁଟିନ୍ ହମାସ୍ ସଦୃଶ
ଓ୍ବାଶିଂଟନ୍,୨୧ା୧୦: ଇସ୍ରାଏଲ ଓ ୟୁକ୍ରେନ୍କୁ ଯୁଦ୍ଧରେ ସମର୍ଥନ ପାଇଁ ଆମେରିକୀୟମାନେ ଆହୁରି ଅନେକ ବିଲିୟନ୍ ଡଲାର ଖର୍ଚ୍ଚ କରିବା ଉଚିତ। ଦେଶବାସୀଙ୍କୁ ଏହା ବୁଝାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ନୂଆ ମିଶନ ଆରମ୍ଭ କରିଛନ୍ତି। ଆମେରିକା ହିଁ ବିଶ୍ୱରୁ…
Archives


