ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଜଣେ ଇହୁଦି ଥିଲେ, ହିଟଲରଙ୍କ ଠାରୁ ବର୍ତ୍ତିବାକୁ କରିଥିଲେ ଏହି କାମ
ନୂଆଦିଲ୍ଲୀ,୨୦ା୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ କେବେ ଶେଷ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ଇସ୍ରାଏଲ ଆତଙ୍କୀ ସଂଗଠନ ହମାସକୁ ସମୂଳେ ନାସ କରିବାକୁ ଶପଥ ନେଇଛି, ଯେଉଁଠି ପାଇଁ ହଜାର ହଜାର ଲୋକେ…
ପ୍ରେମିକଙ୍କଠାରୁ ଅଲଗା ହେବେ ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ୍,୨୦ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ତାଙ୍କର ଦୀର୍ଘଦିନର ପ୍ରେମିକ ତଥା ଟେଲିଭିଜନ ସାମ୍ବାଦିକ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା କରିଛନ୍ତି। ମେଲୋନି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ (ପୂର୍ବରୁ ଟୁଇଟର)ରେ ଲେଖିଛନ୍ତି, ‘ଆଣ୍ଡ୍ରେଆ ଜିଆମ୍ବ୍ରୁନୋଙ୍କ…
‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା
ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…
ଥରିଲା ଇରାନ, ୭ ଆହତ
ତେହରାନ,୨୦ା୧୦: ଇରାନରେ ଶୁକ୍ରବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୯ ଥିଲା। ସୂଚନାନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖାନେ ଜେନିଆନରେ ହୋଇଛି। ଏହା ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି।…
ଯୁଦ୍ଧ ମଧ୍ୟରେ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଉତ୍ତର କୋରିଆ
ପୋଙ୍ଗୟାଙ୍ଗ,୨୦।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଦାବି ହେଉଛି ଯେ, ହମାସ ଯୋଦ୍ଧାମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଇସ୍ରାଏଲ ଦ୍ୱାରା ଜବତ ହୋଇଥିବା ହମାସ ଭିଡିଓ ଏବଂ ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି…
୪୧ କୂଟନୀତିଜ୍ଞଙ୍କୁ ଡକାଇଲା କାନାଡା, ନିଜାର ବିବାଦ ପରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଭାରତ
ଓଟାଓ୍ବା,୨୦।୧୦: ଭାରତରେ ଥିବା ନିଜର ୪୧ କୂଟନୀତିଜ୍ଞଙ୍କୁ କାନାଡା ଡକାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ କ ସିଂ ନିଜାରଙ୍କ ହତ୍ୟା ମାମଲାକୁ ନେଇ ଭାରତ ଉପରେ ଅଭିଯୋଗ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। ଗୁରୁବାର…
ସର୍ବସାଧାରଣରେ ଅପମାନିତ ହେଲେ ପୁଟିନ
ବେଜିଂ,୨୦।୧୦: ଆଜିକାଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ବେଜିଂରେ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର ତୃତୀୟ ବାର୍ଷିକୀ ପାଳନ ପାଇଁ ରୁଷିଆ ରାଷ୍ଟ୍ରପତି ଅତିଥି ଭାବରେ ଚାଇନାରେ ପହଞ୍ଚିଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂର…
ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଲାଗିପଡିଛନ୍ତି ହମାସ-ରୁଷିଆ
ଓ୍ବାଶିଟନ୍,୨୦।୧୦: ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ହମାସ-ରୁଷିଆ ଲାଗିପଡିଛନ୍ତି। ୟୁକ୍ରେନ ଏବଂ ଇସ୍ରାଏଲ ଆମେରିକାର ସ୍ବାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶକୁ ସହାୟତା ଯୋଗାଇବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଭିନ୍ନ ବିପଦର ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ସମାନ…
ଚାଇନା ପାଖରେ ୫୦୦ରୁ ଅଧିକ ପରମାଣୁ ବୋମା ଅଛି: ପେଣ୍ଟାଗନର ଦାବି
ଓ୍ବାଶିଂଟନ୍,୧୯।୧୦: ଚାଇନା ପାଖରେ ୫୦୦ରୁ ଅଧିକ ପରମାଣୁ ବୋମା ଥିବା ନେଇ ଗୁରୁବାର ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଦାବି କରିଛି । ଏହା ନୂତନ ଆନ୍ତ ମହାଦ୍ୱୀପୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ବିକଶିତ କରୁଛି। ପେଣ୍ଟାଗନ ଅନୁଯାୟୀ, ୨୦୩୦ ସୁଦ୍ଧା…
ଇସ୍ରାଏଲରୁ ବାଇଡେନ ବିଦାୟ ନେବା ପରେ ଆମେରିକା ସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ
ନୂଆଦିଲ୍ଲୀ, ୧୯।୧୦: ଇସ୍ରାଏଲରୁ ବାଇଡେନ ଫେରିବାର କେଇଘଣ୍ଟା ପରେ ସିରିୟାରେ ଥିବା ଆମେରିକାର ଦୁଇଟି ସେନା କ୍ୟାମ୍ପ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ…
ହମାସ ବିରୋଧ ଲଢେଇରେ ଇସ୍ରାଏଲର ଅଧିକାରଙ୍କୁ ସମର୍ଥନ କରୁଛି ବିଟ୍ରେନ: ସୁନକ
ଜେରୁଜେଲମ,୧୯।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲ ଗସ୍ତ କରିଛନ୍ତି। ଏହି ସମୟରେ ସୁନକ ଇସ୍ରାଏଲର ଅଧିକାରକୁ ସମର୍ଥନ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବ୍ରିଟେନ ଇସ୍ରାଏଲର ନିଜକୁ ରକ୍ଷା…
ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ
ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…
Archives


