ଅନ୍ତର୍ଜାତୀୟ

‘ଗାଜାରୁ ବାହାରିବା ସାଧାରଣ ଜନତାଙ୍କ ପାଇଁ ହୋଇ ପଡିଛି ମୁସ୍କିଲ’, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ କହିଲା ବୈଦେଶିକ ମନ୍ତ୍ରଣାଳୟ

ଇସ୍ରାଏଲ/ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ ଭାରତୀୟ ନାଗରିକଙ୍କୁ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ୧୮ ଜଣ…

ନେତାନ୍ୟାହୁ କହିଲେ ଏହା ପୂରା ସଭ୍ୟ ସମାଜର ଲଢେଇ, ସୁନକ କହିଲେ ଆମେ ତୁମ ସହ ଅଛୁ

ଜେରୁଜେଲମ,୧୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ୧୩ ଦିନ ହୋଇଗଲାଣି। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ରୁ ଅଧିକ। ଅନ୍ୟପକ୍ଷରେ ଗାଜା…

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ, ୫ ଜି ମୋବାଇଲ ବିକ୍ରି ହ୍ରାସ ପରେ ନିଷ୍ପତି

ନୂଆଦିଲ୍ଲୀ, ୧୯।୧୦: ଟେଲିକମ ଦୁନିଆର ପ୍ରତିଷ୍ଠିତ କମ୍ପାନୀ ନୋକିଆ ସମ୍ପର୍କରେ ବଡ଼ ଖବର ଆସିଛି, ଯେଉଁଥିପାଇଁ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି। ନୋକିଆ ଏହାର ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି। ତୃତୀୟ କ୍ୱାର୍ଟରରେ କମ୍ପାନୀର ୫ ଜି ଉତ୍ପାଦ…

ନୱାଜ ଶରିଫଙ୍କ ପାକିସ୍ତାନ ଆସିବାର ରାସ୍ତା ସଫା, ୨ ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଇସଲାମାବାଦ,୧୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ପାକିସ୍ତାନ ଆସିବାର ରାସ୍ତା ସଫା ହୋଇଯାଇଛି। ଆଭେନ୍ଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ନୱାଜ ଶରିଫଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ଆଶ୍ୱସ୍ତି ସ୍ବଳ୍ପ ମିଆଦି ଅଟେ…

ଇସ୍ରାଏଲରେ ପହଞ୍ଚିଲେ ଋଷି ସୁନକ

ଲଣ୍ଡନ,୧୯ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲରେ ପହଞ୍ଚି ହମାସ୍‌ ସହ ଦେଶର ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ପୂର୍ବରୁ ଟୁଇଟର ଭାବେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ରେ ସୁନକ ଲେଖିଛନ୍ତି, ମୁଁ ଇସ୍ରାଏଲରେ ଅଛି, ଦୁଃଖରେ…

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…

ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି…

ହିଜବୁଲ୍ଲ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଆଇଡିଏଫ ନେଇଛି ପଣ: ଲେବାନନର ଲଞ୍ଚିଂ ପ୍ୟାଡରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଜେରୁଜେଲମ,୧୯।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୀର୍ଘ ୧୩ଦିନ ଧରି ଜାରି ରହିଛି। ବୁଧବାର ଲେବାନନ ପରିସରରେ ହିଜବୁଲ୍ଲ ଆତଙ୍କବାଦୀ ସଂଗଠନ ମିଲିଟାରି ଟାର୍ଗେଟ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ଜାରି ରହିଛି। ହିଜବୁଲ୍ଲ…

ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…

ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ…

ଇରାକର ମିଳିତ ସୈନ୍ୟବାହିନୀଙ୍କ ତିନୋଟି ଡ୍ରୋନକୁ ନଷ୍ଟ କଲା ଆମେରକାର ସେଣ୍ଟକମ

ଓ୍ବାଶିଂଟନ୍‌,୧୯।୧୦: ଇରାକରେ ଆମେରିକା ସୈନ୍ୟଙ୍କୁ ଟାର୍ଗେଟ କରୁଥିବା ତିନୋଟି ଡ୍ରୋନକୁ ନଷ୍ଟ କରାଯାଇଛି। ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି। ପଶ୍ଚିମ ଇରାକରେ ଆମେରିକାର ସୈନ୍ୟମାନେ ଏହି ଡ୍ରୋନ ସହିତ ଲଢୁଥିବାବେଳେ ମିଳିତ ସୈନ୍ୟବାହିନୀ ସାମାନ୍ୟ ଆହତ ହୋଇଛନ୍ତି।…

ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ…

ପାଠ ପଢ଼ାଉଛନ୍ତି ଏଆଇ ଶିକ୍ଷକ, ୨୦୨୭ ସୁଦ୍ଧା ବିଦ୍ୟାଳୟରେ ରହିବନି ଶିକ୍ଷକଙ୍କ ଆବଶ୍ୟକତା…

ଲଣ୍ଡନ,୧୯।୧୦: ବ୍ରିଟିଶ ବୋର୍ଡିଂ ସ୍କୁଲ କୋଟେସମୋର ଅବିଗେଲ ବେଲିଙ୍କୁ ଏହାର ନୂତନ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କରିଛି। ବେଲିଙ୍କ ବିଷୟରେ ବିଶେଷ କଥା ହେଉଛି ସେ ଜଣେ ମଣିଷ ନୁହଁନ୍ତି ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଉପରେ ଆଧାରିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri