ଅନ୍ତର୍ଜାତୀୟ

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ…

ଗାଜାରେ ପହଞ୍ଚିଲା ସହାୟତା

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍‌ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ…

ହମାସ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ଜୁଧିଥ୍‌-ନାଟାଲିଏ

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚେତାବନୀ ଦେଇଥିବାବେଳେ ଶୁକ୍ରବାର ହମାସ୍‌ ପକ୍ଷରୁ କାତାର ମଧ୍ୟସ୍ଥତାରେ ୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ୨୧୦ ଜଣଙ୍କୁ…

‘ପି-ଗେଟ’ ଚାଇନା ବିୟର କମ୍ପାନୀରେ କଞ୍ଚାମାଲ ଉପରେ ପରିସ୍ରା କରୁଥିବା କର୍ମଚାରୀଙ୍କ ଭିଡିଓ ଭାଇରାଲ…

ବେଜିଂ,୨୧।୧୦ : ଚାଇନାର ସବୁଠୁ ବଡ ବିୟର ନିର୍ମାତା ‘ପି-ଗେଟ’ କହିଛି କମ୍ପାନୀର ଏକ କାରଖାନା କର୍ମଚାରୀ କଞ୍ଚା ମାଲ ଉପରେ ପରିସ୍ରା କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଭିଡିଓ…

‘ଭୟଭୀତ ପଳାତକ’

ଇସଲାମାବାଦ,୨୧ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଶନିବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଇମ୍ରାନଙ୍କ ଦଳ ତାଙ୍କୁ ଜାତୀୟ ଅପରାଧୀ କହିବା ସହ ‘ଭୟଭୀତ ପଳାତକ’ ଘରକୁ ଫେରିବା ପାଇଁ ରାସ୍ତା ପ୍ରସ୍ତୁତ କରି ରାଜ୍ୟର ଲଜ୍ଜା,…

‘ଗଲୱାନ୍ ଘାଟିରେ ପଛକୁ ଫେରିନାହିଁ ଚୀନ, ଏବେ ମଧ୍ୟ ସୀମାରେଖା ଉପରେ ବସି ରହିଛି’: ପେଣ୍ଟାଗନ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ, ୨୧/୧୦: ଲଦାଖର ଗଲୱାନ୍ ଘାଟିରେ ଭାରତ ସହିତ ହିଂସାତ୍ମକ ବିବାଦ ପରେ ଚୀନ ସେନା ଏବେ ମଧ୍ୟ ସେଠାରେ ବସି ରହିଛି, ଯେଉଁଠାରେ ହିଂସା ହୋଇଥିଲା। ଆମେରିକା ପେଣ୍ଟାଗନର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି…

ଚାରି ବର୍ଷ ପରେ ଲଣ୍ଡନରୁ ପାକିସ୍ତାନ ଆସିଲେ ନୱାଜ ଶରିଫ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୧/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦୀର୍ଘ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶ ଫେରିଛନ୍ତି। ଶନିବାର ଅପରାହ୍ନରେ ନୱାଜ ପାକିସ୍ତାନରେ ପହଞ୍ଚିବା ପରେ ଦଳୀୟ ନେତାମାନେ ଜୋରଦାର ସ୍ୱାଗତ ସହିତ ତାଙ୍କୁ ପାଛୋଟି ନେଇଥିଲେ। ନୱାଜ ବିମାନ…

ଗାଜାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଲା

ଜେରୁଜେଲମ୍‌,୨୧ା୧୦: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୫ଦିନରେ ପହଞ୍ଚିଛି। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ୍‌ ସ୍ଥିତିକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି। ଏହି ସମୟରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ…

ପାକିସ୍ତାନରେ ନଓ୍ବାଜ

ଇସଲାମବାଦ,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ପାକିସ୍ତାନ ଫେରିଛନ୍ତି। ନୱାଜଙ୍କ ବିମାନ ଦ୍ୱି ପ୍ରହର ୨ଟା ୫ସମୟରେ ଉମ୍ମିଦ-ଇ-ପାକିସ୍ଥାନ ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏୟାରପୋର୍ଟରେ ପହଞ୍ଚି ସେ ଇମିଗ୍ରେସନ ପ୍ରକ୍ରିୟା ଶେଷ କରିଛନ୍ତି।…

ଇସ୍ରାଏଲର ସ୍ଥଳ ଆକ୍ରମଣରେ ବାଧା ସାଜିଛନ୍ତି ଆମେରିକା-ବ୍ରିଟେନ…

ଜେରୁଜେଲମ/ଓ୍ବାଶିଂଟନ,୨୧।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ସେନା ଗତ କିଛି ଦିନ ହେବ ଗାଜା ଷ୍ଟ୍ରିପ ଉପରେ ବୋମା ମାଡ କରୁଛି। ଗାଜାରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି। ଏଥିପାଇଁ ଗାଜା ସୀମାରେ ଇସ୍ରାଏଲ…

ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲର ଯୋଜନା, ବଢ଼ିଲା ବୁଲେଟପ୍ରୁଫ ଜ୍ୟାକେଟ ଚାହିଦା…

ଜେରୁଜେଲମ, ୨୧୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଶୀଘ୍ର ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି…

ଭାରତ ସହ ବିବାଦ ମଧ୍ୟରେ କାନାଡ଼ାର ବଡ଼ ନିଷ୍ପତ୍ତି, ବନ୍ଦ କଲା…

ଓଟ୍ଟାଓ୍ବା,୨୧।୧୦: ଭାରତ ଏବଂ କାନାଡ଼ା ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ କାନାଡ଼ା ସରକାର ଆଉ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ କାନାଡା ଏହାର ଭିସା ଏବଂ କାଉନ୍‌ସିଲର ଆକ୍ସେସ୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri