ଅନ୍ତର୍ଜାତୀୟ

ଇସ୍ରାଏଲ-ଗାଜାରେ ୪୮ ଘଣ୍ଟାରେ ୧୧୦୦ରୁ ଅଧିକ ମୃତ୍ୟୁ, ଲକ୍ଷ ଲକ୍ଷ ଲୋକ ହରାଇଲେ ବାସସ୍ଥାନ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପରେ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଦ୍ୱାରା ନିଆଯାଇଥିବା କାର୍ଯ୍ୟର ପ୍ରଭାବ ମଧ୍ୟ ଦେଖାଯାଉଛି। ଏହି ବିବାଦରେ ଏପର୍ଯ୍ୟନ୍ତ…

ଯୁଦ୍ଧ ଘୋଷଣାର ଅନ୍ତରାଳେ…

ଜେରୁଜେଲମ୍‌,୯ା୧୦: ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେବାନନ ଏବଂ ଗାଜାରେ ବଡ଼ ଧରଣର ସାମରିକ ଅପରେଶନ ହୋଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲା। ପରେ ଇସ୍ରାଏଲ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ ବର୍ତ୍ତମାନ…

ହମାସ ଇସ୍ରାଏଲ ମଧ୍ୟରେ ବନ୍ଦୀ ବିନିମୟରେ କତାରର ମଧ୍ୟସ୍ଥତା…

ଗାଜା,୯।୧୦ : ଆତଙ୍କବାଦୀ ଗୋଷ୍ଠୀର ସୂତ୍ରରୁ ପ୍ରକାଶ କତାର ହମାସ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଦୀ ବିନିମୟର ମଧ୍ୟସ୍ଥତା କରୁଛି। ଆମେରିକାର ସମର୍ଥନ ସହିତ କାତାର ତୁରନ୍ତ ଏହି ଚୁକ୍ତିନାମା କରିବାକୁ ଚାହୁଁଛି ବୋଲି ନାମ ସୂତ୍ରରୁ ପ୍ରକାଶ। ଏହା ଅଧୀନରେ,…

ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ: ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା…

ବେଜିଂ,୯।୧୦ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି। ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନେ ଏକ…

ଇରାନକୁ ୬ ବିଲିୟନ ଡଲାର ଦେବା ସହ ଇସ୍ରାଏଲ ଆକ୍ରମଣର କୌଣସି ସମ୍ପର୍କ ନାହିଁ: ବ୍ଲିଙ୍କନଙ୍କୁ ସମାଲୋଚନା କଲେ ହାଲେ…

ଓ୍ବାଶିଂଟନ,୯।୧୦ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ତାଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ବୋଲି କହି ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ସମାଲୋଚନା କରିଛନ୍ତି। ଫକ୍ସ ନ୍ୟୁଜ ରିପୋର୍ଟ କରିଛି ଇସ୍ରାଏଲ ଉପରେ ସମ୍ପ୍ରତି ହମାସ ଆତଙ୍କବାଦୀ ଆକ୍ରମଣ ଏବଂ ବନ୍ଦୀ…

ପ୍ରତିଶୋଧମୁହଁ। ଇସ୍ରାଏଲ

ଶନିବାର ସକାଳେ ଇସ୍ରାଏଲବାସୀ ନିଦରୁ ଉଠି ଆଖି ଖୋଲିବା ମାତ୍ରେ ଦେଖିଥିଲେ ଧ୍ୱଂସ ଲୀଳାର ବିଚଳିତ କରିଦେବା ଭଳି ଦୃଶ୍ୟ, ଶୁଣିବାକୁ ପାଇଥିଲେ ତୁହାକୁ ତୁହା ରକେଟ ମାଡ଼ର ଶବ୍ଦ। ପାଲେଷ୍ଟିନୀୟ ଇସ୍‌ଲାମୀୟ ଗୋଷ୍ଠୀ ହମାସ୍‌ର ଅଭୂତପୂର୍ବ ଆକ୍ରମଣରେ ଥରିଉଠିଥିଲା ଅନେକ…

୧୦୦୦+ ମୃତ

ଗାଜା,୯ା୧୦ : ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍‌ ବାୟୁସେନା ଗାଜାଷ୍ଟ୍ରିପ୍‌ ଉପରେ ଜୋର୍‌ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ…

ଇରାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଅଭିଯୋଗ: ହମାସକୁ ଯୋଗାଇଛି ପାଣ୍ଠି…

ଜେନେଭା,୯।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ରାଷ୍ଟ୍ରଦୂତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇସ୍ରାଏଲର ଦୂତ ଇରାନକୁ ହମାସକୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି। ଇସ୍ରାଏଲ…

ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…

ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି। ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ…

ହମାସ ଆକ୍ରମଣ: ୭୦୦ରୁ ଅଧିକ ଇସ୍ରାଏଲ ନାଗରିକ ମୃତ, ୪୧୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

ଜେରୁଜେଲମ, ୯।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲର ଅନେକ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ହମାସ ନିୟନ୍ତ୍ରିତ ଗାଜାରେ ଇସ୍ରାଏଲ ବାୟୁସେନା ଆକ୍ରମଣ ଜାରି ରହିଛି। ଯୁଦ୍ଧ…

ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ହତ୍ୟା

କାଇରୋ,୮ା୧୦: ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ସହରରେ ଜଣେ ପୋଲିସ ଅଫିସର ରବିବାର ଇସ୍ରାଏଲରୁ ଆସିଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୨ଜର ଇସ୍ରାଏଲୀ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାରଠାରୁ ପାଲେଷ୍ଟାଇନ୍‌ର ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ…

ହମାସ ଆକ୍ରମଣରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ

ଜେରୁଜେଲମ,୮।୧୦: ପାଲେଷ୍ଟାଇନର ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ହମାସ ଆତଙ୍କବାଦୀ ଗୋଷ୍ଠୀ ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri