ରସାୟନ ବିଜ୍ଞାନରେ ମୋଙ୍ଗି-ଲୁଇସ-ଆଲେକ୍ସଙ୍କୁ ନୋବେଲ…
ଷ୍ଟକହୋମ,୪।୧୦ : ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୩ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଙ୍ଗି ଜି ବାୱେଣ୍ଡି, କଲମ୍ବିଆ ୟୁନିଭରସିଟିର ଲୁଇସ ଇ ବ୍ରୁସ ଏବଂ ନାନୋକ୍ରିଷ୍ଟାଲ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ଆଲେକ୍ସି…
୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…
ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି…
ରୁଷିଆ ସୈନ୍ୟଙ୍କୁ ଘାରିଛି ନିଶା ଅଭ୍ୟାସ: ପୁଟିନ ଚିନ୍ତିତ…
ମସ୍କୋ,୪।୧୦ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଏକ ରିପୋର୍ଟ ଆସିଛି। ରୁଷିଆ ଏହାର ସୈନିକମାନଙ୍କୁ ଦଣ୍ଡ ଦେଉଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କାରଣ ରୁଷିଆର ନୈନିକମାନଙ୍କୁ ନିଶା ଅଭ୍ୟାସ ଘାରିଛି। ସେମାନେ ନିଶାରେ…
ପାକିସ୍ତାନ ଛାଡ଼ି ଦିଅ, ନ ହେଲେ ଧକ୍କା ମାରି ବାହାର କରିବୁ: ବେଆଇନ ଆଫଗାନୀଙ୍କୁ ଚେତାବନୀ…
ଇସଲାମାବାଦ,୪।୧୦ : ପାକିସ୍ତାନ ସରକାର ଆଫଗାନିସ୍ତାନ ସମେତ ସମସ୍ତ ବେଆଇନ ପ୍ରବାସୀମାନଙ୍କୁ ପାକିସ୍ତାନ ଛାଡିବାକୁ କହିଛନ୍ତି। ନ ହେଲେ ବଳ ପୂର୍ବକ ଧକ୍କା ମାରି ବାହାର କରିବାକୁ ଚେତାବନୀ ଦେଇଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଡକ୍ୟୁମେଣ୍ଟ ହୋଇ ନ ଥିବା…
ତାଇୱାନରେ ଟାଇଫୁନ କୋଇନୁ ଆତଙ୍କ: ୯୩ ବିମାନ ଉଡାଣ ବାତିଲ, ସ୍କୁଲ କଲେଜ ବନ୍ଦ…
ତାଇପେଇ,୪।୧୦ : ନିକଟରେ ଟାଇଫୁନ ହାଇକୁଇ ତାଇୱାନରେ ତାଣ୍ଡବ ରଚିଥିଲା। ଏବେ ପୁଣି ସରକାରଙ୍କ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ତାଇୱାନର କିଛି ଅଞ୍ଚଳରେ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହା ସହିତ ସ୍କୁଲ କଲେଜ ଗୁଡ଼ିକ ମଧ୍ୟ…
ଭାରତ-ଜାପାନ ପାଣ୍ଠି ପାଇଁ ୬୦୦ ନିୟୁତ ଡଲାରର ଚୁକ୍ତି ସ୍ବାକ୍ଷର, ଜଳବାୟୁ, ପରିବେଶ ଦିଗରେ ହେବ କାର୍ଯ୍ୟ
ନୂଆଦିଲ୍ଲୀ/ଟୋକିଓ,୪।୧୦: ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ (ଏନ୍ଆଇଆଇଏଫ୍) ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ଜେବିଆଇସି) ସହିତ ୬୦୦ ମିଲିୟନ ଡଲାରର ଭାରତ-ଜାପାନ ଫଣ୍ଡ (ଆଇଜେଏଫ) ଲଞ୍ଚ୍ କରିବା ପାଇଁ ଜେବିଆଇସି ଏବଂ ଭାରତ ସରକାରଙ୍କ ଆଙ୍କର ନିବେଶକ ଭାବରେ…
ନାଗରିକଙ୍କୁ ମୋବାଇଲରେ ଜରୁରୀ ମେସେଜ ପଠାଇବେ ବାଇଡେନ ସରକାର
ଓ୍ବାଶିଂଟନ୍,୪।୧୦: ଆମେରିକାର ନାଗରିକଙ୍କୁ ମୋବାଇଲ ଫୋନ ଓ ଟିଭି ମାଧ୍ୟମରେ ବୁଧବାର ଏକ ଜରୁରୀ ବାର୍ତ୍ତା ପଠାଯିବ। ଆମେରିକା ସରକାର ଏକ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପ୍ରସ୍ତୁତ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଦେଶର ନାଗରିକଙ୍କ…
ପ୍ରତିଶ୍ରୁତି ପୂରଣ କଲେ ତାଲିବାନକୁ ମିଳିବ ମାନ୍ୟତା: ଆମେରିକା…
ଓ୍ବାଶିଂଟନ,୪।୧୦: ଆମେରିକା କହିଛି ତାଲିବାନକୁ ପ୍ରଥମେ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଏହାପରେ ସେମାନଙ୍କ ସରକାରକୁ ମାନ୍ୟତା ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରିଷଦର ଯୋଗାଯୋଗ ସମନ୍ବୟର ମୁଖ୍ୟ ଜନ ର୍କିବି କହିଛନ୍ତି ଯେ ’ଆଫଗାନିସ୍ତାନର ପ୍ରଶାସନିକ ଶକ୍ତିକୁ ଆମେ…
ଚାଇନାକୁ ଝଟକା: ଡ୍ରଗ ଚୋରା କାରବାର ପାଇଁ ଦାୟୀ ଫାର୍ମାସ୍ୟୁଟିକାଲ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…
ଓ୍ବାଶିଂଟନ, ୪।୧୦: ଆମେରିକା ଏବଂ ଚାଇନ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଛି। ସାମ୍ପ୍ରତିକ ସମୟରେ ଆମେରିକା ସରକାର ଏଭଳି ଅନେକ ପଦକ୍ଷେପ ନେଇଛନ୍ତି ଯାହା ଚାଇନାକୁ ଚିନ୍ତିତ କରିଛି। ବର୍ତ୍ତମାନ ଶେଷ ପଦକ୍ଷେପ ଅନୁଯାୟୀ ଆମେରିକା ଅନେକ ଚାଇନିଜ ଫାର୍ମାସ୍ୟୁଟିକାଲ…
ଭାରତ-କାନାଡା ବିବାଦ: ବ୍ୟକ୍ତିଗତ ଆଲୋଚନା କରି ବିବାଦର ସମାଧାନ ଚାହୁଁଛି କାନାଡା
ଅଟାଓ୍ବା,୪।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ଭାରତ ନିଜର ୪୧ଜଣ କୂଟନୀତଜ୍ଞଙ୍କୁ କାନାଡା ଛାଡିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଏତେସବୁ ବିବାଦ ଭିତରେ କାନାଡା ଭାରତ ପ୍ରତି ନରମ ସ୍ବଭାବ ଆପଣାଉଥିବା…
ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା
ବେଜିଂ,୪।୧୦: ଚାଇନାର ପରମାଣୁ ବୁଡ଼ାଜାହାଜ ୟେଲୋ ସାଗରରେ ବଡ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫୫ଜଣ ଚାଇନାର ନାବିକ ମୃତ୍ୟୁବରଣ କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟେଲୋ ସାଗରରେ ବ୍ରିଟିଶ ଏବଂ ଆମେରିକୀୟ ଜାହାଜକୁ…
୩ ଜଣଙ୍କୁ ଗୁଳିକରି ହତ୍ୟା
ବ୍ୟାଙ୍କକ୍,୪ା୧୦: ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ସ୍ଥିତ ଏକ ବଡ଼ ଶପିଙ୍ଗ୍ ମଲ୍ରେ ମଙ୍ଗଳବାର ଗୁଳିକାଣ୍ଡରେ ୩ ଜଣ ନିହତ ହୋଇଛନ୍ତି। ଏଥିରେ ଅନ୍ୟ ୬ ଆହତ ହୋଇଛନ୍ତି। ପୋଲିସ ସମ୍ପୃକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରିଛି। ତାଙ୍କ ବୟସ ମାତ୍ର ୧୪ ବର୍ଷ। କେନ୍ଦ୍ରସ୍ଥଳରେ…
Archives


