ସେନା ହେଲିକପ୍ଟର ନିଖୋଜ
କାରାକାସ୍,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ ଓମାର ଖାନ କହିଛନ୍ତ, ଖରାପ ପାଗରେ ଅବତରଣ କରିବା ପରେ ତୁରନ୍ତ ହେଲିକପ୍ଟର ସହ…
ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…
ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ଭୁଲ ବୋଲି କହିଛନ୍ତି। ପ୍ରାଣୀ ଅଧିକାର ପାଇଁ ଲଢୁଥିବା କେତେକ ଗୋଷ୍ଠୀ ଏନେଇ ଆଗେଇ…
ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ
ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ କରାଯାଇ ରୋବଟ କିମ୍ବା ଏଆଇ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହାରି ଭିତରେ ଚାଇନାର…
ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…
କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର ଦେଶଙ୍କ ସହଯୋଗରେ ଘରୋଇ ସାମରିକ ଉତ୍ପାଦନ ବୃଦ୍ଧି କରୁଛୁ। ୟୁକ୍ରେନ କେବଳ ମିତ୍ର ଦେଶଙ୍କ…
ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…
ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ ଉପରେ ରୁଷିଆର ବିଜୟ ରୋକିବା ପାଇଁ ଆମେରିକାର ସୈନ୍ୟ ଯୁଦ୍ଧରେ ଅଂଶଗ୍ରହଣ କରିବେ। ଯଦି…
ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ
ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜୋ ବାଇଡେନ ଯୋଗ ଦେଇ କହିଛନ୍ତି, ଯଦି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…
ଇମ୍ରାନଙ୍କୁ କୋର୍ଟରୁ ଝଟ୍କା
ଇସଲାମାବାଦ,୬ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଇସଲାମାବାଦ ହାଇକୋର୍ଟ(ଆଇଏଚ୍ସି)ରୁ ଏକ ଶକ୍ତ ଝଟ୍କା ଲାଗିଛି। ତୋସାଖାନା ମାମଲାରେ ଅଯୋଗ୍ୟତା ବିରୋଧରେ ଆବେଦନ ପ୍ରତ୍ୟାହାରକୁ କୋର୍ଟ ଖାରଜ କରିଛନ୍ତି। ଆଇଏଚ୍ସି ପ୍ରଧାନ ବିଚାରପତି ଅମର ଫାରୁକ୍ ବୁଧବାର ଏହି ରାୟ ପ୍ରଦାନ…
ପାକିସ୍ତାନରେ ଭାରତର ଶତ୍ରୁ ଆଉ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା, ଅଜ୍ଞାତ ଆକ୍ରମଣକାରୀ କଲେ ହତ୍ୟା…
ଇସଲାମାବାଦ,୬।୧୨ : ପାକିସ୍ତାନରେ ଭାରତର ଅନ୍ୟତମ ଆତଙ୍କବାଦୀ ଅଦନାନ ଅହମ୍ମଦଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କରାଚିରେ ତାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଦନାନ ୨୦୧୬ ମସିହାରେ…
ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……
ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ କୁକୁର ଏବଂ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ପୋଷାକ ପିନ୍ଧାଇ ଦେଉଥିବାର ଦେଖିବାକୁ ମିଳିଥାଏ। ଯାହା…
ଭୋ ଭୋ କାନ୍ଦିଲେ କିମ ଜୋଙ୍ଗ ଉନ, ରୁମାଲରେ ପୋଛିଲେ ଲୁହ, ଭିଡିଓ ଭାଇରାଲ…
ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏହି ସମୟରେ ବହୁତ ଚିନ୍ତିତ ଅଛନ୍ତି। ନିଜର ସମସ୍ୟା ବିଷୟରେ ସେ ବର୍ତ୍ତମାନ ସହାୟତା ମାଗିବା ଆରମ୍ଭ କରିଛନ୍ତି। ଏକଛତ୍ରବାଦୀ ଶାସକ, ଯିଏ ଆମେରିକା ଭଳି ଏକ ଶକ୍ତିଶାଳୀ…
ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ଆପଣଙ୍କ କାନକୁ ଶୁଭୁ ନ ଥିଲା କି: ନେତାନ୍ୟାହୁଙ୍କ ପ୍ରଶ୍ନ…
ଜେରୁଜେଲମ,୬।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ ଦକ୍ଷିଣ ଗାଜାରେ ହମାସ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ପଖାନ ୟୁନିସ ସହରର ପୂର୍ବ ଅଞ୍ଚଳରେ ଇସ୍ରାଏଲର ଟ୍ୟାଙ୍କଗୁଡ଼ିକ ପ୍ରବଳ ଗୁଳି ଚଳାଇଛନ୍ତି। ଏହି ଯୁଦ୍ଧରେ ହଜାର ହଜାର ମହିଳା ଏବଂ ନିରୀହ…
ଭାରତର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ବୈଶ୍ୱିକ ହାରାହାରିର ଅଧାରୁ କମ୍
ଦୁବାଇ,୬ା୧୨(ପି.ଟି.):ଭାରତର ମୁଣ୍ଡପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ରେ ୫ ପ୍ରତିଶତ ବୃଦ୍ଧି ପାଇ ୨ ଟନ୍ରେ ପହଞ୍ଚତ୍ଥିଲେ ମଧ୍ୟ ଏହା ବୈଶ୍ୱିକ ହାରାହାରିର ୫୦ ପ୍ରତିଶତରୁ କମ୍ ରହିଛି। ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ଅନୁଯାୟୀ ମୁଣ୍ଡପିଛା…
Archives


