ଅନ୍ତର୍ଜାତୀୟ

ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ

ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା…

ଚାହୁଁ ଚାହୁଁ ଭାଙ୍ଗି ପଡିଲା ସ୍କୁଲ ଘର, ୨୨ ଛାତ୍ରଙ୍କ ମୃତ୍ୟୁ

ଅବୁଜା,୧୩।୭: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ୨୨ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। କରିଥିଲେ। ଶୁକ୍ରବାର ସକାଳେ ଉତ୍ତର-ମଧ୍ୟ ନାଇଜେରିଆରେ ପିଲାମାନେ ଶ୍ରେଣୀରେ ଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଅଳିଆ…

ଜେଲେନ୍‌ସ୍କିଙ୍କୁ ‘ପୁଟିନ’ କହିଲେ ବାଇଡେନ୍‌

ଓ୍ବାଶିଂଟନ, ୧୩।୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌(୮୧)ଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ଶୁକ୍ରବାର ନାଟୋ ସମ୍ମିଳନୀରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ‘ପ୍ରେସିଡେଣ୍ଟ ପୁଟିନ’ ଭାବେ ସମ୍ବୋଧନ କରିଛନ୍ତି। ଅବଶ୍ୟ…

ମସ୍କୋ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଳକ ଦଳର ୩ ସଦସ୍ୟ ମୃତ

ମସ୍କୋ,୧୨।୭: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ ମଧ୍ୟ ବିମାନ ଚଳାଉଥିବା ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।…

କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ

କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ ପ୍ରତ୍ୟାହାର…

ବହୁମତ ହାସଲରେ ବିଫଳ ପରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧୨।୦୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ବଡ଼ ଝଟ୍‌କା ଲାଗିଛି । ପ୍ରଚଣ୍ଡ ସଂସଦରେ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯ ମାସ ସରକାରରେ ରହିବା ପରେ ଏବେ ତାଙ୍କୁ ସରକାର…

କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୭: ଶୁକ୍ରବାର (ଜୁଲାଇ ୧୨) ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର…

”ଆମକୁ ହାଲୁକାରେ ନିଅ ନାହିଁ”, ମୋଦି-ପୁଟିନ ଭେଟଘାଟ ପରେ ରାଗରେ ନିଆଁବାଣ ଆମେରିକା

ନୂଆଦିଲ୍ଲୀ,୧୨ା୭: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଗୁରୁବାର କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ ଏବଂ ଗଭୀର, କିନ୍ତୁ ଏହା ଏତେ ଗଭୀର ନୁହେଁ ଯେ ”ହାଲୁକାରେ ନେଇଯିବେ”। ଦିଲ୍ଲୀରେ ଏକ ପ୍ରତିରକ୍ଷା କନକ୍ଲେଭକୁ ସମ୍ବୋଧିତ…

ବାଉଳା ହେଉଛନ୍ତି ବାଇଡେନ; ଜେଲେନସ୍କିଙ୍କୁ ‘ପୁଟିନ’, କମଲା ହାରିସଙ୍କୁ ‘ଟ୍ରମ୍ପ’ ସମ୍ବୋଧନ କଲେ

ନୂଆଦିଲ୍ଲୀ,୧୨ା୭: ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଅନେକ ସ୍ଥାନରେ ଲୋକହସା ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନାଟୋ ବୈଠକ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ”ରାଷ୍ଟ୍ରପତି ପୁଟିନ” ଏବଂ ଖବରଦାତା ସମ୍ମିଳନୀରେ କମଳା ହାରିସଙ୍କୁ ”ଟ୍ରମ୍ପ” ବୋଲି ସମ୍ବୋଧନ କରିଥିଲେ।…

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାଟୋ

ଓ୍ବାଶିଂଟନ୍‌,୧୨ା୭:ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ…

ବାଇଡେନ୍‌ଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ୧୯% ହ୍ରାସ

ଓ୍ବାଶିଂଟନ, ୧୨।୭:ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଚଳିତ ଥର ବାଇଡେନ୍‌ଙ୍କୁ ୧୯% କମ୍‌ ଭାରତୀୟ ବଂଶୋଦ୍ଭବ ସମର୍ଥନ କରୁଛନ୍ତି, ଯାହା…

ଭାସିଗଲା ୨ ବସ୍‌, ୬୩ ନିଖୋଜ

କାଠମାଣ୍ଡୁ,୧୨ା୭: ଶୁକ୍ରବାର ସକାଳେ ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍‌ ଦୁଇଟି ଲୋକଙ୍କୁ ନେଇ ଯାଉଥିବା ବେଳେ ତ୍ରିଶୂଳୀ ନଦୀରେ ଭାସି ଯାଇଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri