ହତ୍ୟାକାରୀ ପୁଟିନ୍ଙ୍କୁ ମୋଦିଙ୍କ ଆଲିଙ୍ଗନ ଦୁଃଖଦ: ଜେଲେନ୍ସ୍କି
କିଭ୍/ମସ୍କୋ,୧୦ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ମସ୍କୋ ଗସ୍ତରେ ଯାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ଙ୍କୁ ସାକ୍ଷାତ୍ କରିବା ଘଟଣାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋମବାର ରୁଷିଆ ୟୁକ୍ରେନ ରାଜଧାନୀ କିଭ୍ସ୍ଥିତ ଏକ ଶିଶୁ…
ରୁଷିଆର ‘ସର୍ବୋଚ୍ଚ ନାଗରିକ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି-Video
ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର…
ପୁଟିନଙ୍କୁ ବଡ଼ କଥା କହିଦେଲେ ମୋଦି, ବିଶ୍ୱକୁ ଦେଲେ ଏଭଳି ବାର୍ତ୍ତା
ମସ୍କୋ,୯।୭: ରୁଷିଆ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧରେ ନିର୍ଦ୍ଦୋଷ ଶିଶୁଙ୍କ ମୃତ୍ୟୁ ହେବା ଯନ୍ତ୍ରଣାଦାୟକ…
ଭାରତ ସହ ବିବାଦ ବଢ଼ାଇ କାଙ୍ଗାଳ ହେଲା କାନାଡ଼ା, NATOରେ ବି କମ୍ ହେଲା…
ନୂଆଦିଲ୍ଲୀ,୯।୭: ୟୁଏସ୍ଏସ୍ଆର୍ର ଦବ୍ଦବା ସହ ଲଢ଼ିବା ଲାଗି ନାଟୋ ଗଠନ କରାଯାଇଥିଲା। ପରେ ଯେତେବେଳେ ୟୁଏସ୍ଏସ୍ଆର୍ ଭାଙ୍ଗିଥିଲା, ସେତେବେଳେ ଏହି ସଂଗଠନ ରୁଷିଆ ବିପକ୍ଷରେ ଛିଡ଼ା ହୋଇଥିଲା, ଆଜି ବି ସେହିଭଳି ରହିଛି। ଆମେରିକା ନେତୃତ୍ୱାଧୀନ ଏହି ସଂଗଠନରେ ଏହାର ପଡୋଶୀ…
ଚାଇନାକୁ ଝଟ୍କା ଦେଲା ଶ୍ରୀଲଙ୍କା
କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ…
ରୁଷିଆରେ ଏହି ବଲିଉଡ୍ ଗୀତ ଗାଇ ଶୁଣାଇଲେ ମୋଦି
ମସ୍କୋ,୯।୭: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ମସ୍କୋରେ ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ ‘ସର୍ ପର…
୬ ବର୍ଷର ଶିଶୁ ଦେହରେ କରାଗଲା ୨୨ କୋଟିର ଥେରାପି
ନୂଆଦିଲ୍ଲୀ,୦୯।୭: ସାଧାରଣତଃ ରୋଗ ହେଲେ କେତେ ଯେ ଟଙ୍କା ଖର୍ଚ୍ଚ ହୋଇଯାଏ ତାହା ଆଗୁଆ କହିବା ଅସମ୍ଭବ । ନିକଟରେ ଜଣେ ଶିଶୁର ଏକ ବିରଳ ଚିକିତ୍ସା କରାଯାଇଛି । ଏଥିରେ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।…
ରକ୍ତକୁ ଆଲିଙ୍ଗନ କରୁଛନ୍ତି ସବୁଠୁ ବଡ ଗଣତନ୍ତ୍ରର ନେତା: ଜେଲନସ୍କି
କ୍ୱିଭ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ରବିବାର ସାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଥି ସହିତ, ୨୨ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ…
‘ମୁଁ ଏକା ଆସିନାହିଁ…’, ମସ୍କୋରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ ମୋଦି
ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ମସ୍କୋରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବା ପାଇଁ ସମାରୋହରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ…
ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଅର ଉପମୁଖ୍ୟମନ୍ତ୍ରୀ ଡେନିସ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି।…
ମୋଦି-ପୁଟିନଙ୍କ ମଧ୍ୟରେ କିଏ ଏହି ମହିଳା ଯାହାଙ୍କୁ ନେଇ ବଢୁଛି ଚର୍ଚ୍ଚା
ମସ୍କୋ,୯।୭: ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାରେ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସରକାରୀ ବାସଭବନରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ…
ମୋଦି-ପୁଟିନଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନରେ ଆମେରିକା
ମସ୍କୋ,୯।୭: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ଏବଂ ପୁଟିନଙ୍କୁ ଭେଟିବା ବର୍ତ୍ତମାନ ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି।…
Archives


