ଅନ୍ତର୍ଜାତୀୟ

ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ

ଜେରୁଜେଲମ୍‌ ,୯ା୧୨: ଦକ୍ଷିଣ ଇସ୍ରାଏଲ୍‌ ଉପରେ ହମାସ୍‌ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଦକ୍ଷିଣ…

ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପୁଟିନ୍‌

ମସ୍କୋ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଆଉ ୬ ବର୍ଷ କ୍ଷମତାରେ ରହିବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୭ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ସେ ନିଜର ପ୍ରାର୍ଥତ୍ତ୍ୱ ଘୋଷଣା କରିଛନ୍ତି ଏବଂ ସେ ବିଜୟୀ ହେବା ନିଶ୍ଚିତ।…

ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ଅଗ୍ନୀକାଣ୍ଡ, ୧୪ ମୃତ, ୧୮ ଗୁରୁତର

ବାଗଦାଦ,୯।୧୨: ଇରାକର ଉତ୍ତର ସହର ଏରବିଲର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର (8 ଡିସେମ୍ବର) ସାରେ ଘଟିଛି। ସୋରାନର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର…

ଅଡୁଆରେ ବାଇଡେନଙ୍କ ପୁଅ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍‌ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର ଆଇନ…

ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ…

ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଆପଣ ଦେଖିଥିବେ। କୌଣସି ଦ୍ରୁତ ଗତିରେ ଯାଉଥିବା ଯାନବାହନ ଦ୍ୱାରା ଧକ୍କା ହୋଇ ସେମାନଙ୍କର ମୃତ୍ୟୁ ଘଟିଥାଏ। ସେହି ଜୀବଜନ୍ତୁଙ୍କ ମୃତ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ…

କିଙ୍ଗ ଚାର୍ଲସଙ୍କ ବୋହୁ, ରୁଷି ସୁନକଙ୍କ ସମେତ ଅନେକଙ୍କ ଉପରେ ଜାତିପ୍ରଥା ଟିପ୍ପଣି, ୬ ପୂର୍ବତନ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୮।୧୨: ହ୍ବାଟସ ଆପରେ ଆପତ୍ତିଜନକ ତଥା ଜାତିପ୍ରଥା ସ୍ଥିତି ଶେୟାର କରୁଥିବା ଲଣ୍ଡନର ୬ଜଣ ପୂର୍ବତନ ପୋଲିସ ଅଧିକାରୀଙ୍କୁ ଗୁରୁବାର ଜେଲ ଦଣ୍ଡାଦେଶ ହୋଇଛି। ଏହି ବାର୍ତ୍ତାରେ ମେଘନ, ଡଚେସ ଅଫ ସସେକ୍ସ ଏବଂ ରାଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସନ୍ଦର୍ଭବି…

ଭୁଲ ବୁଝିଲା ତାଲିବାନ, ବଦଳାଇଲା ନିୟମ

ଆଫଗାନିସ୍ତାନ,୮।୧୨: ମହିଳାମାନଙ୍କ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏବେ ତା’ର ଭୁଲକୁ ଅନୁଭବ କରିଛି। ବାସ୍ତବରେ ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ କହିଛନ୍ତି ଯେ ଲୋକେ ତାଲିବାନରୁ ଦୂରେଇ…

ଅନ ଏୟାର ହେଉ ହେଉ ଅଭଦ୍ର ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ ପରେ ଜଣାପଡିଲା ସତ

ଲଣ୍ଡନ,୮।୧୨: ଆଙ୍କରିଂ କରିବା ସମସ୍ତଙ୍କ ପାର୍ଇ ସାଧାରଣତଃ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି। ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଭାଷା ଉପରେ ନଜର ଦେବାକୁ ପଡେ,…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୮।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ଭାରତ କିମ୍ବା ଭାରତୀୟ ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଡରାଇବା, ଧମକ ଦେବା ମୁଁ କେବେ…

ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି। ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍‌ଠାରୁ…

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ତାଙ୍କ ସହପାଠୀ…

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତିରେ ଅନୁମୋଦନ କରାଯାଇଛି। ଯାହା ରାଷ୍ଟ୍ରପତିଙ୍କ ଅଭିଯାନ ଆରମ୍ଭ କରିବ ବୋଲି ଚାମ୍ବରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri