ଅନ୍ତର୍ଜାତୀୟ

ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍‌ଷ୍ଟ୍ୟୁଟିଭ୍‌ ମେଶିନର ରୋବୋଟିକ ସ୍ପେସ୍‌କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ…

ଭାରତରେ କୃଷକ ଆନ୍ଦୋଳନ, ବ୍ରିଟେନରେ ବଢିଲା ରାଜନୈତିକ ଉଷ୍ମତା!

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: ବ୍ରିଟିଶ ସଂସଦ କୃଷକଙ୍କ ବିରୋଧ ସମୟରେ ଜଣେ ଯୁବ ଅନ୍ନାଦାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛି। ସେଠାରୁ ଶିଖ ସାଂସଦ ତନମନଜିତ ସିଂ ଦସି କହିଛନ୍ତି ଯେ କୃଷକଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରକ୍ଷା କରାଯିବା ଉଚିତ। ସଂସଦରେ ଦେଇଥିବା…

୫୨ ବର୍ଷ ପରେ ଚନ୍ଦ୍ରରେ ଆମେରିକା, ଦକ୍ଷିଣ ମେରୁରେ ‘ଓଡିସିଏସ୍‌’ର ସଫ୍ଟ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୨୩।୨: ହ୍ୟୁଷ୍ଟନ୍ ଭିତ୍ତିକ କମ୍ପାନୀ ଆମେରିକାର ପ୍ରଥମ ମହାକାଶଯାନକୁ ୫୨ ବର୍ଷରୁ ଅଧିକ ସମୟ ପରେ ଚନ୍ଦ୍ରରେ ଅବତରଣ କରିଛି। ନାସା ଅନୁଦାନ ପ୍ରାପ୍ତ ଏକ ନୂତନ ଅଭିଯାନର ଅଂଶ, ଏହି ଦଶନ୍ଧି ପରେ ମହାକାଶଚାରୀ ମିଶନ ପାଇଁ ବାଟ ଖୋଲିବାକୁ…

ଆମେରିକାରେ ହଠାତ୍‌ ମୋବାଇଲ୍‌ ନେଟଓ୍ବାର୍କ ଠପ୍‌: ଚେତାବନୀ ଦେଲେ ସିନେଟର୍‌

ଓ୍ବାଶିଂଟନ୍‌,୨୩।୨: ଆମେରିକାର ଅନେକ ସ୍ଥାନରେ ସେଲୁଲାର୍‌ ବନ୍ଦ ହେବାର ଅଭିଯୋଗ ହୋଇଛି। ହଠାତ୍‌ ଲୋକଙ୍କ ମୋବାଇଲ ଫୋନ କାମ ବନ୍ଦ କରିଦେଇଛି। ମୋବାଇଲ ଫୋନରୁ ନେଟୱାର୍କ ଅଦୃଶ୍ୟ ହୋଇଯାଇଛି। ନେଟୱାର୍କ କମ୍ପାନୀଗୁଡିକ କହିଛନ୍ତି ଯେ, ସେବା ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି।…

ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ

ଇସଲାମାବାଦ,୨୨।୨: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନ ନେତା ମରିୟମ ନୱାଜ ପଞ୍ଜାବ…

ଭୁଶୁଡିଲା ଖଣି: ୨୦ରୁ ଅଧିକ ଶ୍ରମିକଙ୍କ ଚାଲିଗଲା ଜୀବନ

ଭେନେଜୁଏଲା,୨୨।୧: ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଶ୍ରମିକ ଏବେ ବି ଖଣି ଭିତରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନା ଖଣିରେ ଖୋଳିବା…

ବିଶ୍ୱର ସବୁଠୁ ବଡ ସାପ: ଆମାଜନ ଜଙ୍ଗଲରୁ ମିଳିଲା ୨୬ ଫୁଟ୍ ଲମ୍ବା, ୫ କୁଇଣ୍ଟାଲ ଓଜନର ସବୁଜ ଆନାକୋଣ୍ଡା

ନୂଆଦିଲ୍ଲୀ,୨୧।୨: ଆମାଜନ ରେନଫରେଷ୍ଟର ଗଭୀରତା ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀମାନେ ଏକ ବିରାଟ ସାପକୁ ଠାବ କରିଛନ୍ତି, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ଅଦୃଶ୍ୟ ସନ୍ଧାନ ଲୋକମାନଙ୍କୁ ଆନାକୋଣ୍ଡା ପରିବାରର ଏକ ନୂତନ ବିରାଟ ସଦସ୍ୟ ସହିତ ପରିଚୟ…

ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୨୧।୨: ପେନ୍‌ କ୍ଲିଅର୍‌ ଏବଂ ପାରାସିଟାମୋଲର ଅତ୍ୟଧିକ ବ୍ୟବହାର ଲିଭର୍‌ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ‘ଏଡିନବର୍ଗ ୟୁନିଭରସିଟି’ର ଅନୁସନ୍ଧାନରୁ ଏହା ଜଣାପଡିଛି। ନିକଟରେ ମୂଷା ଉପରେ ଏକ ଅନୁସନ୍ଧାନ କରାଯାଇଛି। ଏଥିରେ ଜଣାପଡିଛି ଯେ ଅତ୍ୟଧିକ ଔଷଧ ବ୍ୟବହାର କରିବା…

ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏକ ଅନିୟନ୍ତ୍ରିତ ଉପଗ୍ରହ, ଘଟିବ ଏମିତି…

ବ୍ରୁଶ୍‌ଲେସ୍‌,୨୧ା୨: ଅଗ୍ରଣୀ ଇଉରୋପୀୟ ସାଟେଲାଇଟ୍‌ ବା ଉପଗ୍ରହ ଯାହା ଇଆର୍‌ଏସ୍‌-୨ ଭାବରେ ଜଣାଶୁଣା। ଏହା ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି। ୟୁରୋପୀୟ ସ୍ପେସ୍‌ ଏଜେନ୍ସି ପୂର୍ବାନୁମାନ କରିଛି, ଏହି ସାଟେଲାଇଟ୍‌ ବା ଉପଗ୍ରହ ବୁଧବାର ୩.୪୯ରେ ପୃଥିବୀର ବାୟୁମଣ୍ଡଳରେ ପୁନଃ…

କିଏ ସେହି ଯୁବତୀ, ଯାହାଙ୍କ ପାଇଁ ରୁଷିଆ-ଆମେରିକାର ବଢିଲା ଟେନ୍‌ସନ୍‌

ଓ୍ବାଶିଂଟନ୍‌/ମସ୍କୋ,୨୧।୨: ରୁଷିଆ-ଆମେରିକୀୟ କେସେନିଆ କାରେଲିନା ନାମକ ଜଣେ ୩୨ ବର୍ଷୀୟା ଯୁବତୀ ନିକଟରେ ଦେଶଦ୍ରୋହୀ ସନ୍ଦେହରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ଦ୍ୱାରା ଗିରଫ ହୋଇଛନ୍ତି। ଛୋଟ ଅପରାଧ ଅଭିଯୋଗରେ କେସେନିଆଙ୍କୁ ଗିରଫ କରାଯାଇଥିଲା, କିନ୍ତୁ…

କାହା ପାଖକୁ ଏମିତି କାର୍‌ ପଠାଇଲେ ପୁଟିନ୍‌, ବୋମା ପଡ଼ିଲେ ବି ହେବନି କ୍ଷତି

ମସ୍କୋ,୨୧ା୨: ରୁଷିଆ ଏବଂ ଭାରତ ମଧ୍ୟରେ ଏକ ଶତାବ୍ଦୀ ପୁରୁଣା ସୁ-ସମ୍ପର୍କ ରହିଆସିଛି। ଯେକୌଣସି ପରିସ୍ଥିତିରେ ଉଭୟ ଦେଶ ପରସ୍ପରର ହାତ ଧରି ଚାଲନ୍ତି। ସେଥିପାଇଁ ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ସମଗ୍ର ବିଶ୍ୱ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଲା, ସେତେବେଳେ…

ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା

ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri