ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍ଙ୍କ ଅଡୁଆ
ଇସ୍ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ସୁପ୍ରିମୋଙ୍କ...
ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ
ଗାଜା,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ...
୫ଶହ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଏମିତି ଜ୍ୱାଳାମୁଖୀ, ଯାଇପାରେ ଲକ୍ଷାଧିକ ଲୋକଙ୍କ ଜୀବନ
ରୋମ,୧୧।୧୧: ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା। କିନ୍ତୁ ବର୍ତ୍ତମାନ ଏହାଠାରୁ ବିପଜ୍ଜନକ ଆଗ୍ନେୟଗିରି ସକ୍ରିୟ ହେବାକୁ ଯାଉଛି। ଏହାର ନାମ କ୍ୟାମ୍ପି ଫ୍ଲେଗ୍ରିରି ବା ଅଧିକ...
‘ସମସ୍ତ ପାଲେଷ୍ଟାଇନବାସୀ ମରିଯିବା ଦରକାର’, ଫ୍ଲୋରିଡା ଆସେମ୍ଲିରେ ରିପବ୍ଲିକାନ ନେତାଙ୍କ ବୟାନକୁ ନେଇ ହଙ୍ଗାମା
ଓ୍ବାଶିଂଟନ,୧୧।୧୧: ଆମେରିକାର ଫ୍ଲୋରିଡା ଷ୍ଟେଟ ଆସେମ୍ଲିରେ ଏକ ଉତ୍ତେଜନା ଦେଖାଦେଇଥିଲା ଯେତେବେଳେ ଏକ ରିପବ୍ଲିକାନ ପାର୍ଟିର ନେତା କହିଥିଲେ ଯେ ସମସ୍ତ ପାଲେଷ୍ଟାଇନବାସୀ ମରିଯିବା ଉଚିତ। ଅନେକ ଲୋକ ରିପବ୍ଲିକାନ ନେତାଙ୍କ ଏହି ବିବୃତ୍ତିକୁ ଜୋରଦାର ସମାଲୋଚନା କରିଛନ୍ତି। ନିକଟରେ...
‘ପୁଟିନ ଜଣେ ଭଲ ନେତା ଥିଲେ…’ ପୁଣି ବ୍ୟାପିଲା ରୁଷିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର
ମସ୍କୋ,୧୧।୧୧: ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ମୃତ୍ୟୁ ବିଷୟରେ ଗୁଜବ ପୁଣି ବ୍ୟାପିଗଲା ଯେତେବେଳେ ତାଙ୍କ ବରିଷ୍ଠ ସୁରକ୍ଷା ସହାୟକ ଏକ ଭାଷଣ ସମୟରେ ପୁଟିନଙ୍କ ବିଷୟରେ ଏପରି କହିଥିଲେ ଯେ ପୁଟିନଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ପୁଟିନଙ୍କ ମୃତ୍ୟୁ ଖବର...
ଦେବାଳିଆ ହେଲେଣି କିମ ଜୋନ, ସାରା ବିଶ୍ୱରେ ବନ୍ଦ ହେଲାଣି କୋରିଆ ଦୂତାବାସ
ପୋଙ୍ଗୟାଙ୍ଗ,୧୧।୧୧: ଚାଇନା ଏବଂ ରୁଷିଆ ପରି ପାରମ୍ପାରିକ ବନ୍ଧୁମାନଙ୍କ ସହ ଉତ୍ତର କୋରିଆ ନିଜର ବନ୍ଧୁତାକୁ ଗଭିର କରୁଛି। କିନ୍ତୁ ଏହା ପରେ ମଧ୍ୟ ସେ ଅର୍ଥ ଅଭାବର ସମ୍ମୁଖୀନ ହେଉଛି। ଏହାର ପ୍ରଭାବ ବର୍ତ୍ତମାନ ଏହାର ବିଦେଶୀ ଦୂତାବାସରେ...
ବିଶ୍ୱରେ ପ୍ରଥମଥର ସମ୍ପୂର୍ଣ୍ଣ ଆଖିର ହେଲା ପ୍ରତ୍ୟାରୋପଣ, ୨୧ ଘଣ୍ଟା ଚାଲିଲା ସର୍ଜରୀ
ନ୍ୟୁୟର୍କ,୧୧।୧୧: ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର...
ଗାଜା ଆକ୍ରମଣକୁ ନେଇ ଇସ୍ରାଏଲ ଉପରେ ବର୍ଷିଲେ ମସ୍କ
ଜେରୁଜେଲମ,୧୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଇସ୍ରାଏଲ-ହମାସ ବିବାଦକୁ ନେଇ ବିଶ୍ୱର...
୧ ଘଣ୍ଟାରେ ୧୦୦୦ରୁ ଅଧିକ ଭୂକମ୍ପ ଝଟକା, ପୃଥିବୀର ଏହି ଭାଗରେ ଆତଙ୍କ, ବନ୍ଦ କରିବାକୁ ପଡିଲା ଏହି ସୁନ୍ଦର ସ୍ଥାନ
ରେକଜାଭିକ,୧୧।୧୧: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି। ଭୂକମ୍ପ ଯୋଗୁ ହୋଉଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି। ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ...
ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଲା
ଓ୍ବାଶିଂଟନ,୧୧ା୧୧: ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଆମେରିକାର ସେନ୍ସସ୍ ବ୍ୟୁରୋ ଆକଳନ କରିଛି। ଜନ୍ମହାର କମିଥିଲେ ମଧ୍ୟ ଲୋକଙ୍କ ଆୟୁଷ ବଢ଼ିଥିବାରୁ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ ସେପ୍ଟେମ୍ବର ୨୬ରେ ଜନସଂଖ୍ୟା ୮୦୦...
ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା
ଇସଲାମବାଦ,୧୦।୧୧: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି।...
ବ୍ୟକ୍ତିଙ୍କ ଜୀବନ ନେଇଗଲା ରୋବଟ୍
ସିଓଲ,୧୦।୧୧:ଆଧୁନିକତାର ଛାପରେ ବିଜ୍ଞାନ ସହାୟତାରେ ରୋବଟ ଦ୍ୱାରା ମଧ୍ୟ ଯେକୌଣସି କାମ ହୋଇ ପାରୁଛି। ମଣିଷର ବିନା ସହାୟତାରେ ରୋବଟ ମେସିନ୍ ବିଭିନ୍ନ କାମ ଅତି ସହଜରେ କରିପାରୁଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ...
Archives


