ଅନ୍ତର୍ଜାତୀୟ

ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ

ଢାକା,୧୬।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ବିବାଦ ଭିତରେ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି।…

ସାମୁଦ୍ରିକ ଝଡ଼ ଏମ୍ପିଲ୍‌ର ପ୍ରଭାବ, ୬ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ, ୧୬।୦୮: ସାମୁଦ୍ରିକ ଝଡ଼ ଏମ୍ପିଲ୍‌ ପ୍ରଭାବ ଜାପାନ ଉପରେ ପଡ଼ିଛି । ଜାପାନର ମୁଖ୍ୟ ଦ଼୍ବିପ ଆଡ଼କୁ ଏହି ବତ୍ୟା ମାଡ଼ିଚାଲିଛି । ଫଳରେ ଜାପାନରେ ଗମାନା ଗମନ ପ୍ରଭାବିତ ହୋଇଛି । ପାଣିପାଗ ଖରାପ କାରଣରୁ ବିମାନ ଯାତ୍ରା…

୧୫ ଦେଶରେ ବ୍ୟାପିଲା ମଙ୍କିପକ୍ସ

ଜେନେଭା,୧୬।୮: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଜୀବାଣୁର ଭୟ ବ୍ୟାପିଛି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଏକ ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଏହି ରୋଗର ପ୍ରଥମ ଘଟଣା। ପାକିସ୍ତାନରେ ମଙ୍କିପକ୍ସ ମାମଲା ସାମ୍ନାକୁ…

ବିମାନ ଦୁର୍ଘଟଣାରେ ୫ ମୃତ

ସାଓ ପାଓଲୋ,୧୬।୮: ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରାଜିଲର ମାଟୋ ଗ୍ରୋସୋ ସ୍ଥିତ ଆମାଜନିଆ ସହର ଆପିଆକାସରେ ଏକ ଟୁଇନ୍‌ ଇଞ୍ଜିନ ବିମାନ ତଳକୁ ଖସିପଡି ଏହି ଦୁର୍ଘଟଣା ଘଟିଛି। ବ୍ରାଜିଲର ଗ୍ଲୋବୋନ୍ୟୁଜ ନେଟୱାର୍କ…

ୟୁକ୍ରେନ ରୁଷିଆରେ ଖୋଲିଲା ମିଲିଟ୍ରି ଅଫିସ

କ୍ୱିଭ,୧୬।୮: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ମୋଡ଼ ନେଇଛି। ୟୁକ୍ରେନ ବର୍ତ୍ତମାନ ରୁଷିଆ ପାଇଁ ଚିନ୍ତାର କାରଣ ପାଲଟିଛି। ୟୁକ୍ରେନ କେବଳ ରୁଷିଆରେ ପ୍ରବେଶ କରିନାହିଁ ବରଂ ପୁଟିନଙ୍କ କିଛି ଜମି ମଧ୍ୟ ଦଖଲ କରିଛି।…

ଆଜି ଯଦି ନିର୍ବାଚନ ହୁଏ କିଏ ଜିତିବେ ଟ୍ରମ୍ପ ନା କମଲା ହାରିସ: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ଦେଶରେ କରାଯାଇଥିବା ଅନେକ ସର୍ବେକ୍ଷଣରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏକ ବଡ଼ ଅଗ୍ରଣୀ ଥିବା ଦର୍ଶାଯାଇଛି। ଆମେରିକୀୟ…

ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ଜେରୁଜେଳମ,୧୬।୮: ଦୀର୍ଘ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣରେ ୪୦ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଏବେ ହ୍ବାଇଟ ହାଉସ କହିଛି ଯେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ…

ଶେଖ ହାସିନାଙ୍କୁ ଏବେ ଭାରତରେ ଶାନ୍ତିରେ ରହିବାକୁ ଦେବେନି ୟୁନୁସ ସରକାର, ନେବେ ଏହି ବଡ଼ ପଦକ୍ଷେପ

ଢାକା,୧୬।୮: ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦ ଛାଡି ବାଂଲାଦେଶରୁ ଭାରତକୁ ପଳାଇଛନ୍ତି। କିନ୍ତୁ ସମସ୍ୟା ତାଙ୍କ ପିଛା ଛାଡୁନାହିଁ । ବାଂଲାଦେଶର ନୂତନ ୟୁନୁସ ସରକାର ଶେଖ ହାସିନାଙ୍କୁ ଭାରତରେ ମଧ୍ୟ ଶାନ୍ତିରେ ରହିବାକୁ ଦେବେ ନାହିଁ। କୁହାଯାଉଛି ବାଂଲାଦେଶ ସରକାର…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦରମା-ଭତ୍ତା କେତେ ମିଳେ? ଭାରତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏତେ…

ନୂଆଦିଲ୍ଲୀ,୧୬।୮: ଆମ ଦେଶ ୭୮ତମ ସ୍ବାଧୀନତାର ପର୍ବ ପାଳନ କରୁଛି। ତେବେ ସ୍ବାଧୀନତା ପୂର୍ବରୁ ଭାରତ ବିଭାଜନ ହୋଇଥିଲା। ଯେଉଁଥିରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ ହୋଇଥିଲା। ତେବେ କୌଣସି କୌଣସି କାରଣରୁ ସୋସିଆଲ ମିଡିଆରେ ଭାରତ…

ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ଭାରତ ପାଇଁ ବଢିଲା ଚିନ୍ତା

ଇସଲାମାବାଦ,୧୬।୮: ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଆଫ୍ରିକୀୟ ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି, ଯାହା…

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଥରିଲା ଅଟ୍ଟାଳିକା

ତାଇପେ,୧୬।୮:ତାଇୱାନର ପୂର୍ବ ସହର ହୁଆଲିଏନ ଠାରୁ ୩୪ କିଲୋମିଟର (୨୧ ମାଇଲ)ରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ, ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦ୍ୱୀପକୁ ଏହା ଦ୍ୱିତୀୟ ବଡ଼ ଭୂକମ୍ପ ଥିଲା। ଏପର୍ଯ୍ୟନ୍ତ କୌଣସି…

ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri