ଅନ୍ତର୍ଜାତୀୟ

ସିରିଆରେ ବିସ୍ଫୋରଣ, ୧୯ ମୃତ

ଡାମାସ୍‌କସ୍‌, ୪।୨: ଉତ୍ତର ସିରିଆର ମନ୍‌ବିଜ୍‌ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। କିଛି ସ୍ଥାନୀୟ କୃଷି ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ଯାଉଥିବାବେଳେ ନିକଟରେ ଥିବା ଏକ କାର୍‌ରେ ବୋମା ବିସ୍ଫୋରଣ…

ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ଲସ୍‌ଏଞ୍ଜେଲ୍ସ, ୪।୨: ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ସୋମବାର ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ…

ମେକ୍ସିକୋ ଉପରେ ଟାରିଫ୍‌ ମାସେ ସ୍ଥଗିତ

ଓ୍ବାଶିଂଟନ୍‌/ଓଟାଓ୍ବା,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଶନିବାର ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ, ଯାହାକି ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଥାନ୍ତା। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେଇନ୍‌ବମ୍‌ ସୋମବାର ଟ୍ରମ୍ପ୍‌ଙ୍କ ସହିତ ଟେଲିଫୋନ୍‌ ଯୋଗେ…

ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ

ନୂଆଦିଲ୍ଲୀ,୩।୨:ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଜୋରଦାର ଆଲୋଚନା ହେଉଛି। ଉଭୟ ବଡ଼ ନେତା ଫେବୃଆରୀ ୧୩, ୨୦୨୫ରେ ସାକ୍ଷାତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ଆମେରିକା ଗସ୍ତରେ…

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଏକ ଦେଶକୁ ବାଦ…

ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ଅଡୁଆରେ ପଡ଼ିଲେ ଆମେରିକାବାସୀ, ଟମାଟୋ ସମେତ ଏହି ସବୁ ଜିନିଷ ହେବ ମହଙ୍ଗା

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶପଥ ନେବା ପରେ ତୁରନ୍ତ ଅନ୍ୟ ଦେଶଗୁଡ଼ିକ ସହିତ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଯୁକ୍ତି ଦେଇଛନ୍ତି ଯେ ସେ ଟାରିଫ୍‌ ଲାଗୁ କରି ଆମେରିକାକୁ ପୁଣି ଶକ୍ତିଶାଳୀ…

ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ପ୍ରଭାବିତ ହେବେ ମଧ୍ୟବିତ୍ତ, ମହଙ୍ଗା ହୋଇଯିବ ଏସବୁ…

ନୂଆଦିଲ୍ଲୀ,୩।୨: ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୭.୦୬ରେ ଖୋଲିଛି। ଯେତେବେଳେ ବ୍ୟବସାୟ…

ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା

ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି। ଏହି କାରଣରୁ ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋଙ୍କ ସରକାର କହିଛନ୍ତି ଯେ ପାନାମା ଚାଇନାର…

ବଜେଟରେ ପଡ଼ୋଶୀ ଦେଶ ପାଇଁ ଟ୍ରେଜେରୀ ଖୋଲିଦେଲା ଭାରତ, ଏହି ଦେଶକୁ ଦେଲା ଅଧିକ

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର କେନ୍ଦ୍ର ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୫୦,୬୫,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପରିମାଣ ଚଳିତ ଆର୍ଥିକ ବର୍ଷ ତୁଳନାରେ ୭.୪ ପ୍ରତିଶତ ଅଧିକ। ବୈଦେଶିକ ମନ୍ତ୍ରଣାଳୟ…

ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ

ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏବେ, ପାନାମା ଚାଇନାକୁ ଏକ ବଡ଼ ଝଟକା ଦେଇଛି। ପାନାମା ରାଷ୍ଟ୍ରପତି…

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ବର୍ବାଦ ହୋଇଯିବ ଆମେରିକା! ଲକ୍ଷ ଲକ୍ଷ ଡଲାର ବାଜିରେ…

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଉପରେ ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରୁଛନ୍ତି। ’ରିପୋର୍ଟ ଅନୁଯାୟୀ,…

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?