ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ
ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ…
‘ଦୁର୍ଗାପୂଜା କରିବ ତ ୫ ଲକ୍ଷ ଟଙ୍କା ଦିଅ’, ବାଂଲାଦେଶରେ ହିନ୍ଦୁ ମିନ୍ଦିରକୁ ମିଳୁଛି ଧମକ
ଢାକା,୨୬।୯: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉନାହିଁ। ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶର ଇସଲାମ ଗୋଷ୍ଠୀ ପକ୍ଷରୁ କିଛି ମନ୍ଦିରକୁ ଧମକ ଦିଆଯାଇଛି। ମନ୍ଦିର କମିଟି ମାନଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେମାନେ ଦୁର୍ଗା ପୂଜା ପାଳନ…
ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର
ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା…
ଭାରତଠାରୁ ପଙ୍ଗା ନେଇ ଫସିଗଲା ବାଂଲାଦେଶ, ଶାହାଙ୍କ ବୟାନକୁ ନେଇ ଆଖି ଦେଖାଇବା ପରେ…
ଢାକା/ନୂଆଦିଲ୍ଲୀ,୨୬।୯: ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ ହେବାପରେ ବାଂଲାଦେଶର ସ୍ବର ବଦଳୁଥିବା ଦେଖାଯାଉଛି। ମହମ୍ମଦ ୟୁନୁସ ସରକାର ‘ଗୋଟିଏ ପଟେ ଚୋରି ଏବଂ ଅନ୍ୟଟି ସିନାଜୋରି’ ମନୋଭାବରୁ ବାହାରକୁ ଆସିବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ବେଳେବେଳେ ସେ ଭାରତକୁ ଆଖି…
ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…
ନୂଆଦିଲ୍ଲୀ,୨୬ା୯: ଅନ୍ଲାଇନ୍ ଗେମିଂ ଆପ୍ ବିରୋଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର FIEWIN ଗେମିଂ ଆପ୍ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍ଫୋର୍ସମେଣ୍ଟ…
ପରମାଣୁ ବୋମା ପକାଇବ ରୁଷିଆ: ପୁଟିନ୍ଙ୍କ ଫାଇନାଲ ଚେତାବନୀ
ମସ୍କୋ,୨୬।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଛି। ୟୁକ୍ରେନର ବର୍ଦ୍ଧିତ ଆକ୍ରମଣ ସମ୍ପର୍କରେ ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ରୁଷିଆକୁ…
ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ, ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇଲା
ନୂଆଦିଲ୍ଲୀ,୨୬।୯: ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।…
ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଓଟାଓ୍ବା, ୨୬।୯:କାନାଡା ପାର୍ଲାମେଣ୍ଟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ପିୟରେ ପୋଲେଭ୍ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଛି।…
ଇରାନ ରଚୁଛି ଟ୍ରମ୍ପ୍ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ
ଓ୍ବାଶିଂଟନ, ୨୬।୯:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର…
ମେଲୋନିଙ୍କୁ ଡେଟ୍ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା
ଓ୍ବାଶିଂଟନ୍,୨୫।୯: ନିକଟରେ ଏକ କାର୍ଯ୍ୟକ୍ରମରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବିଶ୍ୱର କୋଟିପତି ଏଲନ ମସ୍କଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଏପରିକି ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ…
ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ
କଲମ୍ବୋ, ୨୫।୯:ଶ୍ରୀଲଙ୍କାରେ ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ହେବା ପରେ ମଙ୍ଗଳବାର ନ୍ୟାଶନାଲ ପିପୁଲ୍ସ ପାଓ୍ବାର(ଏନ୍ପିପି) ନେତା ହରିନୀ ଅମରସୂର୍ଯ୍ୟା ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦିସାନାୟକେ ଶପଥପାଠ କରାଇଛନ୍ତି। ଅମରସୂର଼୍ୟାଙ୍କୁ ଆଇନ, ଶିକ୍ଷା, ଶ୍ରମ, ଉଦ୍ୟୋଗ,…
କାହିଁକି ହଠାତ୍ ପାକିସ୍ତାନରେ ଅବତରଣ କଲା ୧୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ, ଜାଣନ୍ତୁ ପୁରା ଘଟଣା
ଲାହୋର,୨୪।୯: ମଙ୍ଗଳବାର ସକାଳେ ଏକ ଭୟଭିତ ହେଲାଭଳି ଖବର ସାମ୍ନାକୁ ଆସିଛି। ଘଟଣାହେଲା ବିମାନର ପାଇଲଟ ହଠାତ୍ ପାକିସ୍ତାନର ଲାହୋର ବିମାନବନ୍ଦରରେ ୧୭୧ ଯାତ୍ରୀଙ୍କ ସହ ଭର୍ତ୍ତି ଏକ ବିମାନକୁ ଅବତରଣ କରାଇଥିଲେ। କୁହାଯାଉଛି ଯେ ପାଇଲଟ ହଠାତ୍ ୨୭୦୦୦ଫୁଟ ଉଚ୍ଚତାରେ…
Archives


