ଅନ୍ତର୍ଜାତୀୟ

୯୦ ମିନିଟରେ କିପରି ଧ୍ୱଂସ ହେଲା ପାକିସ୍ତାନର ୯ ଏୟାରବେସ? ରାଓ୍ବଲପିଣ୍ଡିରୁ ସିଆଲକୋଟ ଯାଏ ଧୂଆଁ… 

ନୂଆଦିଲ୍ଲୀ,୧୧।୫: ଅପରେସନ ସିନ୍ଦୂରରେ ପାକିସ୍ତାନ ବାୟୁସେନା ସର୍ବାଧିକ କ୍ଷତି ସହିଛି। ଏଥିରୁ ମୁକୁଳିବାକୁ ପାକିସ୍ତାନ ବାୟୁସେନାକୁ ବର୍ଷ ବର୍ଷ ଲାଗିବ। ଭାରତ ମାତ୍ର ୯୦ ମିନିଟ ମଧ୍ୟରେ ପାକିସ୍ତାନୀ ବାୟୁସେନାର ୯ଟି ବାୟୁସେନା ଘାଟି ଏବଂ ୨ଟି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ…

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ କଶ୍ମୀରର…

ଭାରତର ବଡ଼ ପ୍ଲାନ! ଥରହର ପାକିସ୍ତାନ

ନୂଆଦିଲ୍ଲୀ,୧୧।୫: ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ ପି ବୈଦ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ବହୁତ ଉତ୍ସାହିତ ଥିବା ପରି ମନେ ହେଉନାହିଁ। ସେ କହିଛନ୍ତି ଯେ, ଭାରତୀୟ ସେନାକୁ ଅତି କମରେ 2-3…

ଆଉ କେବେ ଯିବିନି ପାକିସ୍ତାନ…ଏୟାରପୋର୍ଟରେ କାନ୍ଦିବାକୁ ଲାଗିଲେ ବାଂଲାଦେଶୀ କ୍ରିକେଟର

ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି (India Pakistan Ceasefire) ଉପରେ ସହମତ ହୋଇଛନ୍ତି। ପୂର୍ବରୁ ଉଭୟ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏବଂ ପ୍ରବଳ ବୋମାମାଡ଼ ହୋଇଥିଲା, ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ PSL 2025 ସ୍ଥଗିତ…

୧୯୭୧ ଭଳି ଅବସ୍ଥା ନ ହେଉ- କ’ଣ ଏହି ଭୟରେ ନଇଁଲା ପାକିସ୍ତାନ, ବିନା ସର୍ତ୍ତରେ ଭାରତ ଆଗରେ…

ନୂଆଦିଲ୍ଲୀ,୧୧।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଶନିବାର ସାରେ ପାକିସ୍ତାନ ଏବଂ ଭାରତ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏବେ ପ୍ରଶ୍ନ ହେଉଛି, ଭାରତକୁ ପରମାଣୁ ଆକ୍ରମଣର…

ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି…

ରାତିରେ ଭାରତ କରିଛି କାଉଣ୍ଟର ଆଟାକ୍‌, ଏବେ ପାକିସ୍ତାନରେ କେମିତି ରହିଛି ସ୍ଥିତି? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୧୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା, ତା’ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ଭାରତ ମେ…

ଭାରତ-ପାକିସ୍ଥାନ ଅସ୍ତ୍ରବିରତି ପରେ, ଟ୍ରମ୍ପ ଦେଲେ ବଡ଼ ଅଫର୍‌, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ, ୧୧।୫: ଚାରି ଦିନର ତୀବ୍ର ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଶନିବାର ସଂଧ୍ୟାରେ ଏକ ସମ୍ପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ୟୁନୁସ ସରକାରଙ୍କ ବଡ଼ ବୟାନ, କହିଲେ ମୋଦି…

ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା ହୋଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା କରିଛନ୍ତି। ତେବେ ଏହାରି ଭିତରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ…

Imran Khan: ସତରେ ଜେଲ୍‌ରେ ମରିଯାଇଛନ୍ତି ଇମ୍ରାନ ଖାନ୍‌! ଶେହବାଜ ସରକାରଙ୍କ ବଡ଼ ଘୋଷଣା

ଇସଲାମବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଏକ ପ୍ରେସ ରିଲିଜର ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି,…

ସମୟକୁ ନେଇ ପ୍ରଶ୍ନ: ପାକିସ୍ତାନକୁ ଆଇଏମ୍‌ଏଫ୍‌ର ୧ ବିଲିୟନ ଡଲାର ଋଣ

ନ୍ୟୁୟର୍କ/ ଇସ୍‌ଲାମାବାଦ, ୧୧।୫ (ପି.ଟି.): ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ଋଣ ମଞ୍ଜୁର କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ଏହି ସମୟରେ ଅନ୍ତର୍ଜାତୀୟ ଋଣପ୍ରଦାନକାରୀ ସଂସ୍ଥାର ଏଭଳି…

ରାତି ଅଧରେ ଶେହବାଜ ସରିଫଙ୍କ ବଡ଼ ଘୋଷଣା, କହିଲେ ଭାରତକୁ ଦେବୁ କଡ଼ା ଜବାବ!

ଇସଲାମବାଦ,୧୧।୫: ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଣି ସୀମା ପଟୁ ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ କରିଛି ପାକ୍‌ । ଜମ୍ମୁକଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?