ଛାତ୍ରନେତାଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନ ବିଚାରପତି
ଢାକା,୧୦ା୮: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ସୁପ୍ରିମକୋର୍ଟକୁ ଘେରି ରହିଥିବା ବିରୋଧକାରୀଙ୍କ ତୀବ୍ର ଚାପରେ ଇସ୍ତଫା ଦେବାକୁ ରାଜି ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ୬୫ ବର୍ଷୀୟ...
‘ଆମକୁ ଭାରତ ଆସିବାକୁ ଦିଅନ୍ତୁ’, ପାଣିରେ ଠିଆ ହୋଇ ବିଏସଏଫଙ୍କୁ ନିବେଦନ କରୁଛନ୍ତି ହଜାର ହଜାର ବାଂଲାଦେଶୀ ହିନ୍ଦୁ
ଢାକା,୧୦।୮: ବାଂଲାଦେଶରେ ଏକ ନୂତନ ସରକାର ଗଠନ ହୋଇଥିଲେ ମଧ୍ୟ ସେଠାରେ ହିଂସା ଜାରି ରହିଛି। ପ୍ରଦର୍ଶନକାରୀ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ବାଂଲାଦେଶର ଅନେକ ହିନ୍ଦୁ ପରିବାର (ଭାରତୀୟ ସୀମାରେ ବାଂଲାଦେଶୀ) ନିଜ ଘର ଛାଡି ଭାରତ ଆସିବାକୁ ଚାହାଁନ୍ତି।...
ବ୍ରାଜିଲ ବିମାନ ଦୁର୍ଘଟଣା, ସମସ୍ତ ଯାତ୍ରୀ ମୃତ
ସାଓ ପାଉଲୋ,୧୦।୮: ଶୁକ୍ରବାର ବ୍ରାଜିଲର ସାଓ ପାଉଲୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୬୧ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ।...
ଶେଖ ହାସିନାଙ୍କ ପାଇଁ ଏମିତି କ’ଣ କରିଦେଲେ ମୋଦି, ଯାହାକୁ ନେଇ ହାସିନାଙ୍କ ପୁଅ କରୁଛନ୍ତି ପ୍ରଶଂସା
ଢାକା,୧୦।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜିବ ୱାଜେଡ ଆନନ୍ଦ ଆମେରିକାରୁ ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ବାର୍ତ୍ତାରେ ଶେଖ ହାସିନାଙ୍କ ପୁଅ ସାଜିବ...
ଆଇଏସ୍ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ
ଭିଏନା,୧୦ା୮: ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ...
ଆଇଏସ୍ଏସ୍ରେ ଆଉ ୬ ମାସ ରହିବେ ସୁନୀତା
ଓ୍ବାଶିଂଟନ,୧୦ା୮: ବୋଇଂର ଷ୍ଟାର୍ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି...
ଶେଖ ହସିନାଙ୍କ ସହ କାହିଁକି ପଳାଇ ଆସିଥିଲେ ତାଙ୍କ ମନ୍ତ୍ରୀ, ଏବେ କାହିଁକି ଫେରି ଯାଉଛନ୍ତି
ଢାକା,୯।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବୋଧହୁଏ କିଛି ସମୟ ଭାରତରେ ରହିବେ। କାରଣ ବ୍ରିଟେନ ଯିବା ପାଇଁ ତାଙ୍କର ଯୋଜନା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ତାଙ୍କର ବ୍ରିଟେନ ଗସ୍ତକୁ ନେଇ କିଛି ବୈଷୟିକ ବାଧା ଉପୁଜିଛି। ତାଙ୍କ...
ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?
ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି...
ଡକାୟତି, ଲୁଟ୍ ଭୟ: ରାତିରେ ଶୋଉନାହାନ୍ତି ଦେଶବାସୀ
ଢାକା,୮ା୮:ବାଂଲାଦେଶରେ ଶେଖ୍ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି। ଲୁଟ୍ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି। ସୋମବାର ଶେଖ୍ ହାସିନା ଦେଶ ଛାଡ଼ି ପଳାଇବା...
ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର
ଢାକା, ୦୯।୦୮: ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ...
ଲୁଟ୍ ଭୟରେ ଶୋଉ ନାହାନ୍ତି ବାଂଲାଦେଶୀ
ଢାକା,୮ା୮ : ବାଂଲାଦେଶରେ ଶେଖ୍ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି। ଲୁଟ୍ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି। ସୋମବାର ଶେଖ୍ ହାସିନା ଦେଶ...
ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଲେ ୟୁନୁସ
ଢାକା,୮।୮: ବାଂଲାଦେଶରେ ହୋଇଥିବା ହିଂସା ପରେ ମହମ୍ମଦ ୟୁନୁସ ଦେଶର ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଗୁରୁବାର ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଂଲାଦେଶର ନୂତନ ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା...
Archives


