ଅନ୍ତର୍ଜାତୀୟ

୯୦% ମହୁରେ ଚିନିଶିରା ଭଳି ସିରପ୍‌

ଲଣ୍ଡନ,୧୬ା୧୧: ସୁପରମାର୍କେଟଗୁଡ଼ିକରେ ବିକ୍ରି ହେଉଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହୁ ଭେଜାଲ। ସେଥିରେ ଚିନିଶିରା ଭଳି ଶସ୍ତା ସିରପ୍‌ ମିଶାଯାଉଛି, ଯାହା ପ୍ରକୃତିର ଅମୃତକୁ ନକଲି କରିଦେଇଛି। ଠକମାନେ ଏଥିରୁ ଲାଭ ଉଠାଉଥିବାବେଳେ ମହୁମାଛି ଚାଷୀ ଏବଂ ଜୈବବିବିଧତାକୁ ମୂଲ୍ୟ ଦେବାକୁ…

ଶାରୀରିକ ସମ୍ପର୍କ ରଖିବାକୁ ଓବାମାଙ୍କ ଘରକୁ ନିଜ ପ୍ରେମିକାଙ୍କୁ ଆଣିଥିଲେ ସୁରକ୍ଷାକର୍ମୀ, ବାଥ୍‌ରୁମ୍‌ରେ…

ଓ୍ବାଶିଂଟନ୍‌,୧୫।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଜଣେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ସାଂଘାତିକ କାମ ସାମ୍ନାକୁ ଆସିଛି। ସେ ୨୦୨୨ରେ ହାୱାଇରେ ସମୁଦ୍ରକୂଳରେ ଥିବା ବାସଭବନକୁ ଶାରୀରିକ ସମ୍ପର୍କ…

ବିବାହବେଳେ ପାକିସ୍ତାନରେ କେତେ ଯୌତୁକ ଦିଆଯାଏ? ଅଧିକ ଡିମାଣ୍ଡ କଲେ…

ଇସଲାମବାଦ,୧୫।୧୧: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ସେହିପରି ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ମଧ୍ୟ ସମାନ। ପାକିସ୍ତାନରେ ଯୌତୁକ ପ୍ରତା ଏବେ ମଧ୍ୟ ଜାରି ରହିଛି। କିନ୍ତୁ ଜାଣନ୍ତି…

ସଂସଦରେ Haka Dance କଲେ ମହିଳା ସାଂସଦ, ଭିଡିଓ ଭାଇରାଲ

ଓ୍ବିଲଙ୍ଗଟନ,୧୫।୧୧: ଗୁରୁବାର ନ୍ୟୁଜିଲ୍ୟାଣ୍ଡର ସଂସଦରେ ବହୁ ଅସନ୍ତୋଷ ଦେଖାଦେଇଥିଲା, ଯେଉଁଠାରେ ଏକ ନିଆରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଠାରେ ସଂସଦର ସର୍ବ କନିଷ୍ଠ ସାଂସଦ ହାନା-ରାଓତି ଏକ ବିଲ ବିରୋଧରେ ଏତେ ବିରୋଧ କରିଥିଲେ ଯେ ବର୍ତ୍ତମାନ ତାଙ୍କ ଭିଡିଓ ଭାଇରାଲ…

ଲାଇଭ ଶୋ’ରେ କୁରାଢିରେ କରିଥିଲେ ଆକ୍ରମଣ, ଏବେ ହେଲେ ପ୍ରତିରକ୍ଷା ମନ୍ତ୍ରୀ

ଓ୍ବାଶିଂଟନ,୧୫।୧୧: ଆମେରିକାରେ ନିର୍ବାଚନ ବିଜୟ ପରେ ଟ୍ରମ୍ପଙ୍କ ଆଗାମୀ କ୍ୟାବିନେଟ ବିଷୟରେ ଗୋଟିଏ ପରେ ଗୋଟିଏ ଖବର ଆସିବା ଆରମ୍ଭ କରିଛି। ନିକଟରେ ପୂର୍ବତନ ସୈନିକ ତଥା ଟିଭି ଅଭିନେତା ପିଟ ହେଗସେଥଙ୍କୁ ତାଙ୍କ ନୂତନ ସରକାରରେ ପ୍ରତିରକ୍ଷା ସଚିବ (ମନ୍ତ୍ରୀ)…

ପାକିସ୍ତାନରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫ ହଜାର ଲୋକ

ଇସଲାମାବାଦ,୧୫।୧୧: ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। କଳା ବିଷାକ୍ତ ଧୂଆଁ ସହରର ଚାରିଆଡେ ବ୍ୟାପିଛି, ଯାହା ଫଳରେ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଲାହୋରରେ…

ଭ୍ୟାକ୍ସିନକୁ କଡ଼ା ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଟ୍ରମ୍ପ ନିଯୁକ୍ତ କଲେ ଆମେରିକା ସ୍ବାସ୍ଥ୍ୟ ସଚିବ, ଜାଣନ୍ତୁ ସେହି ବ୍ୟକ୍ତି କିଏ

ଓ୍ବାଶିଂଟନ,୧୫।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ସେ ଜାନୁଆରୀରେ ହ୍ବାଇଟ ହାଉସର ପଦବୀ ପାଇଁ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ତାଙ୍କ ନୂଆ ଦଳ ଗଠନ କରିବା ଆରମ୍ଭ କରି ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ତାଙ୍କ…

ଆସୁଛି ଘୂର୍ଣ୍ଣିଝଡ଼ ‘ସାରା’, ବର୍ଷା, ବନ୍ୟା, ଭୂସ୍ଖଳନକୁ ନେଇ ଆଲର୍ଟ ଜାରି

ଓ୍ବାଶିଂଟନ,୧୫।୧୧: ଆମେରିକାରେ କିଛି ଦିନ ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ହେଲେନ ଫ୍ଲୋରିଡା ପରି ବଡ ସହରରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ, ବର୍ତ୍ତମାନ ଟ୍ରପିକାଲ ଷ୍ଟର୍ମ ସାରା ମଧ୍ୟ ଆମେରିକାରେ ପହଞ୍ଚୁଛି। ଏହି ଝଡ଼ ଯୋଗୁଁ ଭୟଙ୍କର ବନ୍ୟା, ବର୍ଷା…

ଖୁସି ଖବର: ଜାଣନ୍ତୁ କେତେ ପାଓ୍ବାରଫୁଲ ଏହି ହିନ୍ଦୁ ମହିଳା, ଆମେରିକାର ଘରେ ଘରେ ପରିଚିତ

ଓ୍ବାଶିଂଟନ,୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଟିମ୍‌ରେ ଜଣେ ସାହସୀ ହିନ୍ଦୁ ମହିଳାଙ୍କୁ ସ୍ଥାନ ଦେଇଛନ୍ତି। ସେହି ମହିଳାଙ୍କ ନାମ ତୁଲସୀ ଗାବାର୍ଡ, ଯାହାଙ୍କୁ ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ…

ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍‌ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ

ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସେ ଏହି ଅସ୍ତ୍ର ପ୍ରଣାଳୀର ପରୀକ୍ଷା…

ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର

ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍‌ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ଭାବେ ଚୟନ କରିଛନ୍ତି। ଆସନ୍ତାବର୍ଷ ଜାନୁଆରୀରେ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର…

ଖଣିରେ ବେଆଇନ ଭାବେ ପଶି ଫସିଛନ୍ତି ୪,୦୦୦ ଶ୍ରମିକ

ଜୋହାନ୍ସବର୍ଗ,୧୫ା୧୧:ଦକ୍ଷିଣ ଆଫ୍ରିକାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଏକ ଖଣିରେ ୪,୦୦୦ ବେଆଇନ ଖନନକାରୀ ଫସିରହିଛନ୍ତି। ବେଆଇନ ଖଣି ଖନନ ରୋକିବା ପଦକ୍ଷେପ ସ୍ବରୂପ ସେମାନଙ୍କ ପାଖକୁ ମୌଳିକ ଆବଶ୍ୟକତା ପଠାଇବା ବନ୍ଦ କରିଦିଆଯାଇଛି। ଦକ୍ଷିଣ ଆଫ୍ରିକା ସରକାର ସେମାନଙ୍କୁ ସହାୟତା କରିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri