ଅନ୍ତର୍ଜାତୀୟ

ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…

ବଦଳିଯିବ ପାକିସ୍ତାନ ସରକାର? ଗୋଟିଏ ସଙ୍କେତ ହେଲା ସ୍ପଷ୍ଟ ଦ୍ୱିତୀୟ ହେବ ତ…

ଇସଲାମାବାଦ,୨୧।୫: ପାକିସ୍ତାନ ସରକାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ପଦୋନ୍ନତି ଦେଇଛନ୍ତି। ଅସୀମ ମୁନୀର ପାକିସ୍ତାନର ଦ୍ୱିତୀୟ ଫିଲ୍ଡ ମାର୍ଶାଲ ହୋଇଛନ୍ତି। ପାକିସ୍ତାନ ଇତିହାସରେ ଏହା ଦ୍ୱିତୀୟ ଥର ଯେବେ ଜଣେ ସେନା ମୁଖ୍ୟଙ୍କୁ ଫିଲ୍ଡ ମାର୍ଶାଲ କରାଯାଇଛି। ଭାରତର…

ପାକିସ୍ତାନରେ ଗୃହଯୁଦ୍ଧ? ପୋଡିଦେଲେ ଘର, ନିଆଁ ଲଗାଦେଲେ ଅଜ୍ଞାତ…

ଇସଲାମବାଦ,୨୧।୫: ପୁଣିଥରେ ପାକିସ୍ତାନର ପରିସ୍ଥିତି ଖରାପ ହେବାକୁ ବସିଛି। ଦେଶରେ ପାଣିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପାଣିକୁ ନେଇ ସିନ୍ଧ ଏବଂ ପଞ୍ଜାବ ମଧ୍ୟରେ ବିବାଦ ଚାଲିଛି। ଏହି ମାମଲା ଏତେ ବଢ଼ିଯାଇଛି ଯେ ଲୋକମାନେ ପ୍ରତିବାଦ କରିବାକୁ ରାସ୍ତାକୁ…

ଜ୍ୟୋତିଙ୍କ ଚାଟ୍‌ରୁ ମିଳିଲା ପୁଣି ଭୟଙ୍କର ତଥ୍ୟ, ପାକିସ୍ତାନକୁ ଦେଇଥାନ୍ତେ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରରେ ରହୁଥିବା ଯୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ…

ପାକିସ୍ତାନକୁ ଦେଖି ବାଂଲାଦେଶର ପଶିଲା ବୁଦ୍ଧି, ଭାରତ ଆଗରେ କଲା ସରେଣ୍ଡର!

ଢାକା,୨୧।୫: ପାକିସ୍ତାନର ପରିସ୍ଥିତିରୁ ଶିକ୍ଷା ନେଇଛି ବାଂଲାଦେଶ। ବାଂଲାଦେଶ ଭାରତ ସହିତ ଚାଲିଥିବା ବାଣିଜ୍ୟ ଉତ୍ତେଜନା ଆଗରେ ମୁଣ୍ଡ ନୁଆଁଇବାକୁ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ବାଂଲାଦେଶ ସ୍ପଷ୍ଟ କରିଛି ଯେ ଏହା କୌଣସି ପ୍ରତିଶୋଧମୂଳକ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦି ଆଫ୍ରିଦି: ଭିଡିଓ ଶେୟାର କରି କହିଲେ କଞ୍ଚା ମିଛ

ଇସଲାମାବାଦ୍‌,୨୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ପରେ ମଧ୍ୟ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦି ଆଫ୍ରିଦି ଭାରତ ବିରୋଧରେ ନିରନ୍ତର ପ୍ରଚାର ଚଳାଇଛନ୍ତି। ଏହି ସମ୍ପର୍କରେ ଆଫ୍ରିଦ ଏକ ନୂତନ ଭିଡିଓ ଷେୟାର କରିଛନ୍ତି, ଏଥିରେ ସେ ଦାବି…

ପର୍ଯ୍ୟଟକ ହେଲେଣି ସତର୍କ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହିସବୁ ଦେଶ ହେବ ଛାରଖାର, ଜାଣନ୍ତୁ କିଏ କରିଛନ୍ତି ଏହି ଭବିଷ୍ୟବାଣୀ

ସୋଫିଆ,୨୧।୫: ଜାପାନର ରହସ୍ୟମୟ ମାଙ୍ଗା କଳାକାର ଏବଂ କଥିତ ଭବିଷ୍ୟଦ୍ବକ୍ତା ରିଓ ତାତସୁକି ଆଜି ଜାପାନୀ ବାବା ଭାଙ୍ଗା ଭାବରେ ଜଣାଶୁଣା। ତାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ ମାଧ୍ୟମରେ ସେ କିଛି ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯାହା…

ଆତଙ୍କବାଦୀ ଟାର୍ଗେଟରୁ ବର୍ତ୍ତି ପାରିଲାନି ସ୍କୁଲ ବସ, ୪ ଶିଶୁ ମୃତ, ୩୮ ଆହତ

ଖୁଜଦାର,୨୧।୫: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥର ଆତଙ୍କବାଦୀମାନେ ଏକ ସ୍କୁଲ ବସକୁ ଟାର୍ଗେଟ କରିଛନ୍ତି। ବେଲୁଚିସ୍ତାନର ଖୁଜଦାରରେ ହୋଇଥିବା ଏହି ଆକ୍ରମଣରେ ଚାରି ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି।…

ତୁର୍କୀକୁ ମହଙ୍ଗା ପଡ଼ିଲା ପଙ୍ଗା ନେବା! ଭାରତର ଗୋଟିଏ ନିଷ୍ପତ୍ତିରେ ବରବାଦ ହେଲେ ଏର୍ଦୋଗନଙ୍କ ଝିଅ, ୨୫୦୦କୋଟି ସ୍ବାହା

ନୂଆଦିଲ୍ଲୀ/ଅଙ୍କାରା,୨୧।୫: ସେଲେବି ତୁର୍କୀର ଏକ ପ୍ରମୁଖ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ଯାହା ବର୍ଷ ବର୍ଷ ଧରି ଭାରତରେ ସେବା ଯୋଗାଇ ଆସୁଛି, ଏବେ ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କମ୍ପାନୀର ସେବା…

ମୃତ୍ୟୁ ଅପେକ୍ଷାରେ ଆତଙ୍କବାଦୀ ହାଫିଜ ସଇଦଙ୍କ ରାଇଟ ହ୍ୟାଣ୍ଡ ଆମିର ହମଜା

ନୂଆଦିଲ୍ଲୀ,୨୧।୫: କିଛି ଦିନ ପୂର୍ବରୁ, ଲସ୍କର ଆତଙ୍କବାଦୀ ଏବଂ ପ୍ରମୁଖ ଆତଙ୍କବାଦୀ ନିଯୁକ୍ତିଦାତା ଅବୁ ସୈଫୁଲ୍ଲାଙ୍କୁ ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ। ଏବେ ଲସ୍କର ପାଇଁ ଆଉ ଏକ ଖରାପ ଖବର ଆସିଛି, ଯାହା ଅନୁସାରେ, ଲସ୍କର-ଏ-ତୋଇବାର…

ଭାରତ ସହ ହାତ ମିଳାଇଲା ଆଫଗାନିସ୍ତାନ! ପାକିସ୍ତାନ ଉପରେ ହେବ ବଡ଼ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୦।୫: ଭାରତ ପାକିସ୍ତାନକୁ ପାଣି ପ୍ରବାହ ଉପରେ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଥିବା ବେଳେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିବା ପାଇଁ କୁନାର ନଦୀ ଉପରେ ବନ୍ଧ ନିର୍ମାଣ କରିବାକୁ…

୫ଥର ବିବାହ କରିଥିବା ପ୍ରଧାନମନ୍ତ୍ରୀ, ନିଜ ବେଗମ ପାଇଁ କରିଥିଲେ ଫ୍ଲାଇଓଭର

ଇସଲାମାବାଦ,୨୦।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ରାଜନୈତିକ ଜୀବନ ସହିତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ସେ ଥରେ ନୁହେଁ ୫ଥର ବିବାହ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?