ଅନ୍ତର୍ଜାତୀୟ

ଆମେରିକାର ଗର୍ବ ଭାଙ୍ଗିଲା ଇରାନ: ଏମିତି ପାନେ ଦେଲା କେହି କରିବେନି ବିଶ୍ୱାସ

ତେହେରାନ,୧୪।୬: ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ତେଲ ଅଭିଭ ଉପରେ ୨୦୦ ମିଶାଇଲ୍‌ ମାଡ଼ କରିଥିଲା। ଇରାନର ଏହି ପ୍ରତିଆକ୍ରମଣ ପରେ କୁହାଯାଉଛି ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ। ଆମେରିକା ଶାନ୍ତି ଚୁକ୍ତି…

ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଲା ପାକିସ୍ତାନ: କହିଲା, ଆମେ…

ଇସଲାମାବାଦ୍‌,୧୪।୬: ଇରାନ-ଇସ୍ରାଏଲ ଯୁଦ୍ଧ ମଝିରେ ଧଶେଇ ପଶିଛି ପାକିସ୍ତାନ। ପାକିସ୍ତାନ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଇରାନକୁ ସମର୍ଥନ କରିବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏହା ସୂଚିତ କରିଛନ୍ତି। ଆସିଫ ସାରା ବିଶ୍ୱର ମୁସଲମାନମାନଙ୍କୁ ଏକ ହେବାକୁ ନିବେଦନ କରିଛନ୍ତି।…

ଲକ୍ଷ୍ମଣ ରେଖା ଡେଇଁଲା ଇସ୍ରାଏଲ୍‌: ରାଗରେ ନିଆଁବାଣ ହୋଇ ଇରାନ ଦେଲା ଧମକ

ତେହରାନ/ତେଲ୍‌ ଆଭିଭ୍‌,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଇସ୍ରାଏଲର ବିମାନ ଆକ୍ରମଣ ଇରାନର ସାର୍ବଭୌମତ୍ୱ…

ଇରାନ ଉପରେ ଆକ୍ରମଣ ପରେ ହଠାତ୍‌ ମୋଦିଙ୍କୁ ଫୋନ୍‌ କଲେ ନେତାନ୍ୟାହୁ: କହିଦେଲେ ଏମିତି କଥା

ତେଲ ଅଭିଭ,୧୪।୬: ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମଗ୍ର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତାନ୍ୟାହୁଙ୍କ ଫୋନ…

ଆମେରିକାକୁ ସିଧା ଚେତାବନୀ ଦେଲା ଇରାନ: କହିଲା, ଆମେ ଛାଡିବୁନି

ତେହରାନ/ତେଲ୍‌ ଆଭିଭ୍‌,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର ହୋସେଇନ୍‌ ସଲାମି, ସଶସ୍ତ୍ର…

ଭୁଲ୍‌ବଶତଃ ବଡ଼ ଖୁଲାସା କରିଦେଲେ ବିଲାଓ୍ବଲ: ଇମ୍ରାନଙ୍କୁ ଜେଲରୁ ବାହାରକୁ ଆସିବାକୁ ଦେଉନାହାନ୍ତି…

ଇସଲାମାବାଦ,୧୩।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ବୟାନ ଦେବା ପରେ, ବିଲାୱାଲ ଭୁଟ୍ଟୋ ଏବେ ତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ବିଲାୱାଲ କହିଛନ୍ତି ଯେ ଇମ୍ରାନଙ୍କ ଲଢ଼େଇ ପାକିସ୍ତାନ ମୁସଲିମ…

ଇସ୍ରାଏଲର ପରବର୍ତ୍ତି ଟାର୍ଗେଟ ହେବ ପାକିସ୍ତାନ, ଇରାନ ଟେନସନ ଭିତରେ ଡରିଗଲାଣି ପାକିସ୍ତାନ, ଜାଣନ୍ତୁ କିଏ କରିଛନ୍ତି ଏମିତି ଆଶଙ୍କା

ତେହେରାନ,୧୩।୬: ଶୁକ୍ରବାର ସକାଳେ ଇସ୍ରାଏଲ ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇରାନର ରିଭଲ୍ୟୁସନାରୀ ଗାର୍ଡ ମୁଖ୍ୟ, ସେନା ମୁଖ୍ୟ ଏବଂ ଅନେକ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା। ସାରା ବିଶ୍ୱରେ ଦୁଇ…

ଇରାନ ଉପରେ ଇସ୍ରାଏଲ୍‌ର ଆକ୍ରମଣ ଦେଖି ପାକିସ୍ତାନର ହୋଶ୍‌ ଉଡ଼ିଲା: ରାଗରେ ଦେଲା ଏମିତି ଧମକ

ଇସଲାମାବାଦ୍‌,୧୩।୬: ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇସ୍ରାଏଲ ସେନା ଇରାନର ସାମରିକ ଘାଟି ସମେତ ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଛି। ଏହା ପରେ, ମଧ୍ୟପ୍ରାଚ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣ ପରେ ବିଶ୍ୱର ବିଭିନ୍ନ ଦେଶ ପ୍ରତିକ୍ରିୟା…

ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି ମିଡଲ ଇଷ୍ଟ? ଇସ୍ରାଏଲ ଆକ୍ରମଣରେ ଲାଲ ପଡିଲାଣି ଇରାନ

ତେହରାନ,୧୩।୬: ଇରାନର ସାମରିକ ଏବଂ ପରମାଣୁ ଘାଟି ଉପରେ ଇସ୍ରାଏଲୀ ଆକ୍ରମଣ ପରେ ଇରାନୀ ସେନାର ପ୍ରଥମ ସରକାରୀ ପ୍ରତିକ୍ରିୟା ଆସିଛି। ଶୁକ୍ରବାର ଇରାନୀ ସଶସ୍ତ୍ର ବାହିନୀ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଇସ୍ରାଏଲକୁ ‘ବଡ଼ ମୂଲ୍ୟ ଦେବାକୁ ପଡିବ’।…

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟର ଭାରତ କହିଲା, ‘ଉଭୟ ଆମର ବନ୍ଧୁ, ଆମେ…’

ନୂଆଦିଲ୍ଲୀ,୧୩।୬: ଭାରତ ସରକାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର (୧୩ ଜୁନ ୨୦୨୫) ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଦେଶ ପରିସ୍ଥିତି…

ପ୍ରତିଶୋଧ ନିଆଁରେ ଜଳୁଛି ଇରାନ, ଇସ୍ରାଏଲ ଉପରେ ଛାଡିଲା ୧୦୦ରୁ ଅଧିକ ଡ୍ରୋନ୍

ନୂଆଦିଲ୍ଲୀ, ୧୩ା୬: ଇସ୍ରାଏଲ ଆକ୍ରମଣର ଜବାବରେ ଇରାନୀ ସେନା ବିପୁଳ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ସୂଚନା ଅନୁଯାୟୀ, ଗତ କିଛି ଘଣ୍ଟା ମଧ୍ୟରେ ଇରାନ୍ ତାଙ୍କ ବିରୋଧରେ ୧୦୦ରୁ ଅଧିକ ଡ୍ରୋନ୍ ପ୍ରେରଣ କରିଛି। ଇସ୍ରାଏଲର ସେନା ଏହି…

ଥାଇଲ୍ୟାଣ୍ଡରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ସଙ୍କଟକୁ ଠେଳି ହୋଇଗଲା ୧୫୬ ଯାତ୍ରୀଙ୍କ ଜୀବନ

ବ୍ୟାଙ୍କକ,୧୩।୬: ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା, କିନ୍ତୁ ଶୁକ୍ରବାର ଦିନ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗୁରୁବାର ଅହମଦାବାଦରେ ଏୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?