ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ ହେବ ସିକ୍ରେଟ ମିଟିଂ? ଆକ୍ସନ ମୋଡରେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ/ମସ୍କୋ,୨୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି। ସେ କହିଛନ୍ତି...
ଟ୍ରମ୍ପ ଦେଲେ ଭାରତକୁ ଖୁସିଖବର, ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି
ଓ୍ବାଶିଂଟନ୍,୨୪।୧: ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଅଶୋଧିତ ତୈଳ ମୂଲ୍ୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସହିତ, ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ...
ଭାରତଠାରୁ ପଙ୍ଗା ନେବା ୟୁନୁସ ସରକାରଙ୍କ ପାଇଁ ପଡିପାରେ ମହଙ୍ଗା, ଇସ୍ତଫା ଦେବାକୁ ହେଉଛି ଦାବି!
ଢାକା,୨୪।୧: ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦ ଛାଡିବା ପରେ, ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ। ସେ ଦେଶରେ ସଂସ୍କାର ଆଣିବା ଏବଂ ଏହାକୁ...
ଟ୍ରମ୍ପଙ୍କୁ ବଡ଼ ଝଟ୍କା, ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କୁ ମିଳିବ ନାଗରିକତା
ଓ୍ବାଶିଂଟନ,୨୪।୧: ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି...
ଟ୍ରମ୍ପଙ୍କ ଖୋଲା ଧମକ, ‘ଶୁଳ୍କରୁ ବଞ୍ଚିବାର ଥିଲେ ଆମେରିକାରେ ନିବେଶ କର’
ଡାଭୋସ,୨୪।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୩, ୨୦୨୫ରେ ସ୍ବିଜରଲ୍ୟାଣ୍ଡର ଡାଭୋସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ (WEF)କୁ ସମ୍ବୋଧିତ କରିଛନ୍ତି। ହ୍ବାଇଟ ହାଉସରୁ ଭାଷଣ ଦେଉଥିବା ବେଳେ ଟ୍ରମ୍ପ ଅର୍ଥନୈତିକ ପ୍ରସଙ୍ଗ ଉପରେ ଧ୍ୟାନ...
ମିଶେଲଙ୍କ ସହ ସମ୍ପର୍କ ଶେଷ କରିବେ ଓବାମା? ରିପୋର୍ଟରେ ଦାବି
ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଉଭୟ ଅଲଗା ହୋଇପାରନ୍ତି ବୋଲି ଦାବି କରାଯାଉଛି। ପ୍ରକୃତରେ, ବାରାକ ଏବଂ ଜେନିଫରଙ୍କ ବିଷୟରେ ଚାଲିଥିବା ଗୁଜବ ଯୋଗୁଁ, ଦୁହିଁଙ୍କ ପାଇଁ...
ପୁଣି ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ
କାଷ୍ଟାଇକ୍(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍ କମ୍ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ...
ମସ୍କଙ୍କୁ ନାଲି ଆଖି ଦେଖାଇଲା ପାକିସ୍ତାନ, କହିଲା ପ୍ରଥମେ କ୍ଷମା ମାଗନ୍ତୁ ଟେସଲା ମାଲିକ, ତା’ପରେ…
ଓ୍ବାଶିଂଟନ/ଇସଲାମାବାଦ,୨୩।୧: ପାକିସ୍ତାନ ଏବେ ଟେସଲା ମାଲିକ ଏଲୋନ ମସ୍କଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛି। ନିକଟରେ, ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ପାକିସ୍ତାନରେ ଏହାର ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବା ପାଇଁ ଆବେଦନ କରିଥିଲା।...
ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!
ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ, ଏହି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ...
ସମଲିଙ୍ଗୀ ବିବାହକୁ ମିଳିଲା ଆଇନର ମାନ୍ୟତା, ଥାଇଲ୍ୟାଣ୍ଡ ହେଲା ଏସିଆର ତୃତୀୟ ଦେଶ
ବ୍ୟାଙ୍କକ,୨୩।୧: ଗତବର୍ଷ ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପରେ, ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଥାଇଲ୍ୟାଣ୍ଡ ଏପରି କରିବାରେ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ହୋଇଥିଲା। ଗୁରୁବାର ଥାଇଲ୍ୟାଣ୍ଡରେ ଏକ ଗଣ ବିବାହରେ ବହୁ...
ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍ ଫେଲ୍
ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଲା। ଏହି ହିଂସାରେ ଶହ ଶହ...
ଟ୍ରମ୍ପଙ୍କୁ ମାତ୍ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!
ଓ୍ବାଶିଂଟନ୍,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ...
Archives


