ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ
ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍ ନାଳରୁ ଉଦ୍ଧାର କରାଯାଇଛି। ପାକିସତାନ ରେଞ୍ଜର୍ସ ପକ୍ଷରୁ ଏହି ସୂଚନା ବିଏସଏଫ ଜମ୍ମୁ ୟୁନିଟକୁ…
ଚାଇନାର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରଦର୍ଶନ
ବେଜିଂ,୧।୧୦: ଚାଇନାରେ କମ୍ୟୁନିଷ୍ଟ ଶାସନକୁ ଅକ୍ଟୋବର ୧କୁ ୭୦ବର୍ଷ ପୂରିଛି। ଏନେଇ ମଙ୍ଗଳବାର ବେଜିଂରେ ବହୁ ଧୁମ୍ଧାମ୍ରେ ଉତ୍ସବ ପାଳନ କରାଯାଉଛି। ନ୍ୟାଶନାଲ ଡେ ପରେଡରେ ଚାଇନା ପକ୍ଷରୁ ସବୁଠାରୁ ବଡ ସାମରିକ ପରେଡ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି।…
ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ
ଇସଲାମାବାଦ୍,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ୍ ୨ ଦିନ ତଳେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ…
କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଚାହେଁନା ଭାରତ: ଜୟଶଙ୍କର
ଓ୍ବାଶିଂଟନ,୧।୧୦: କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ସମସ୍ୟା। ଏହା ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମ୍ଭବ। ଏଥିରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଭାରତ ଚାହେଁନା ବୋଲି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି। କଶ୍ମୀର ପ୍ରସଙ୍ଗରେ…
ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ
ସାନା,୧।୧୦: ୟେମେନ୍ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ କେତେକ ସୈନିକଙ୍କୁ ଏବେ ମଧ୍ୟ ବନ୍ଦୀ କରି ରଖିଛନ୍ତି। ଏନେଇ ଅନ୍ତର୍ଜାତୀୟ ରେଡକ୍ରସ୍ କମିଟି…
କଶ୍ମୀର ପ୍ରସଙ୍ଗରେ ଚୁପ୍ ରହିବାରୁ ହଟହଟା ହେଲେ ପାକିସ୍ତାନ ଅଭିନେତ୍ରୀ
ଇସଲାମାବାଦ,୧।୧୦:ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ମେହଓ୍ବିଶ୍ ହାୟାତ୍ କଶ୍ମୀର ପ୍ରସଙ୍ଗରେ କୌଣସି ମତ ନ ରଖିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ମେହଓ୍ବିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ…
ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୯ ମୃତ
ବେଜିଂ,୧ା୧୦(ପି.ଟି.)-ଚାଇନାର ଏକ କାରଖାନାରେ ନିଆଁଲାଗି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ନିଙ୍ଘାଇ କାଉଣ୍ଟିରେ ଥିତ୍ବା ରୁଇକି ଡେଲି ନେସେସିଟିଜ୍ କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ରବିବାର ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ତଦନ୍ତ ଜାରି ରହିଛି। ଗତ ୬…
ଆମେରିକାରେ ୩ ଫୁଟ୍ ତୁଷାରପାତ
ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍ ଉଚ୍ଚରେ ତୁଷାର ଜମିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତଋତୁ ଆରମ୍ଭରୁ ଏଭଳି ତୁଷାରପାତ…
ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…
ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁଢ଼ୋଳ ହୋଇଥାଏ। ଏନେଇ ଭିଏନା ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ…
ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ
ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍ରୋଗ, କିଡ୍ନୀ ସମ୍ଯଯା, ଷ୍ଟ୍ରୋକ୍ ଏବଂ ଅନେକ ଗମ୍ଭୀର ରୋଗର ଆଶଙ୍କା ସୃଷ୍ଟିହୁଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଲୋକେ ଔଷଧଠୁ ନେଇ ଅନେକ ଘରୋଇ…
ରନଓ୍ବେରେ ଝିଙ୍କକୁ ଦେଖି ଉଡ଼ିଲାନି ବିମାନ
ଏଡିନବର୍ଗ,୩୦।୯: ଜରୁରୀ ପରିସ୍ଥିତିରେ ବିମାନର ଅବତରଣ କରାଯିବା କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଏକ ଝିଙ୍କ ପାଇଁ ବିମାନର ଉଡ଼ାଣ ବନ୍ଦ କରିଦିଆଯାଇଥିବା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ସ୍କଟ୍ଲାଣ୍ଡ…
କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ
ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର ଅଧିକ। ୧୯୭୦ଠାରୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀ ଆକ୍ରମଣ ତୁଳନାରେ ଅଧିକ ଲୋକଙ୍କର କୁକୁର କାମୁଡ଼ାରେ…

